ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ନକ୍ସଲ ଦମନ ପାଇଁ ନେତୃତ୍ବ ନେଇଥିଲେ ଲକ୍ଷ୍ମଣ; ୪୫ ମାଓବାଦୀଙ୍କୁ ନିହତ ସହ ୭ ଥର ପାଇଛନ୍ତି ରାଷ୍ଟ୍ରପତି ପଦକ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳର ହେପାଟୋଲା ଜଂଗଲରେ ମଙ୍ଗଳବାର ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୨୯ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁସ୍‌ କରିବାକୁ ଆସି ଫସିଗଲେ ମାଓବାଦୀ: ଦେଶର ତୃତୀୟ ବୃହତ୍‌ ଏନ୍‌କାଉଣ୍ଟର

ମାଲକାନଗିରି: ନିର୍ବାଚନ ବେଳେ ରକ୍ତରଞ୍ଜିତ କରିବାକୁ ଯୋଜନା ଥିଲା। କିଛିଦିନ ହେଲା ଗୋଳାବାରୁଦ ସଂଗ୍ରହ ସହ ସଂଗଠନର କଳେବର ବୃଦ୍ଧି କରୁଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ଆମ୍ବୁସ୍‌ରେ ଫସାଇବା ପୂର୍ବରୁ ନିଜେ ଫସିଗଲେ। କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଙ୍ଗଲରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଆଲୋଚନାର ଅନ୍ତ ଘଟିଲା: ଚିତ୍ରକୋଣ୍ଡା ବିଧାନସଭା ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ଟିକଟ ଦେଲା ବିଜେଡି 

ମାଲକାନଗିରି: ଜିଲ୍ଲାର ଦୁଇଟି ଆସନ ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଥିଲେ। ମଙ୍ଗଳବାର ବିଜେପି ଡମ୍ବରୁ…
ଅଧିକ ଖବର ଦେଖନ୍ତୁ...

ଡମ୍ବରୁ ଶିଶାଙ୍କୁ ସମ୍ବର୍ଦ୍ଧନା ଦେଲେ ବିଜେପିର ଶତାଧିକ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିଜ ବିଧାନସଭା କ୍ଷେତ୍ରର ଗୋବିନ୍ଦପାଲ୍ଲୀ ଠାରେ ଶତାଧିକ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ ଡମ୍ବରୁ ଶିଶାଙ୍କୁ ସ୍ବାଗତ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବ୍ୟାନର ଝୁଲାଇ ନିର୍ବାଚନକୁ ବହିଷ୍କାର ପାଇଁ ନକ୍ସଲଙ୍କ ଆହ୍ବାନ; କଂଗ୍ରେସ ନେତା ଓ ସରପଞ୍ଚଙ୍କୁ ମୃତ୍ୟୁ ଦଣ୍ଡ ନେଇ…

ମାଲକାନଗିରି: ସୀମାନ୍ତରେ ପୁଣି ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି। ସୁକମା ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ପୋଷ୍ଟର ମାରିବା ସହ ବ୍ୟାନରରେ ୨୮ତମ ଲୋକସଭା ନିର୍ବାଚନକୁ ବହିଷ୍କାର ରିବାକୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କୁ ମାରି ଭଗାନ୍ତୁ ବୋଲି…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଚାଷ ପାଇଁ ଅର୍ଥ ସହଯୋଗ କରିବା ମହଙ୍ଗା ପଡ଼ିଲା; ଗରିଫ ହେଲେ କର୍ଣ୍ଣାଟକ ବାସିନ୍ଦା

ମାଲକାନଗିରି: ଜିଲ୍ଲାରେ ପ୍ରବଳ ଗଂଜେଇ ଚାଷ କରାଯାଉଥିବା ବେଳେ ଏଥିପାଇଁ ବହୁ ମାଫିଆଙ୍କ ସହଯୋଗ ରହିଛି। ଏହିକ୍ରମରେ କର୍ଣ୍ଣାଟକର ମହୀଶୁର ଅଂଚଳର କାଭେନପୁର ନଗର ବାସିନ୍ଦା ଲୋହିତ ଅଥଗୁର ସଦାଶିବ(୪୧)ଙ୍କ ସହଯୋଗରେ ଏମଭି-୯୦ର ଅସିତ ମଣ୍ଡଳଙ୍କ ସହଯୋଗରେ ଗାରଲୁର ଜଂଗଲରେ ଗଂଜେଇ ଚାଷ…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡା ବ୍ଲକରେ ୩୭ଟି ବୁଥ ସମ୍ବେଦନଶୀଳ: ପ୍ରଥମ ଥର ନିଜ ଅଂଚଳର ମତଦାନ କରିବେ ମତଦାତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପତିଆରା ଧୀରେଧୀରେ କମିବାରେ ଲାଗିଛି। କାଁ ଭାଁ ସୀମାନ୍ତ ଅଂଚଳରେ ନକ୍ସଲ ନିଜର ଗତିବିଧି ବଢାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଟାର୍ଗେଟର ଶିକାର ହେଉଛନ୍ତି। ଦିନେ ଚିତ୍ରକୋଣ୍ଡା ବ୍ଲକ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କ ଗଡ଼ ଭାବେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଏନ୍‌କାଉଣ୍ଟର୍‌: ୨୯ ମାଓବାଦୀ ନିପାତ

ମାଲକାନଗିରି/ରାୟପୁର: ଛତିଶଗଡ଼ରେ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରିଥିବା ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ସୁରକ୍ଷା ବାହିନୀ। ଏନ୍‌କାଉଣ୍ଟରରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅନ୍ତର୍ଗତ ହାପା‌ଟୋଲା ଜଙ୍ଗଲରେ ୨୯ ମାଓବାଦୀ ପ୍ରାଣ ହରାଇଛନ୍ତି। ନିହତମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ସାଂସଦ, ୨ ବିଧାୟକ ପ୍ରାର୍ଥୀକୁ ନେଇ ମାଲକାନଗିରିରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କଂଗ୍ରେସ ମଙ୍ଗଳବାର ନିଜର ଶକ୍ତି ପ୍ରଦର୍ଶନ କରିଛି। ନବରଂଗପୁର ସାଂସଦ ପ୍ରାର୍ଥୀ ଭୁଜବଳ ମାଝି ମାଲକାନଗିରି ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି। ସେ ସୀମାନ୍ତ ଗୋବିନ୍ଦପାଲ୍ଲୀରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ବେଣ୍ଟ ନାମରେ ଶିକାର ବଢୁଛି: ବନ ବିଭାଗର ସଚେତନତା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୁରପଲ୍ଲୀରେ ଏବେ ଚଇତି ପରବ ପାଳନ କରାଯାଉଛି। ଏହି ଅବସରରେ ଗ୍ରାମବାସୀ ଜଂଗଲକୁ ବେଣ୍ଟ ନାମରେ ଶିକାର କରିବାକୁ ଯାଉଛନ୍ତି। ପରଂପରାକୁ ଦ୍ବାହି ଦେଇ ଲୋକେ ଶିକାର କରିବା ସହ ଜଂଗଲରେ ନିଆଁ ଲଗାଇ ଦେଉଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ମାଲକାନଗିରି ବନ…
ଅଧିକ ଖବର ଦେଖନ୍ତୁ...