କଳାହାଣ୍ଡି: ବଜ୍ରପାତରେ ୨ ମହିଳା ମୃତ

0

ଧର୍ମଗଡ଼: ଗାଁ ପୋଖରୀ ନିକଟରେ ଥିବା ପରିବା ବାଡ଼ିରୁ ଶାଗ ତୋଳିବାକୁ ଯାଇଥିବା ୨ ଜଣ ମହିଳା ଗୁରୁବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକର ବେହେରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ମହିଳା ଦ୍ୱୟ ହେଲେ ଜୟମନି ଗୋପାଳ (୩୫) ଓ ଭୂମିସୂତା ଗୋପାଳ (୪୦)। ଉଭୟ ମହିଳା ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଶାଗ ତୋଳିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.