କୁଖ୍ୟାତ ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସ ଗିରଫ

ମାଲକାନଗିରି: ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସ ମଙ୍ଗଳବାର ହାଇଦ୍ରାବାଦରୁ ଗିରଫ ହୋଇଛି। ଗୁୁଜୁରାଟ ଏଟିଏସ୍‌ ଦ୍ୱାରା ଶ୍ରୀରାମୁଲୁ ଗିରଫ ହୋଇଛି। ସୁରଟ ଅଞ୍ଚଳରେ ମାଓ ଗତିବିଧି ଅଭିଯୋଗରେ ସେ ଗିରଫ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣବେଳେ ଜେଲରୁ ମୁକୁଳିଥିଲା।

ସମ୍ବନ୍ଧିତ ଖବର