ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଆନ୍ଧ୍ରକୁ ଚାଲିଯିବ ରାଇପାହାଡ଼ ଗାଁ; ଚାହିଁଛି ଓଡ଼ିଶା, ପାହାଡ଼ ଡେଇଁ ସେବା ଅଜାଡ଼ି ଦେଉଛି ଆନ୍ଧ୍ର

କୋରାପୁଟ/ନନ୍ଦପୁର, (ଶ୍ରୀକାନ୍ତ ସାହୁ / ସୁରଜିତ୍ ବିଶ୍ବାଳ): ଗାଁ ଓଡ଼ିଶାର। ସେବା କିନ୍ତୁ ଯୋଗାଉଛି ଆନ୍ଧ୍ର। ଦୁଇ ପାହାଡ଼ ଡେଇଁ ଆନ୍ଧ୍ର ଅଧିକାରୀ ଗାଁରେ ପହଞ୍ଚୁଛନ୍ତି। ଓଡ଼ିଶା ସ୍କୁଲ୍ ବଦଳରେ ଆନ୍ଧ୍ରରେ ପିଲା ପଢ଼ିବା ଏବଂ ସମସ୍ତ ଯୋଜନାରେ ହିତାଧିକାରୀ ସାମିଲ୍ ହେବା ରାଇପାହାଡ଼ ଗାଁ…
ଅଧିକ ଖବର ଦେଖନ୍ତୁ...

ଶତାଧିକ ଲେମନ୍ ଗ୍ରାସ୍ ପ୍ଲାଣ୍ଟରେ ତାଲା

ନାରାୟଣପାଟଣା : ହଠାତ୍ କମିଗଲା ଚାହିଦା। କମିଗଲା ବଜାର ଦର। ଦୁଇ ମାସ ମଧ୍ୟରେ ଲିଟର ପିଛା ଦର ୧୬୦୦ ଟଙ୍କାରୁ ୭୦୦ କୁ ଖସିଆସିବା ପରେ ଚିନ୍ତାରେ ପଡ଼ିଛନ୍ତି ଲେମନ୍ ଗ୍ରାସ୍ ଚାଷୀ। ଲାଭ ତ ଦୂରର କଥା ଶ୍ରମିକଙ୍କ ମଜୁରି ଓ ପ୍ଲାଣ୍ଟ୍ ପରିଚାଳନା ଖର୍ଚ୍ଚ ବି ଉଠୁନି। ବଜାର ଦରରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଭକ୍ତି ଆଗରେ ହାର ମାନିଲା ବୟସ: ସାଇକେଲରେ ଦୁଇ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବାହାରିଲେ ବୃଦ୍ଧ ଘାସିରାମ

ଜୟପୁର: ସାଇକେଲରେ ଜୟପୁରରୁ ଦୁଇଟି ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବାହାରିଛନ୍ତି ୬୦ ବର୍ଷୀୟ ବୃଦ୍ଧ ଘାସିରାମ ପଣ୍ଡା। ଗତ ୩ତାରିଖ ଦିନ ସେ ଜୟପୁରରୁ ବାହାରିଛନ୍ତି। ସ୍ବାମୀ ଆୟାପ୍ପା ବ୍ରତ ଧରିବା ସହ ଘାସିରାମ ଖାଲି ପାଦରେ ନିଜର ସାଧାରଣ ସାଇକେଲରେ ଚଳାଇ ବାହାରିଛନ୍ତି। ପ୍ରଥମେ ସେ…
ଅଧିକ ଖବର ଦେଖନ୍ତୁ...

ଆବେଦନର ଦୁଇ ବର୍ଷ ପରେ ବି ବୃଦ୍ଧା ତୁଳସାଙ୍କୁ ମିଳିନି ପକ୍କାଘର

ଜୟପୁର: କାଳବୈଶାଖୀରେ ଗତ ଦୁଇ ବର୍ଷ ତଳେ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଂଚାୟତର ମୂଲାସର ଗାଁର ୬୩ବର୍ଷ ବୟସ୍କ ବୃଦ୍ଧା ତୁଳସା ହରିଜନଙ୍କ ଘର ଭାଙ୍ଗି ଯାଇଥିଲା। ଝାଟିମାଟି ଚାଳଛପର ଘରେ ସେ ରହୁଥିଲେ। କାଳବୈଶାଖୀରେ ଛପର ସବୁ ଉଡ଼ିଯିବା ପରେ ପ୍ରଶାସନ ପକ୍ଷରୁ ପଲିଥିନ୍ ଖଣ୍ଡେ ଦିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ସାଗରକୁ ବଂଚାଇବା ପାଇଁ ପହଞ୍ଚିଲେ ଲେକ୍ ମ୍ୟାନ ଅଫ ଇଣ୍ଡିଆ ଆନନ୍ଦ

ଜୟପୁର: ଜଗନ୍ନାଥ ସାଗରକୁ ବଂଚାଇବାକୁ ଜୟପୁର ପହଞ୍ଚିଛନ୍ତି ବେଙ୍ଗାଲୁରୁର ଲେକ୍ ମ୍ୟାନ୍ ଅଫ ଇଣ୍ଡିଆ ଆନନ୍ଦ ମାଲ୍ଲୀଗାଭାଡ଼। ନିଜ ବୈଷୟିକ ଟିମକୁ ନେଇ ଜଗନ୍ନାଥ ସାଗରର କରିଛନ୍ତି ତନ୍ନତନ୍ନ ତଦାରଖ। ଡ୍ରୋନ କ୍ୟାମେରା ଲଗାଇ କରାଇଛନ୍ତି ସର୍ଭେ। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

୬ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଜି ୬ଟି ଜିଲ୍ଲା ପାଇଁ ବିଜେଡିର ନୂତନ ସଭାପତିଙ୍କ ନାମ ବିଜେଡି ସୁପ୍ରିମୋ ନିଯୁକ୍ତ କରିଛନ୍ତି | ଢେ଼ଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ଼.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ,…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ତୋଷାରପାତ ମାମଲା: ପୂର୍ବତନ କୋରାପୁଟ ସିଡିଏମ୍ଓଙ୍କୁ ୨ବର୍ଷ କାରାଦଣ୍ଡ

ଜୟପୁର : ସରକାରୀ ଅର୍ଥ ତୋଷାରପାତ ମାମଲାରେ ତତ୍କାଳୀନ କୋରାପୁଟ ସିଡିଏମ୍ଓ ଡାକ୍ତର କେ. ହରିବନ୍ଧୁ ରେଡ୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା ଏହି ମାମଲାର ଶୁଣାଣି କରି ଆଜି ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ଭସାଇ ନେଲା ଅସ୍ଥାୟୀ ପୋଲ, ଚାରିଟି ଗ୍ରାମର ଗ୍ରାମବାସୀ ହନ୍ତସନ୍ତ

ଦଶମନ୍ତପୁର/କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତ ଅଧିନରେ ରହିଥିବା ଅସ୍ଥାୟୀ ପୋଲ ଭାସିଯାଇଥିବା ଯୋଗୁଁ ଚାରିଟି ଗ୍ରାମର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଡାକ କର୍ମଚାରୀଙ୍କ ମୃତଦେହ କୋଲାବ ଜଳଭଣ୍ଡାରରୁ ଉଦ୍ଧାର, ପୂର୍ବରୁ ପୋଲ ଉପରୁ ମିଳିଥିଲା ସ୍କୁଟି

ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଗାନ୍ଧୀନଗର ନିବାସୀ ପି. ସନ୍ତୋଷ କୁମାରଙ୍କ ମୃତଦେହ ଗୁରୁବାର ସକାଳୁ କୋଲାବ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି। ଆଜି ସକାଳୁ ମତ୍ସ୍ୟଜୀବୀମାନେ ପି ସନ୍ତୋଷଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିଥିଲେ। ସେମାନେ ଅଗ୍ନିଶମ କାର୍ଯ୍ୟାଳୟକୁ ଏନେଇ ସଚୂନା…
ଅଧିକ ଖବର ଦେଖନ୍ତୁ...

ଡାକ କର୍ମଚାରୀ ନିଖୋଜ, କୋଲାବ ପୋଲ ଉପରୁ ସ୍କୁଟି ଉଦ୍ଧାର 

ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡ଼ାସ୍ଥିତ କୋଲାବ ପୋଲ ଉପରୁ ବୁଧବାର ସନ୍ଧ୍ୟାରେ ପୁଲିସ ଏକ ସ୍କୁଟି ଉଦ୍ଧାର କରିଛି। ଉକ୍ତ ସ୍କୁଟି ସେମିଳିଗୁଡ଼ା ଡାକଘରେ କାର୍ଯ୍ୟରତ ପି. ସନ୍ତୋଷ କୁମାରଙ୍କ ବୋଲି ପ୍ରାଥମିକ ତଦନ୍ତ ପରେ ପୁଲିସ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...