ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଦର ବୃଦ୍ଧିକୁ ନେଇ ମହିଳା କଂଗ୍ରେସର ପ୍ରତିବାଦ: ରାସ୍ତା ଉପରେ କିଲୋ ୩୦ଟଙ୍କାରେ ବିକିଲେ ପିଆଜ

ଜୟପୁର: ବଜାର ଦର ହୁ ହୁ ହେଇ ବଢ଼ୁଛି। ପନିପରିବା ଦର ବଢ଼ିବା ସାଙ୍ଗକୁ କାର୍ତ୍ତିକ ମାସ ଚାଳିଥିଲେ ହେଁ କିଲୋ ପିଆଜ୍ ୬୦ଟଙ୍କାରେ ବିକ୍ରୀ ହେଉଛି। ଏହାକୁ ପ୍ରତିବାଦ କରି ମହିଳା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ପିଆଜ୍ ବିକ୍ରୀ କରିଥିଲେ। କିଲୋ ପ୍ରତି ୩୦ଟଙ୍କାରେ ଗ୍ରାହକଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ବିନା ଲାଇସେନସରେ ବାଇକ ଚାଳନା, ଯାଞ୍ଚ କେବେ?

ଜୟପୁର: ରାଜ୍ୟ ସରକାର ସଂପ୍ରତି ବିନା ଲାଇସେନସ୍ , ବିନା ହେଲମେଟ୍ ଗାଡି ଚଳାଇବା, ପଂଜୀକୃତ ଗାଡ଼ି ମାଲିକଙ୍କ ବିନା ଅନ୍ୟମାନେ ଗାଡ଼ି ଚଳାଇଲେ ଯାଂଚ ବେଳେ ଧରା ପଡ଼ିଲେ ବଡ଼ ଧରଣର ଜରିମାନା ପକାଇବାକୁ ବି ଘୋଷଣା କରିଛନ୍ତି। ତେବେ ଜୟପୁର ସହରରେ ଥିବା ବିଭିନ୍ନ ଘରୋଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମିକ…
ଅଧିକ ଖବର ଦେଖନ୍ତୁ...

ଏବେ କୋଟିଆ ଉପରେ ନଜର: ଫାଟୁସିନେରିରେ ମେଗା ସ୍ୱାସ୍ଥ୍ୟ ମେଳା

କୋରାପୁଟ/ପଟ୍ଟାଙ୍ଗି: ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ନିଜର କରିବାକୁ ଉଦ୍ୟମରେ ଆନ୍ଧ୍ରକୁ ଶକ୍ତ ଧକ୍କା। ଆଜି କୋଟିଆ ପଞ୍ଚାୟତର ଫାଟୁସିନେରିରେ ମେଗା ସ୍ବାସ୍ଥ୍ୟ ମେଳା କରିଛି ପଟାଙ୍ଗି ବ୍ଲକ ପ୍ରଶାସନ। ଆଦିବାସୀ ଗୀତରେ ଲୋକଙ୍କୁ ସଚେତନ କରିବା ସହ ଜନସଂପର୍କକୁ ସର୍ବାଧିକ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନିଆ ଜୟପୁର ମହୋତ୍ସବ ନେଇ ଉଠିଲା ଦାବି

ଜୟପୁର: କୋରାପୁଟ ଜିଲ୍ଲାର ରାଜ୍ୟସ୍ତରୀୟ ଲୋକମହୋତ୍ସବ ‘ପରବ’ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ କିମ୍ବା ଦୁଇ ଦିନ ପରେ ଦୁଇ ଦିନିଆ ଜୟପୁର ମହୋତ୍ସବ ନାଁରେ ଲୋକସାଂସ୍କୃତିକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଜୟପୁର ସହରରେ କରାଯିବାକୁ ବିଭିନ୍ନ ମହଲରେ ଉଠିଛି ଦାବି। ଗତ ୨ ବର୍ଷ ହେବ…
ଅଧିକ ଖବର ଦେଖନ୍ତୁ...

ହାନାଗୁଡାରେ ସରକାରୀ ଜମି ଜବରଦଖଲ: ଖାଲି କରିବାକୁ ୭ଦିନିଆ ନୋଟିସ ଜାରି କଲା ପୌରପାଳିକା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଅଧୀନ ୱାର୍ଡ ନଂ ୩ ହାନାଗୁଡାରେ ଥିବା ସରକାରୀ ଜମି ଖାତା ନଂ ୧୪୫୮ ଓପ୍ଲଟ ନଂ ୩୪୯ର ପ୍ରାୟ ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ। ଜବରଦଖଲ ‌ହୋଇଥିବା ସରକାରୀ ଜମିରେ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ସହ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଯୁବକଙ୍କୁ କୋରାପୁଟରେ ହତ୍ୟା! ରାସ୍ତାପାର୍ଶ୍ବ ନାଳ ନିକଟରୁ ଶବ ଉଦ୍ଧାର

ରାଉରକେଲା: ଟିମ୍ବରକଲୋନିରୁ ନିଖୋଜ ଯୁବକଙ୍କ ଶବ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସାକିଡି ଛକ ରାସ୍ତାପାର୍ଶ୍ବ ନାଳ ପାଖରୁ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ରାଜା ଘଡାଇ (୨୭)। ଏହି ଘଟଣାରେ ପ୍ଲାଣ୍ଟସାଇଟ୍‌ ଥାନା ମୃତ ରାଜାର ସାଙ୍ଗ କାଳିଆକୁ ଅଟକ ରଖିଛି। ଅନ୍ୟ ଜଣେ ସାଙ୍ଗ…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ସମନ୍ବିତ ସେବା ଶିବିର: ଆୟୋଜନ କଲା ପଟାଙ୍ଗି ବ୍ଲକ ପ୍ରଶାସନ

କୋରାପୁଟ: ବହୁ ଚର୍ଚ୍ଚିତ କୋଟିଆରେ ବୁଧବାର ଦିନ ସମନ୍ବିତ ସେବା ଶିବିରର ଆୟୋଜନ କରାଯାଇଛି। ଏଥିରେ ଶିକ୍ଷା ଓ ସ୍ବାସ୍ଥ୍ୟ ସମତେ ଅନ୍ୟ ବ୍ୟବସ୍ଥା ସଂପର୍କରେ ଲୋକଙ୍କୁ ପରାମର୍ଶ ଓ ସହାୟତା ପ୍ରଦାନ କରାଯାଇଛି। ଏହି ଶିବିର ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଆୟୋଜନ ହୋଇନାହିଁ। ବରଂ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ମାସକୁ ୬ଶହରୁ ଅଧିକ ଲୋକ କିଣୁଛନ୍ତି ଜାଗା

ଜୟପୁର: ସହରାଂଚଳରେ ଘର ଖଣ୍ଡିଏ ତୋଳିବା ସମସ୍ତଙ୍କ ପାଇଁ ସ୍ବପ୍ନ। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରରେ ଘରଡିହ ପ୍ଲଟ ଚାହିଦା ଅଧିକା ଥିବାରୁ ଦାମ ଅମୂଲ ମୂଲ। ଗତ କିଛି ବର୍ଷ ମଧ୍ୟରେ ଜାଗା ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ, ସାଧାରଣ ଲୋକଟିଏ ପକ୍ଷେ ତାହା କିଣିବା ଦୁରୂହ…
ଅଧିକ ଖବର ଦେଖନ୍ତୁ...

ଅନିଶ୍ଚିତତାରେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଅଡିଟୋରିୟମ୍ ନିର୍ମାଣ ପ୍ରସ୍ତାବ: ୩୫ଲକ୍ଷ ରୁସାକୁ ଫେରିଗଲା

ଜୟପୁର: ଚାରି  ବର୍ଷ ତଳେ ରୁସା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ)ରେ ୭୦ଲକ୍ଷ ବ୍ୟୟ କରି ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଅଡିଟୋରିୟମ୍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ରୁସା ପ୍ରଥମ କିସ୍ତି ଭାବେ ୩୫ଲକ୍ଷ ରାସ୍ତା ଓ କୋଠାବାଡ଼ି ଜୟପୁର ବିଭାଜନକୁ ଦେଇଥିଲା। ତେବେ ଚାରି…
ଅଧିକ ଖବର ଦେଖନ୍ତୁ...

କାଗଜବିହୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଫାଷ୍ଟଟ୍ରାକ କୋର୍ଟର ଲୋକାର୍ପଣ

ଜୟପୁର: ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଜିଲ୍ଲା କୋର୍ଟ ପରିସରରେ କାଗଜବିହୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପାଷ୍ଟଟ୍ରାକ କୋର୍ଟର ଲୋକାର୍ପଣ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ମିଶ୍ର ଯୋଗ ଦେଇ ଏହାକୁ ଲୋକାର୍ପଣ…
ଅଧିକ ଖବର ଦେଖନ୍ତୁ...