ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ମାଲକାନଗିରି ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ମାଲକାନଗିରି: ମାଲକାନଗିରି ଏମଭି-୩ ସ୍ଥିତ ମା’ ମଙ୍ଗଳା ମନ୍ଦିର ପରିସରରେ ମଙ୍ଗଳବାର ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘର ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ଆଜି ମଙ୍ଗଳବାର ଚିତାଲାଗି ଅମାବାସ୍ୟା ଓ କର୍କଟ ସଂକ୍ରାନ୍ତି ଉପଲକ୍ଷେ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ…
ଅଧିକ ଖବର ଦେଖନ୍ତୁ...

୩୦ଟି ୨ ହଜାର ଟଙ୍କିଆ ନୋଟ୍‌ ଜବତ, ଜଣେ ଗିରଫ 

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ ଯାଇ ପୁଲିସ ହାବୁଡ଼ରେ ଜଣେ ଯୁବକ ଧରାପଡିଛନ୍ତି। ପୁଲିସ ଟଙ୍କା ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁଯାୟୀ, ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଜଣେ…
ଅଧିକ ଖବର ଦେଖନ୍ତୁ...

ଆଖିଧରା ରୋଗର ବିସ୍ଫୋରକ ସ୍ଥିତି: ଜଣେ ଡାକ୍ତର, ଦିନକୁ ୨୦୦ ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କିଛି ଦିନ ହେଲା ଚକ୍ଷୁରୋଗୀଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ିଛି। ଦୈନିକ ୨ଶହରୁ ଅଧିକ ରୋଗୀ ଡାକ୍ତରଖାନାକୁ ଚକ୍ଷୁ ସମସ୍ୟା ନେଇ ଆସୁଛନ୍ତି। ସେଥିରୁ ଅଧିକାଂଶ ଆଖିଧରା ରୋଗୀ। ଭୂତାଣୁ ଜନିତ ରୋଗ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଦାବି ଜଣାଇବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲିଚାଲି ଆସୁଥିଲେ ଛାତ୍ରଛାତ୍ରୀ: ବୁଝାସୁଝା ପରେ ଫେରିଗଲେ

ବାରିପଦା: ଅଧିକସଂଖ୍ୟକ ଶିକ୍ଷକ ଯୋଗାଇ ଦେବା ଦାବି ନେଇ ପୁଣି ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କମ୍ପୋଜିଟ ସ୍କୁଲରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲିଚାଲି ଆସୁଥିଲେ ଛାତ୍ରଛାତ୍ରୀ। ସେମାନେ ପ୍ରାୟ ୪ କିଲୋମିଟର ବାଟ ଚାଲିଥିଲେ। ହେଲେ ଅଧା ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟ ଭାଇକୁ କାତିରେ ହାଣିଲା ଯୁବକ: ଅଭିଯୁକ୍ତ ଥାନାରେ ଅଟକ

ପଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଚେରକୁଗୁଡା ଗ୍ରାମରେ ଜଣେ ବ୍ୟକ୍ତି କ୍ରୋଧରେ ଜର୍ଜରିତ ହୋଇ ନିଜର ଭାଇକୁ ଧାରୁଆ କାତିରେ ହାଣି ରକ୍ତାକ୍ତ କରି ଦେଇଥିବା ଦେଖିବାକୁ ମିଳିଛି। ଏହାପରେ କ୍ରୋଧ ଜର୍ଜରିତ ଭାଇ ଧାରୁଆ ଅସ୍ତ୍ର ଧରି ଗ୍ରାମରେ ବୁଲିବାରୁ…
ଅଧିକ ଖବର ଦେଖନ୍ତୁ...

ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିନ୍ନାଗେଲୁର ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା ହୋଇଛି। ମାଓବାଦୀ କ୍ୟାମ୍ପକୁ ଲକ୍ଷ୍ୟ କରି ଦେଶୀ ରକେଟ୍ ମାଡ଼ କରିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ। ଯବାନମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ପାଲଟା…
ଅଧିକ ଖବର ଦେଖନ୍ତୁ...

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ: ଜୀବନଯାତ୍ରା ବାଧାପ୍ରାପ୍ତ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଶେଷ ନୋହିଲା ଏମଭି-୩୭ ପୋଲ ନିର୍ମାଣ, ଚଳିତବର୍ଷ ମଧ୍ୟ ବାଲିମେଳାକୁ ଯୋଗାଯୋଗ ହେବ ବିଚ୍ଛିନ୍ନ

ମାଲକାନଗିରି: ପିଲର ନିର୍ମାଣ ହୋଇଛି। ପିଲର ଉପରେ କଂକ୍ରିଟ ରାସ୍ତା ହୋଇଛି। କିନ୍ତୁ ପୋଲ ଉପରକୁ ଯିବା ପାଇଁ ଦୁଇ ପଟୁ ଆପ୍ରୋଚ ରାସ୍ତା ନାହିଁ। ଯାହାଫଳରେ ପୋଲ କାମ ଅଧୁରା ହୋଇ ପଡିଛି। ଚାରିପଟେ ଗଛ ଲତା ମାଡି ଯାଇଛି। ଲାଗିଥିବା ଲୁହାରେ କଳଙ୍କି ଲାଗିବା ଆରମ୍ଭ ହୋଇ ଗଲାଣି। ଦିନ‌େ…
ଅଧିକ ଖବର ଦେଖନ୍ତୁ...

ମୁକ୍ତା ଭେଣ୍ଡିଂ ଜୋନ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ, ଉଦ୍‌ଘାଟନ ପରେ ୪୦ଟି ଦୋକାନ ଗୃହରେ ପଡିଛି ତାଲା

ମାଲକାନଗିରି: ଉଠା ବ୍ୟବସାୟୀମାନେ ସ୍ଥାୟୀ ଦୋକାନ ପାଇ ପାରିବ‌େ। ବୁଲି ବୁଲି ବ୍ୟବସାୟ କରିବା ବଦଳରେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ବେପାର କରିବେ। ସ୍ବଳ୍ପ ଭଡାରେ ଘର ପାଇ ପାରିବେ। ଦୋକାନ ଗୃହ ନିର୍ମାଣ ହୋଇ ଉଦଘାଟନ ହୋଇଗଲା ସତ କିନ୍ତୁ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ସର୍ବାଧିକ ମାମଲା, ଚାପ କମାଇବା ପାଇଁ କୋରୁକୋଣ୍ଡାରେ ଖୋଲିବ ଥାନା

ମାଲକାନଗିରି: ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଛି। ଚୋରି ଠାରୁ ଆରମ୍ଭ କରି ନିର୍ଯାତନା, ହତ୍ୟା, ଠକେଇ ଆଦି ମାମଲା ବଢ଼ିବାରେ ଲାଗିଛି। ଲୋକଙ୍କୁ ନିକଟରେ ପୁଲିସ ସେବା ପାଇଁ ଆବଶ୍ୟକତା ପଡୁଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡୁଛି। ଗୋଟିଏ…
ଅଧିକ ଖବର ଦେଖନ୍ତୁ...