ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

‌ଫୋନ ଇନ ପ୍ଲିଜ: ମଣିପୁର ହିଂସା ରୋକିପାରୁନି କେନ୍ଦ୍ର

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ

କୋରାପୁଟ : କୋରାପୁଟ ଜିଲ୍ଲାକୁ ପୁଣି ଫେରିଲା ମାରାତ୍ମକ ଡେଙ୍ଗୁ। ଗତକାଲି ଦୁଇ ଜଣ ଏବଂ ଆଜି ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ କୋରାପୁଟ ମିଶନ କମ୍ପାଉଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି। ୨୪ଘଣ୍ଟା ମଧ୍ୟରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ଡେଙ୍ଗୁ ବ୍ୟାପିବାର…
ଅଧିକ ଖବର ଦେଖନ୍ତୁ...

ଭାରତ ସ୍ବାଧୀନତା ସଂଗ୍ରାମର ଅଜଣା ବୀରଙ୍କ ତାଲିକାରେ ସାମିଲ ହେଲେ ଜୟପୁରର ଗଦାଧର ମହାପାତ୍ର

ଜୟପୁର: ଆଜାଦୀ କି ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଭାରତ ସ୍ବାଧୀନତା ସଂଗ୍ରାମର ଅଜଣା ବୀରଙ୍କୁ ନେଇ Unsung Heroes of India’s freedom struggle ସାଇଟ୍ ପ୍ରସ୍ତୁତ କରିଛନ୍ତି। ଲୋକଲୋଚନର ଦୃଷ୍ଟି ଆଡ଼ୁଆଳରେ ରହିଯାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ଏଥିରେ…
ଅଧିକ ଖବର ଦେଖନ୍ତୁ...

ମେଟାପାଡ଼ୁ ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା, ପହଞ୍ଚିଲା ଡାକ୍ତରୀ ଟିମ୍‌

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ତଳଗଲୁରୁ ପଞ୍ଚାୟତ ଅନ୍ତର୍ଗତ ମେଟାପାଡ଼ୁ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତକାଲି ସୁଦ୍ଧା ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଜି ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ତୁସୁବା ପଞ୍ଚାୟତର କଞ୍ଚଣା ଗ୍ରାମରେ ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଯିବାରୁ ଅକାଳରେ ଦୁଇ ନାବାଳକ ପ୍ରାଣ ହରାଇଛନ୍ତି। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ପରିବାର ଲୋକ ସ୍ତବ୍ଧ ହୋଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ତାରରେ ସାପ: ଦେଢ଼ଘଣ୍ଟା ଟ୍ରେନ୍‌ ଚଳାଚଳ ଠପ୍‌

କୋରାପୁଟ : ବିଶାଖାପାଟଣା-କିରଣ୍ଡୁଲ ‌ଟ୍ରେନ୍‌ ଲାଇନ୍‌ରେ ଦେଢ଼ ଘଣ୍ଟା ଧରି ‌ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ବିଦ୍ୟୁତ୍‌ ତାରରେ ଗୁଡ଼ାଇ ହୋଇ ରହିଥିବା ଏକ ସାପ ସଂସ୍ପର୍ଶରେ ବିଶାଖପାଟଣା-କିରଣ୍ଡୁଲ ପାସେ‌ଞ୍ଜର ଟ୍ରେନ୍‌ (ନମ୍ବର ୫୮୫୦୧)ର ଫେଣ୍ଟୋଗ୍ରାଫ୍‌…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଛତୁ ଖାଇ ୯ ଗୁରୁତର, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ବୈପାରିଗୁଡା: ବିଷାକ୍ତ ଛତୁ ଖାଇ ୯ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ପେନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ମୁର୍କିଗୁଡା ଗ୍ରାମର ଭଗବତୀ ପେନ୍ଦାପାଡିଆଙ୍କ ଘରେ ଏକ ସାମାଜିକ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ପରିବା ଦରରେ ଲାଗିଛି ନିଆଁ; ଚାଉଳ କିଲୋ ୧ ଟଙ୍କା, ଟମାଟୋ ୧୨୦

ଜୟପୁର: ପନିପରିବା ଦରରେ ଏବେ ଲାଗିଛି ନିଆଁ। ରାଜ୍ୟ ସରକାର ବିଭିନ୍ନ ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ଯୋଗାଉଛନ୍ତି। ମାତ୍ର ଏବେ ଚିନ୍ତା ବଢ଼ାଇଛି ପରିବା ଦର। ଘରେ ଚାଉଳ ଥିଲେ ବି ସୁଷମ ଖାଦ୍ୟ ଏବେ ଅପହଞ୍ଚ। କାରଣ ତରକାରୀ ପାଇଁ ପରିବା କିଣି ପାରୁନାହାନ୍ତି ନିମ୍ନମଧ୍ୟବିତ୍ତ ଓଗରିବ…
ଅଧିକ ଖବର ଦେଖନ୍ତୁ...

କଙ୍ଗୋ ସ୍ଵାଧୀନତା ଦିବସରେ ଓଡ଼ିଶୀ ପରିବେଷଣ କଲେ ଜୟପୁରର ଝିଅ ଚନ୍ଦନା

ଜୟପୁର: ନୂଆଦିଲ୍ଲୀ ୪୮ ନମ୍ୱର ଜାତୀୟ ରାଜପଥ ଉମରାଓ ହୋଟେଲରେ ଡି. ଆର କଙ୍ଗୋ ଦେଶର ୬୩ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି। ଏହି ସମାରୋହରେ କୋରାପୁଟ ଜିଲ୍ଲା ଜୟପୁରର ଝିଅ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ। ଡଃ.ରାଉଳ ମା’ ଦୂର୍ଗାଙ୍କ ଉପରେ ଆଧାରିତ ଓଡ଼ିଶୀ…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ବୃଦ୍ଧାଙ୍କ ବେକର ସୁନା ଅଳଙ୍କାର ଝାମ୍ପିଲା, ଚମ୍ପଟ ମାରିବା ବେଳେ ଧରା ପଡ଼ିଲା ଦୁର୍ବୃତ୍ତ

ଜୟପୁର: ମଦ ପିଇବା ପାଇଁ ଭୁପୁତ୍ତିସାହି ଅଞ୍ଚଳର ବୃଦ୍ଧା ଏ. ରାମୁ ପଟ୍ଟନାୟକଙ୍କ ବେକରୁ ସୁନା ଚେନ୍ ଓ ମଙ୍ଗଳ ସୁତ୍ର ଝାମ୍ପି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତ ଜଣକ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି। ଧରା ପଡ଼ିଥିବା ଦୃବୃତ୍ତଙ୍କୁ ଭୁପତ୍ତିସାହି ଲୋକେ ଜୟପୁର ଟାଉନ…
ଅଧିକ ଖବର ଦେଖନ୍ତୁ...