ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ନାଲକୋରେ କୁଆପଥର ମାଡ଼

କୋରାପୁଟ-: ଅପରାହ୍ନରେ ଦାମନଯୋଡି ଖଣି ଅଂଚଳରେ ପ୍ରବଳ କୁଆପଥର ମାଡ଼ ହୋଇଛି। ବର୍ଷା ସହ କୁଆପଥର ମାଡ଼ କାରଣରୁ ଖଣି ଅଂଚଳରେ ପରିବହନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲାବେଳେ ବର୍ଷା ଛାଡିବା ବେଳକୁ ଖଣି ଅଂଚଳ କୁଆପଥରରେ ସମ୍ପୂର୍ଣ୍ଣ ଆଛାଦିତ…
ଅଧିକ ଖବର ଦେଖନ୍ତୁ...

ପଣସପୁଟ ଗାଁରେ ପାନୀୟ ଜଳ ସଙ୍କଟ

କୋରାପୁଟ: ନଳକୂଅଟି ଭଲ ଥିଲା। ଲୋକେ ହାତରେ ମାରି ଘରକୁ ପାଣି ନେଉଥିଲେ। ବିଶେଷ ସମସ୍ୟା ନ ଥିଲା। କିନ୍ତୁ ସେହି ନଳକୂଅକୁ ସୌରଶକ୍ତି ଚାଳିତ କରାଇବା ପାଇଁ ଉଦ୍ୟମ କରାଯିବା ପରେ ଦେଖା ଦେଇଛି ଜଳ ଯନ୍ତ୍ରଣା। ନଳକୂପରୁ ଆଉ ପାଣି ବାହାରୁ ନ ଥିବାରୁ ଲୋକମାନେ ନାହିଁ ନ ଥିବା ସମସ୍ୟାର…
ଅଧିକ ଖବର ଦେଖନ୍ତୁ...

ବୁର୍ଜା ଗାଁରେ ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ, ରକ୍ତ ନମୂନାରୁ ଜଣାପଡ଼ିଲା ୪୬ ରୁ ୩୯ ଟାଇଫଏଡ, ଜଣେ ଡେଙ୍ଗୁରେ…

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତ ସଦର ମହକୁମାରେ ୧୫ଦିନ ମଧ୍ୟରେ ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ମ୍ୟାଲେରିଆ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛିା ଗାଁର ତିନୋଟି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ବୁର୍ଜା ଗାଁରେ ଜ୍ୱର ଆତଙ୍କ, ୧୫ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗାଁରେ ଗତ ୧୫ ଦିନ ମଧ୍ୟରେ ଶତାଧିକ ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିିା ବର୍ତ୍ତମାନ ମଧ୍ୟ ଗାଁରେ ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ରହିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଜୟପୁର ସବ୍‌-ଜେଲ୍‌ରେ ବିଚାରାଧୀନ କଏଦୀ ମୃତ

ଜୟପୁର: ସୋମବାର ଦିନ ଜୟପୁର ସବ୍‌ ଜେଲ୍‌ର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ମୃତ କଏଦୀ ହେଉଛନ୍ତି ୨୨ ବର୍ଷିୟ ସି. ରାମା ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ଗଞ୍ଜାଇ କାରବାରରେ ଧରାପଡ଼ି ସେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲା। ଗତକାଲି ସେ ବାନ୍ତି କରିବାରୁ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନେଇ ମହିଳା ଫେରାର:୪ଲକ୍ଷରୁ ଊର୍ଧ୍ବ ଟଙ୍କା ଠକେଇ ଅଭିଯୋଗ, ପୁଲିସ ଚୁପ୍

ଜୟପୁର: ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ମହିଳା ଗ୍ରୁପ୍ ନାଁରେ ଋଣ କରାଇ ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୪ଲକ୍ଷ ଟଙ୍କା ନେଇ ମହିଳା ଗ୍ରୁପର ସଭାନେତ୍ରୀ ଫେରାର ହୋଇଯାଇଛନ୍ତି। ଏନେଇ ଜୟପୁର କିଆବନ୍ଧ ସାହିର ବହୁ ମହିଳା ଅଭିଯୋଗ କରିଛନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ବୁଥ୍‌ ରିଗିଂ ଘଟଣା : ଗ୍ରାମବାସୀଙ୍କ ସହ ଥାନା ‌ଘେରିଲେ ତାରା

ଜୟପୁର : ନିର୍ବାଚନ ଶେଷ ହେବାପରେ ବି ଜୟପୁର ନିର୍ବାଚନ ମଣ୍ଡଳୀରେ କମିନି ତାତି। ଜୟପୁର ବ୍ଲକ ମୁଖୁଖୁଡୁପି ବୁଥ ରିଗିଂ ଅଭିଯୋଗକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଗତକାଲି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାପରେ ଆଜି କଂଗ୍ରେସ ପ୍ରାର୍ଥୀ ତାରା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ମନ୍ଦିରକୁ ଯିବା ସକାଶେ ମଧ୍ୟ ରାସ୍ତା ଚାଖଣ୍ଡେ ଛାଡ଼ିଲେ ନାହିଁ, ଭକ୍ତଙ୍କ ମନରେ ଅସନ୍ତୋଷ

ଲକ୍ଷ୍ମୀପୁର (ପରମେଶ୍ୱର ସାହୁ): କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ମହାବିଦ୍ୟାଳୟସ୍ଥିିତ ପାହାଡ ଉପରେ ଦୀର୍ଘ ବର୍ଷ ତଳେ ଏକ ହନୁମାନ ମନ୍ଦିର ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲାା ମହାବିଦ୍ୟାଳୟର କର୍ମଚାରୀ ଓ କିଛି ଗ୍ରାମବାସୀଙ୍କ ଦ୍ୱାରା ପରବର୍ତ୍ତୀ ମୁହୁର୍ତ୍ତରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଜୟପୁର ସଦର ଥାନା ଘେରାଉ

ଜୟପୁର : ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରବିବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାବାହିନୀ ପତି ଏବଂ ତାଙ୍କ ସମର୍ଥକମାନେ ଜୟପୁର ସଦର ଥାନା ଘେରାଉ କରିଛନ୍ତି। ତାରାବାହିନୀ ପତିଙ୍କୁ ଶତାଧିକ ଗ୍ରାମବାସୀ ସମର୍ଥନ ଜଣାଇଛନ୍ତି। ସଦର ଥାନା ଅନ୍ତର୍ଗତ ମୁଖୀକୁଡ଼ପି ଗାଁ ବୁଥରେ ଭୋଟରଙ୍କୁ ଧମକ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ବୁଥ୍ ରିଗିଂ ଅଭିଯୋଗ

ଜୟପୁର : ଜୟପୁର ନିର୍ବାଚନ ମଣ୍ଡଳୀରେ ବୁଥ ରିଂଗି ହୋଇଛି। ଏହାକୁ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ ହିଁ କରାଇଛନ୍ତି। ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ। ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଗୌତମ କହିଛନ୍ତି ଯେ, ଜୟପୁର ବ୍ଲକ ଡଙ୍ଗରଛିଞ୍ଚି…
ଅଧିକ ଖବର ଦେଖନ୍ତୁ...