ସୁନ୍ଦରଗଡ଼: ଗଛ ତଳେ ଖେଳୁଥିବା ବେଳେ ବଜ୍ରପାତ, ଜଣେ ମୃତ

0

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଶନିବାର ଦୁଃଖଦ ଘଟଣା ଘଟିଛି। ଗଛ ତଳେ ଖେଳୁଥିବା ବେଳେ ବଜ୍ରାଘାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୌସୁମ ନାଏକ (୮ବର୍ଷ)। ଏହି ଘଟଣାରେ ନିଳିମା ନାଏକ, ଶୁଭମ କିଷାନ ଓ ଯଶୋଦା ପ୍ରଧାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.