୧୭ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

0 38

ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସ ଏବଂ ପଡିଆ ପୁଲିସ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ୧୭କୁଇଣ୍ଟାଲରୁ ଊର୍ଧ୍ୱ ଗଞ୍ଜେଇ ଜବତ କରି ଉଭୟ ସ୍ଥାନରୁ ମୋଟ ୫ଜଣଙ୍କୁ ଗିରଫ କରାଯାଇଛି। ତେବେ ଗୋଟିଏ ଗାଡିର ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବିଦେଶୀ ବେହେରା(୪୨), ରଂଜିତ ସାହୁ(୨୫), ମହାରାଷ୍ଟ୍ର ରାଜ୍ୟ ଅମରାବତି ଜିଲ୍ଲାର ସାକିର ଅହମ୍ମଦ(୨୫), ତୋସିଫ ଖାନ(୨୧) ଏବଂ ମହମ୍ମଦ ମହସିନ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

20 − 6 =