ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

କୋଟିଆରେ ମୁଖ୍ୟ ଶାସନସଚିବ, ଆନ୍ଧ୍ର ସୀମାନ୍ତ ୫ ବୁଥ୍‌ର କଲେ ସମୀକ୍ଷା

କୋରାପୁଟ/ପଟାଙ୍ଗି: ସାଧାରଣ ନିର୍ବାଚନକୁ ଦୃ‌ଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଦିନିକିଆ କୋରାପୁଟ ଗସ୍ତ କରିଥିଲେ। ସେ ପଟାଙ୍ଗୀ ବ୍ଲକ୍‌ର ବିବାଦୀୟ ଗ୍ରାମପୁଞ୍ଜ କୋଟିଆ ପଞ୍ଚାୟତ ଗସ୍ତ କରି ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ଗୁରୁତ୍ବ ଦେଇଛନ୍ତି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ସମନ୍ବୀତ କ୍ରୀଡ଼ା ପରିସରରେ ଏପ୍ରି ୧୦ରୁ ହେବ ସମର କୋଚିଂ କ୍ୟାମ୍ପ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଠାରେ ବହୁ ପ୍ରତିକ୍ଷୀତ ରାଜ୍ୟ ସରକାରଙ୍କ  କ୍ରୀଡ଼ା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ ଠାରେ ଥିବା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସକୁ  ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଠାରୁ ଅନଲାଇନ ମାଧ୍ୟମରେ ଭର୍ଚୁଆଲରେ  ଗତ ପେବ୍ରୁଆରି ୨୭ତାରିଖ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଛାତ୍ରଛାତ୍ରୀ

କୋରାପୁଟ: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଖ୍ୟାତିସମ୍ପନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ନୂଆଦିଲ୍ଲୀ ୨୦୨୪ ଏପ୍ରିଲ ୬ରୁ ୧୧ ମଧ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ…
ଅଧିକ ଖବର ଦେଖନ୍ତୁ...

ଶୁଖିଲା ପଡ଼ିଛି ପ୍ରମୁଖ ଜଳାଶୟ: ପାଣି ପାଇଁ ମନୁଷ୍ୟ ସମେତ ପଶୁପକ୍ଷୀ ହନ୍ତସନ୍ତ 

ଜୟପୁର: ରାଜରାଜୁଡ଼ା ସମୟରରେ ଜୟପୁର ସହରରେ ଦୁଇଟି ବୃହତ ଜଳାଶୟ ଜଗନ୍ନାଥ ସାଗର ଓ ନୀଳକଣ୍ଠ ସାଗର ଖୋଳା ଯାଇଥିଲା। ଏହି ଦୁଇଟି ଜଳାଶୟର ପାଣି ବର୍ଷ ତମାମ ରହିବା ସହ ସହରର ଜଳସ୍ତର ଏଥି ଯୋଗୁଁ ବଜାୟ ରହୁଥିଲା। ତା ସାଙ୍ଗକୁ ପାଗ ବି ଗରମ ରହୁନଥିଲା। ତେବେ ଉଭୟ ଜଗନ୍ନାଥ ସାଗର ଓ ନୀଳକଣ୍ଠ…
ଅଧିକ ଖବର ଦେଖନ୍ତୁ...

ପାତାଳୀ ନଦୀ ବାଲି ପଟାଲି ବିବାଦ: କ୍ଷେତ୍ର ପରିଦର୍ଶନ କଲେ ଟିମ୍‌

କୋରାପୁଟ: ନନ୍ଦପୁର ବ୍ଲକ ପନ୍ଥାଲୁଙ୍ଗ ପଞ୍ଚାୟତକୁ ଲାଗି ଆନ୍ଧ୍ର ସୀମାନ୍ତ ସୁଡୁବ ଠାରୁ ସୋଭାପୁଟ ଦେଇ ଯାଇଥିବା ପାତାଳୀ ନଦୀ ବାଲି ପଟାଲିକୁ ନେଇ ଉପୁଜି ଥିବା ବିବାଦ  କେନ୍ଦ୍ର କରି ଆଜି ଜାତୀୟ ଗ୍ରୀନ୍ ଟ୍ରିବୁନାଲ ଟିମ୍ ଏକ ସର୍ଭେ କରିଥିଲା। ସୂଚନା ଥାଉକି ଉକ୍ତ ଅଞ୍ଚଳଟି ଆନ୍ଧ୍ର…
ଅଧିକ ଖବର ଦେଖନ୍ତୁ...

ଜୈବ ବିବିଧତାରେ ଉଲ୍ଲେଖନୀୟ ଗବେଷଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ…

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ପିଏଚ୍ଡି ସ୍କଲାର ଶ୍ରୀମତୀ ଅୟୁସ୍ମିତା ନାୟକଙ୍କୁ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ୨୦୨୪ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରସ୍ଥିତ ଏସ୍ଓଏ ଅଡିଟୋରିୟମରେ ସମ୍ବର୍ଦ୍ଧିତ…
ଅଧିକ ଖବର ଦେଖନ୍ତୁ...

ମାସେ ପୂର୍ବରୁ ଉଦ୍‌ଘାଟନ ହୋଇଥିଲା ଜିଲ୍ଲା ବିଜ୍ଞାନ କେନ୍ଦ୍ର, ହୋଇନି ଟେକ୍ନିସିଆନ୍ ଓ ଅନ୍ୟ କର୍ମଚାରୀଙ୍କ…

ଜୟପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଫେବ୍ରୁଆରି ୨୭ ତାରିଖରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ତେବେ ଇତି ମଧ୍ୟରେ ଏକ ମାସ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନି। ସମ୍ମୁଖ ଗେଟରେ ଝୁଲୁଛି ତାଲା ।  ଜିଲ୍ଲା ବିଜ୍ଞାନ କେନ୍ଦ୍ର ପରିଚାଳନା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଉପଭୋକ୍ତା ଠକାମିର ଶିକାର ଅଭିଯୋଗ

ଜୟପୁର: ଜୟପୁର ବ୍ଲକର ଟାଙ୍କୁଆ ପଂଚାୟତର କୁସୁମପୁଟ ଗାଁର ଜମ୍ବୁବତୀ ବିଷୋଇଙ୍କୁ ବିଦ୍ୟୁତ ବିଲ୍ ଦେଉଥିବା କିଛି ଯୁବକ ୮ହଜାର ୮୮୦ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ବାସୁ ବିଷୋଇ। ସରକାରଙ୍କ ପକ୍ଷରୁ ବିଦ୍ୟୁତୀକରଣ ଯୋଜନାରେ ବାସୁଙ୍କ ସ୍ତ୍ରୀ ଜମ୍ବୁବତୀଙ୍କ ନାଁରେ…
ଅଧିକ ଖବର ଦେଖନ୍ତୁ...

ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା: କାଗଜକଳରେ ଉତ୍ପାଦନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ପ୍ରଦୂଷଣ ନିୟନ୍ତ୍ରଣ…

ଜୟପୁର: ଗାଗାନାପୁରସ୍ଥିତ କାଗଜକଳ କେତେବେଳେ କଂଚାମାଲ କାଠ ଅଭାବରୁ ତ ଆଉ କେତେବେଳେ ଯନ୍ତ୍ରାଂଶ, ବୈଦ୍ୟୁତିକ ଯନ୍ତ୍ରାଂଶ ମରାମତି ନାଁରେ ବନ୍ଦ ରହୁଛି। ତେବେ ଗତ କାଲି ଠାରୁ  ପରିବେଶ ପ୍ରଦୁଷଣ ବୋର୍ଡର ରହିଥିବା ନିୟମ ଉଲଂଘନ କରିବା କାଗଜକଳ ପାଇଁ ମହଙ୍ଗା ପଡ଼ିଛି। ନୂଆ ନିୟମ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ୫ଗାଁର ଗ୍ରାମବାସୀଙ୍କର ପ୍ରଶାସନକୁ ପ୍ରଶ୍ନ : ଆମ ମୌଳିକ ଅଧିକାର କେବେ ମିଳିବ?

ଜୟପୁର: ଦେଶ ସ୍ୱାଧିନତାର ଆଉ କେତେ ବର୍ଷ ପରେ ଆମେ ଆମ ମୌଳିକ ସାମ୍ବିଧାନିକ ଅଧିକାର ପାଇବୁ ବୋଲି ଜୟପୁର ବ୍ଲକର ବାରିଣୀପୁଟର ଲାଟିଗୁଡା, ଛଡ଼ାପଦର, ବଢ଼ିଗୁଡା,ଡେକିଆଗୁଡା ଓ ଡାଙ୍ଗରାବେଢ଼ା ୫ଟି ଦୁର୍ଗମ ଗାଁର ଗ୍ରାମବାସୀ ବ୍ଲକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଏହି ୫ଟି ଗାଁର…
ଅଧିକ ଖବର ଦେଖନ୍ତୁ...