ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ସାଧାରଣତନ୍ତ୍ର ଦିବସକୁ ବୟକଟ କଲା ମାଓ ସଂଗଠନ

ମାଲକାନଗିରି: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ଆନ୍ଧ୍ର-ଓଡିଶା ସୀମା ସ୍ୱତନ୍ତ୍ର ଜୋନାଲ କମିଟି ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ଜାନୁୟାରୀ ୨୬ ଗଣତନ୍ତ୍ର ଦିବସକୁ ବଏକଟ କରିଛନ୍ତି। ପ୍ରେସ ବିଜ୍ଞପ୍ତିରେ ଲୋକମାନଙ୍କୁ ନୂତନ ଗଣତାନ୍ତ୍ରିକ ବିପ୍ଳବୀ ସଂଗ୍ରାମରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ହୋହଲ୍ଲାରେ ସରିଲା ୭୦ତମ ଜିଲ୍ଲା ପରିଷଦ ବୈଠକ

ମାଲକାନଗିରି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୭୦ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ହିଁ ହୋ ହଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ପାନୀୟ ଜଳ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ଜିଲ୍ଲାର ସ୍ବାଭିମାନ ଅଂଚଳ ଏବଂ ଦୁର୍ଗମ ଅଂଚଳରେ କିପରି…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ନାକାମାମୁଡିରେ ବିଏସଏଫର ଜନସଂପର୍କ ଓ ମାଗଣ ଚିକିତ୍ସା ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ଦୁର୍ଗମ ନାକାମାମୁଡି ଗ୍ରାମରେ ୮୮ ବିଏସଏଫ ବାଟାଲିୟନ ତରଫରୁ ଜନ ସଂପର୍କ ଶିବିର ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁତଝଲା, ପିଏମଜି କଲୋନୀ ଭଳି ଗ୍ରାମ ଗୁଡିକର ୨୦୦ରୁ ଉର୍ଦ୍ଧ୍ବ ଲୋକ ଏହି…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ିକୁ କେନ୍ଦ୍ର କରି ଆଦିବାସୀ ବ୍ୟକ୍ତିକୁ ହତ୍ୟା ଅଭିଯୋଗ

ମାଲକାନଗିରି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ଆଦିବାସୀ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ‌ହୋଇଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ମାଲାଭରମ ପଂଚାୟତ ର ତିନିରାଜପଲ୍ଲୀ ଗ୍ରାମରେ। ମୃତ ବ୍ୟକ୍ତି ହେଲେ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ। ଘଟଣା…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ନକ୍ସଲ ଚାଣ୍ଟିକୁ ଗିରଫ କଲା ଏନ୍‌ଆଇଏ

ମାଲକାନଗିରି: ଜାମିନରେ ମୁକୁଳି ଫେରାର ଥିବା ଦୁର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟି ପୁଣି ଗିରଫ ହୋଇଛି। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରୁ ଆଜି ଏନ୍‌ଆଇଏ ଟିମ୍‌ ଗିରଫ କରି ସାଥୀରେ ନେଇଯାଇଛି। ପୂର୍ବରୁ ରହିଥିବା ମାମଲାର ଶୁଣାଣି ପାଇଁ ଚାଣ୍ଟି ବାରମ୍ବାର କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

୭ ଦଶନ୍ଧି ପରେ ସ୍ବାଭିମାନ ଅଞ୍ଚଳବାସୀ ପାଳିବେ ଗଣତନ୍ତ୍ର ଦିବସ

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାକୁ ନକ୍ସଲ ନିଜର ଗଡ ରୂପେ ବାଛିନେଇଥିଲେ। କିନ୍ତୁ ପ୍ରଥମେ ନକ୍ସଲକୁ ଦମନ କରିବା ପାଇଁ ସିଆରପିଏଫଙ୍କୁ ଅବସ୍ଥାପିତ କରାଯାଇଥିଲା। ତେବେ ସିଆରପିଏଫଙ୍କୁ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ନକ୍ସଲ ଦମନରେ ସେତେଟା ସଫଳତା ହାସଲ ହୋଇପାରୁନଥିଲା।ନକ୍ସଲ…
ଅଧିକ ଖବର ଦେଖନ୍ତୁ...

ରେଳପଥ ପାଇଁ ଏମଭି-୪୩ ଗ୍ରାମସଭା, ୫୧.୬୮ ଏକର ଜମି ଅଧିଗ୍ରହଣ ହେବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରେଳପଥ ପାଇଁ ଆଜି ଏମଭି-୪୩ ଗ୍ରାମର ବସନ୍ତପୁର ଠାରେ ରେଳ ବିଭାଗ ପକ୍ଷରୁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରେଳ ବିଭାଗର ଇଞ୍ଜିନିୟର ଡି. ରମେଶ, ସ୍ବତନ୍ତ୍ର ଅଧିକାରୀ ସୁରଜ ପଟ୍ଟନାୟକ, ପୌରାଧ୍ୟକ୍ଷ ମନୋଜ ବାରିକ, ସ୍ଥାନୀୟ ରାଜସ୍ବ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ନକ୍ସଲ ଚାଣ୍ଟିକୁ ଗିରଫ କଲା ଏନ୍‌ଆଇଏ

କୋରାପୁଟ/ମାଲକାନଗିରି: ସ୍ୱାଭିମାନ ଅଂଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀ ଚାଣ୍ଟି ଗିରଫ ହୋଇଛି। ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ରଞ୍ଜୁଖିଲ ଓରଫ ଚାଣ୍ଟିକୁ ଗିରଫ କରିଥିବା ଜଣାଯାଇଛି। ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ୪ ଯବାନ ସହିଦ…
ଅଧିକ ଖବର ଦେଖନ୍ତୁ...

ପିଏ ଦେବନାରାୟଣ ପଣ୍ଡା ମୃତ୍ଯୁ ମାମଲା: ମନୀଷ ଅଗ୍ରୱାଲଙ୍କୁ ସାମାନ୍ଯ ଆଶ୍ବସ୍ତି, ଫେବ୍ରୁଆରି ୨୦ ଯାଏଁ ହାଜର ଲାଗି ସମୟ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ମନୀଷଙ୍କ ଟାଇମ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୦ ତାରିଖ ଯାଏଁ ମନୀଷଙ୍କୁ ହାଜର ଲାଗି କୋର୍ଟ ସମୟ…
ଅଧିକ ଖବର ଦେଖନ୍ତୁ...

ମନ ଜିଣିଲେ ଯବାନ: ଗୁରୁପ୍ରିୟା ବ୍ରିଜ ତଳେ ବିଏସ୍‌ଏଫ୍‌ର ଜନସଂପର୍କ ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳର ନକ୍ସଲ ପ୍ରବଣ ଲୋକଙ୍କ ମନ ଜିଣିଲେ ବିଏସ୍‌ଏଫ୍‌ ଯବାନ। ଜାନବାଇ ନିକଟରେ ରହିଥିବା ଗୁରୁପ୍ରିୟା ସେତୁ ନିକଟରେ ୮୮ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବାଭିମାନ ଅଂଚଳର…
ଅଧିକ ଖବର ଦେଖନ୍ତୁ...