ବିଲରେ ଚାଷ କରୁଥିଲେ, ବଜ୍ରପାତ ନେଲା ୨ ଜଣଙ୍କ ଜୀବନ

ଅନୁଗୁଳ: ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବେନ୍ତପୁର ଗାଁରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗିରୀଶ ବେହେରା ଓ ପ୍ରତାପ ନାଏକ।

ସମ୍ବନ୍ଧିତ ଖବର