ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ମାଲକାନଗିରି ଡିଏଚଏଚକୁ ମିଳିଲା ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ

ମାଲକାନଗିରି: ଭାରତ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର (ଏନକ୍ୟୁଏଏସ) ମିଳିଛି। ଦେଶରେ ବିଭିନ୍ନ ଚିକିତ୍ସାଳୟର ଗୁଣବତ୍ତା ସର୍ଭେ ହୋଇଥିବା ବେଳେ ଓଡିଶା ରାଜ୍ୟରୁ ୨୦୨୪…
ଅଧିକ ଖବର ଦେଖନ୍ତୁ...

୫ ଲକ୍ଷ ପୁରସ୍କାର ଘୋଷିତ ୩ ମାଓବାଦୀ କଲେ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲ୍ଲାରେ ଆଜି ୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ସମେତ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୫ ଲକ୍ଷ ପୁରସ୍କାର ଘୋଷିତ ମାଓ କମାଣ୍ଡାର ଗଙ୍ଗା ମୁଚାକି, ମାଓବାଦୀ ମୁଚାକି ମୁଡା ଓ ଆୟତା କୁହଡାମ ଅଟନ୍ତି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପାଇଁ ସଜାଗ ପୁଲିସ: ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାରେ ନାକା, ଯାଞ୍ଚ କଡାକଡି

ମାଲକାନଗିରି: ୨୦୨୪ ମସିହାରେ ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ରହିଥିବା ବେଳେ ମାଲକାନଗିରି ପୁଲିସ ସଜାଗ ହୋଇ ରହିଛି। ଜିଲ୍ଲାର ତିନି ପାର୍ଶ୍ବରେ ୩ଟି ରାଜ୍ୟ ରହିଥିବା ବେଳେ ସୀମାନ୍ତରେ ଯାଞ୍ଚକୁ କଡାକଡି କରିଛନ୍ତି। ୨୪ ଘଣ୍ଟିଆ ଗାଡିକୁ ଯାଞ୍ଚ କରିବା ପାଇଁ ଫୋର୍ସ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଆସିଛନ୍ତି ୫୫ ପ୍ରଜାତିର ବିଦେଶାଗତ ପକ୍ଷୀ 

ମାଲକାନଗିରି: ମାଲକାନଗିରି ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଶେଷ ହୋଇଛି। ଚଳିତବର୍ଷ ମାଲକାନଗିରି ବନଖଣ୍ଡର ୧୦ ଗୋଟି ସ୍ଥାନରେ ୧୦ଟି ଟିମକୁ ନେଇ ପକ୍ଷୀ ଗଣନା କରଯାଇଥିଲା। ପକ୍ଷୀଗଣନାରୁ ମୋଟ ୫୫ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥିବାର ଜଣାପଡିଛି। ଆକଳନରେ ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟିମ ମ୍ୟାନେଜର ସତବୀର ସିଂଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି: ଦକ୍ଷିଣ ଆଫ୍ରିକାରେ ହୋଇଥିବା କ୍ରିକେଟ ମ୍ୟାଚରେ ଭାରତୀୟ ଟିମର ମ୍ୟାନେଜର ଭାବେ ଦାଇତ୍ଵ ପାଇଥିବା ମାଲକାନଗିରି ସହରର ସତବିର ସିଂ ରିୟାର (ପପୁ ସିଂ)ଙ୍କୁ ଆଜି ମାଲକାନଗିରି ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ମୋଟୁରେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

ମାଲକାନଗିରି: ‘ସମ୍ବାଦ’ ଆମ ଓଡିଶା, ମାଥିଲି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଓ ମାଥିଲି ଥାନାର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଥିଲି ଆଇଟିଆଇର ଅଧ୍ୟକ୍ଷ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି…
ଅଧିକ ଖବର ଦେଖନ୍ତୁ...

ମାଓ ଡମ୍ପରୁ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ 

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନମାନେ ସର୍ଚ୍ଚ ଅପରେସନରେ ମାଓ ଡମ୍ପ ଠାବ କରିଛନ୍ତି। ସେଠାରୁ ବନ୍ଧୁକ ସହିତ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲାର ଭେଜି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଯବାନମାନେ…
ଅଧିକ ଖବର ଦେଖନ୍ତୁ...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ: ନାଆଁରେ ଥିଲା ଏକ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି: ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି। କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ମାଲକାନଗିରି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ଆକାଶମାର୍ଗରେ ଯୋଡ଼ିହେଲା ମାଲକାନଗିରି: ସପ୍ତଧାରା ପ୍ରକଳ୍ପ ପାଇଁ ୪୫୦୦ କୋଟି ଟଙ୍କା

ମାଲକାନଗିରି: ରୂପାନ୍ତର ଯାତ୍ରାରେ ଆଉ ପଦେ ଆଗେଇଛି ମାଲକାନଗିରି। ଆକାଶମାର୍ଗରେ ଯୋଡ଼ିହୋଇ ଇତିହାସ ରଚିଛି। ସ୍ବାଭିମାନ ଅଞ୍ଚଳରୁ ସମୃଦ୍ଧିର ଉଡ଼ାଣ ଭରି ଗମନାଗମନ କ୍ଷେତ୍ରକୁ ପ୍ରଶସ୍ତ କରିଛି। ମାଲକାନଗିରି ଏୟାରପୋର୍ଟ ଉଦ୍‌ଘାଟନ କରି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ ଗୁରୁତର

ଚିତ୍ରକୋଣ୍ଡା: ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ବାରା ପରିଚାଳିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...