ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

କେନ୍ଦ୍ରର ବିଜେପି ସରକାର ବିରୋଧରେ ଗର୍ଜିଲେ କଂଗ୍ରେସ ନେତା

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଜି ଏକ ବିଶାଳ ରାଲି ବାହାରିବା ସହ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ସାତୋଟି ବ୍ଲକରୁ ଶତାଧିକ କର୍ମୀ ଆରଏମସି ପରିସରରେ ଏକତ୍ରିତ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ସାଇବର ଠକଙ୍କ ଆଉ ଏକ ଚାଲ; ବିଏସ୍‌ଏଫ୍‌ ଅଧିକାରୀ କହି ସ୍ଥାନୀୟ ଦୋକାନୀଙ୍କୁ କରୁଛନ୍ତି ଟାର୍ଗେଟ୍‌

ମାଲକାନଗିରି: ପ୍ରତିଦିନ ସାଇବର ଠକଙ୍କ ନୂଆ ନୂଆ ଚାଲରେ ଲୋକେ ଠକାମୀର ଶିକାର ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସଫଳ ହେଉଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ଲୋକଙ୍କୁ ନୂଆ ଉପାୟରେ ସାଇବର ଠକମାନେ ଲକ୍ଷାଧିକ ଟଂକା ଠକି ନେଉଥିବା ଶୁଣିବାକୁ ମିଳିଛି। ବିଏସଏଫ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ଉଦଘାଟନ ହେଲା କୋରୁକୋଣ୍ଡା ଗ୍ରାମ୍ୟ ଅଦାଲତ

ମାଲକାନଗିରି: ମାଲକାନଗିରିରେ କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରଯାଇଛି। ଏହାକୁ ହାଇକୋର୍ଟର ପ୍ରଧାନ ବିଚାରପତି ଡଃ. ଏସ୍ ମୁରଲୀଧର ପ୍ରଥମଥର ପାଇଁ  ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି। ହାଇକୋର୍ଟର ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ କୋରୁକୋଣ୍ଡା…
ଅଧିକ ଖବର ଦେଖନ୍ତୁ...

ପାଣିଭର୍ତ୍ତି ଗାତରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ମାଲକାନଗିରି/ଚିତ୍ରକୋଣ୍ଡା: ପାଣି ଗାତରେ ଖସି ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଢେପ ସାହିରେ। ସୂଚନା ଅନୁଯାୟୀ ଆଜି ଦିନ ୧୨ଟା ସମୟରେ ଚିତ୍ରକୋଣ୍ଡା ସ୍ଥାନୀୟ ଢେପ ସାହିରେ ଦୁଇ ଜଣ ଶିଶୁକନ୍ୟା ଖେଳୁଥିବା ସମୟରେ ନିକଟରେ ପାଣି ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଗ୍ରାଉଣ୍ଡ ଜିରୋ ରିପୋର୍ଟ: ୫ ହଜାର ଚାଷୀ କାହିଁକି ଧାନ ବିକ୍ରି କରିନାହାନ୍ତି?

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ୧୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଜିଲ୍ଲାର ୩୭ ହଜାର ଚାଷୀ ନିଜର ନାମ ପଞ୍ଜିକରଣ କରିଥିଲେ। ପରେ ଯୋଗାଣ ବିଭାଗ ତ୍ବାରା ସର୍ଭେ କରାଯାଇ ୩୫ ହଜାର ଚାଷୀ ହିଁ ରହିଥିଲେ। ପୁଣି ସାଟେଲାଇଟ ଏବଂ ଡ୍ରୋନ ସାହାଯ୍ୟରେ ସର୍ଭେ ପରେ…
ଅଧିକ ଖବର ଦେଖନ୍ତୁ...

ପରଂପରା: ମା’ମାଉଲିଙ୍କ ମାଘ ଯାତ୍ରାରେ ରକ୍ତରଂଜିତ ହେଲା ପୀଠ

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଚାଲାଣଗୁଡା ଠାରେ ରହିଥିବା ମା’ ମାଉଲିଙ୍କ ମନ୍ଦିରରେ ଆଜି ମାଘ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଭିନ୍ନ ସ୍ଥାନରୁ ଲାଠି ଆସିବା ପରେ ଆଜି ପାରଂପାରିକ ରୀତିରେ ପୂଜାର୍ଚ୍ଚନା କରାଯାଇ ଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ଏକାଧିକ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶଯ୍ୟାଶାୟୀ ବୃନ୍ଦା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତର ରଗେଇ ପୁଷିପାଲୀ ଗ୍ରାମର ବୃନ୍ଦା କାବାସୀ ଗତ ୧୫ ବର୍ଷ ଧରି ଶଯ୍ୟାଶାୟୀ। ଘରେ ଭିନ୍ନକ୍ଷମ ଭଉଣୀ। ତେବେ ମେଡିକାଲରେ ରହି ସେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏକ ହ୍ବିଲଚେୟାର, ଏକ ଖଟ, ଉଚ୍ଚ ଶୌଚାଳୟ ରହିବା ପାଇଁ ଘର…
ଅଧିକ ଖବର ଦେଖନ୍ତୁ...

ଭୂତକୋଠି ପାଲଟିଛି ପଠାଣୀ ସାମନ୍ତ ଡିଜିଟାଲ ପ୍ଲାନେଟାରିୟମ; ୫ ବର୍ଷ ହେଲା ଖୋଲୁ ନାହିଁ, ଖତ ଖାଉଛି ମେସିନ

ମାଲକାନଗିରି: ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରହିଥିବା ପଠାଣୀ ସାମନ୍ତ ଡିଜିଟାଲ ପ୍ଲାନେଟାରିୟମ ବାବଦକୁ ଲକ୍ଷାଧିକ ଟଂକା ଖର୍ଚ୍ଚ କରି ତାହାକୁ ଦୀର୍ଘ ଦିନ ହେଲା ବନ୍ଦ କରିଦିଆଯାଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଡିଏନକେ ସ୍ଥିତ ପୁରୁଣା…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ବଦଳି ଦାବି

ମାଲକାନଗିରି: ଖଇରପୁଟ ବ୍ଲକର ପାରକାନମାଲା ପଞ୍ଚାୟତର ସିନ୍ଧିଗୁଡା ଗ୍ରାମରେ ରହିଥିବା ଆଶ୍ରମ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଅନ୍ୟ ତିନି ଜଣ ଶିକ୍ଷକଙ୍କ ବିରୋଧରେ ପରିଚାଳନା କମିଟିର ସଭାପତି ସମେତ ସମସ୍ତ ସଦସ୍ୟ ଆଜି ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସମସ୍ତ ଶିକ୍ଷକଙ୍କୁ ବଦଳି କରିବା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

୩ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ମାଲକାନଗିରି: ଆଜି ଜିଲ୍ଲା ଦୌରା ଜଜ୍‌ ଅଜନ୍ତା ଷଡଙ୍ଗୀ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ୩ ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୧୯ ମସିହାରେ ମାଲକାନଗିରିରୁ କଟକ ବସରେ ୪୦ କିଲୋ ଗଞ୍ଜେଇ ନେଉଥିବା ବେଳେ ଅବକାରୀ ବିଭାଗର ଏସଆଇ ଦିଲ୍ଲୀପ…
ଅଧିକ ଖବର ଦେଖନ୍ତୁ...