ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ: ମାଓ ସଂଗଠନ

ମାଲକାନଗିରି: ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବତନ୍ତ୍ର ମାଓ ଡିଭିଜନ ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତିରେ ଆଗାମୀ ନିର୍ବାଚନକୁ ବିରୋଧ କରିବା ସହ ଭୋଟ ବର୍ଜନ କରିବାକୁ ସଂଗଠନ ଆହ୍ବାନ ଦେଇଛି। ସଂଗଠନର ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଆରଏସଏସ ଓ ବିଜେପିର ବିପଦରୁ ଦେଶ ଓ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ବିଧାନସଭା: ମୁହାଁମୁହିଁ ହେବେ ପୁରୁଣା ମୁହଁ

ମାଲକାନଗିରି: ବିଜେଡି-ବିଜେପି ମେଣ୍ଟକୁ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ଗୋଟିଏ ପକ୍ଷ ମେଣ୍ଟ ସପକ୍ଷରେ ମତ ଦେଉଥିବା ବେଳେ ଅନ୍ୟପକ୍ଷର ମତ ଅଲଗା। ଏପରିସ୍ଥଳେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମାଲକାନଗିରି ଚିତ୍ରକୁ ନିରେଖି ଦେଖିବା ପରେ ଭିନ୍ନ ଏକ ମତ ରଖୁଛନ୍ତି। ସେମାନଙ୍କ ଆକଳନ ହେଉଛି-…
ଅଧିକ ଖବର ଦେଖନ୍ତୁ...

ନୃସିଂହ ମହାନ୍ତିଙ୍କୁ କୋ-ଅପରେଟିଭ ବ୍ୟାଙ୍କରେ ସଦସ୍ୟ ନିଯୁକ୍ତି କଲେ ସରକାର

ମାଲକାନଗିରି: ରାଜ୍ୟ ସରକାରଙ୍କ କୋ-ଅପରେସନ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ କୋ-ଅପରେଟିଭ ବ୍ୟାଙ୍କଗୁଡିକରେ ଦୁଇ ଜଣ ଲେଖାଏଁ ସଦସ୍ୟ ନିଯୁକ୍ତି କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ କୋ-ଅପରେଟିଭ ବ୍ୟାଙ୍କର ସଦସ୍ୟ ରୂପେ ମାଲକାନଗିରି ଜିଲ୍ଲାର ବରିଷ୍ଠ ଓକିଲ ତଥା ପୂର୍ବତନ ବାର…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ସମ୍ବାଦ ସାହିତ୍ୟଘର ପକ୍ଷରୁ ବୁଧବାର ଚାଲାଣଗୁଡାସ୍ଥିତ ଆଶ୍ରମ ବିଦ୍ୟାଳୟରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ ନନ୍ଦ ଯୋଗଦାନ କରି ପଖାଳ ଦିବସର ମହତ୍ବ ସଂପର୍କରେ ବିସ୍ତୃତ…
ଅଧିକ ଖବର ଦେଖନ୍ତୁ...

କୋହଲା ପାଗକୁ ଅଦିନିଆ ବର୍ଷା, ଚିନ୍ତାରେ ବାଦାମ ଚାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ହେଲା କୋହଲା ପାଗ ସାଂଗକୁ ରହି ରହି ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି। ସବୁଠାରୁ ଚିନ୍ତାରେ ପଡିଛନ୍ତି ବାଦାମ ଚାଷୀ। ପନିପରିବା ଚାଷୀ ମଧ୍ୟ କ୍ଷତି…
ଅଧିକ ଖବର ଦେଖନ୍ତୁ...

୭୭୫ କିଲୋ ଗଂଜେଇ ଜବତ, ୨ ଗିରଫ

ମାଲକାନଗିରି: କାଲିମେଳା ପୁଲିସ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି। ପୁଲିସ ଏସଆଇ ଏସ କେ ବିଶ୍ବାସ ବିଶେଷ ସୂତ୍ରର ଖବର ପାଇଥିଲେ ଯେ ପାପଲୁର ପଞ୍ଚାୟତର ପେଟାଲ ଗ୍ରାମ ନିକଟସ୍ଥ ଜଂଗଲରେ କିଛି ବ୍ୟକ୍ତି ଗଂଜେଇ ଲୁଚାଇ ରଖିଛନ୍ତି। ତୁରନ୍ତ ଏସଆଇ ଶ୍ରୀ ବିଶ୍ବାସ ଏକ…
ଅଧିକ ଖବର ଦେଖନ୍ତୁ...

୨ ନାବାଳକ ସହ ୬ ଚୋର ଗିରଫ; ନଗଦ ଟଙ୍କା, ସୁନା ଜବତ

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଲଗାତାର ଦୁଇଟି ଚୋରି ଘଟଣାର ପର୍ଦାଫାସ କରିଛି ମାଲକାନଗିରି ପୁଲିସ। ଦୁଇ ନାବାଳକ ସମେତ ୬ ଜଣ ଚୋରକୁ ଗିରଫ କରିବା ସହ ସୁନା, ଟଂକା ଓ ମୋବାଇଲ ଫୋନ ଜବତ କରିଛି। ୧୧୯ କଲୋନିର କୁମୁଟି ଖରାଙ୍କ ଘରେ ଚଳିତ ମାସ ୧୦ ତାରିଖ ଦିନ ରାତିରେ ଘରେ ପଶି ୩…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଭିନ୍ନକ୍ଷମ ବୃନ୍ଦା

ମାଲକାନଗିରି: ଶଯ୍ୟାଶାୟୀ ଭିନ୍ନକ୍ଷମ ବୃନ୍ଦା କବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରିବା ସମୟରେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସୋମବାର ଜିଲ୍ଲପାଳଙ୍କୁ ଟେଲିଫାନ୍ ମେସେଜ୍ କରିବା ପରେ ଆଜି ବ୍ୟକ୍ତିଗତ ଭାବେ ନିଜ ଭଉଣୀ ରୁକୁଣା (ଭିନ୍ନକ୍ଷମ) ସହ…
ଅଧିକ ଖବର ଦେଖନ୍ତୁ...

 ପୁଲିସ୍‌ ଏନକାଉଣ୍ଟରରେ ୪ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ର ସୀମାନ୍ତ ଗଡଚିରୋଲୀ ପୁଲିସକୁ ମିଳିଛି ବଡ଼ ସଫଳତା। କୋଲାମାରକା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ପୁଲିସ ଏନକାଉଣ୍ଟରରେ ଚାରିଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭, ଗୋଟିଏ କାର୍ବାଇନ, ଗୋଟିଏ ପିସ୍ତଲ ସହ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଏମଭି ୨୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କାଲିମେଳା : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିଶାଖାପାଟଣା ଯାଉଥିବା ବସ ଓ ଲୁହା ବୋଝେଇ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଘଟଣାସ୍ଥଳରେ ବିଶାଖାପାଟଣା ବସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...