ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ବିଜେଡିର ବିରାଟ ରାଲି ଓ ବିକ୍ଷୋଭ ପ୍ରଦର୍ଶନ

ମାଲକାନଗିରି : ଆଦିବାସୀର ମାନ୍ୟତା ସକାଶେ ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୧୬୨ ରୁ ଉର୍ଦ୍ଧ୍ବ ଜନଜାତି ପ୍ରସ୍ତାବକୁ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟ ଦୀର୍ଘ ଦିନ ଧରି ଅନୁମୋଦନ ନ କରି ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାର ପ୍ରତିବାଦରେ ବୁଧବାରଦିନ ବିଜେଡ଼ି ପକ୍ଷରୁ ଏକ ରାଲି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଖୁଣ୍ଟ କାଟିଦେଲେ ଦୁର୍ବୃତ୍ତ, ତାର ସଂସ୍ପର୍ଶରେ ଆସି ୩ ଗାଈ ମୃତ

ମାଲକାନଗିରି : ମାଲକାନଗିରି ସଦର ମହକୁମାସ୍ଥିତ ନୂଆଗୁଡା ନିକଟରେ ଏକ ବିଦ୍ୟୁତ ଖଣ୍ଟକୁ କିଛି ଦୁର୍ବୃତ୍ତ ତଳେ କାଟି ଦେଇଥିଲେ।ତେବେ ଆଜି ଏହି ବିଦ୍ୟୁତ ଖୁଣ୍ଟଟି ଅଚାନକ ତଳେ ପଡିଯାଇଥିଲା।ଯାହାଫଳରେ ସେହି ନିକଟରେ ଚରୁଥିବା ତିନୋଟି ଗାଈ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ।ଘଟଣା…
ଅଧିକ ଖବର ଦେଖନ୍ତୁ...

ଜେଲରେ ୨ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ: ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ସଦର ମହାକୁମାସ୍ଥିତ ଉପକାରାଗାରରେ ଦୁଇ କୈଦିଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଜଣେ କୈଦି ଗୁରତର ହୋଇଛନ୍ତି।ସୂଚନା ଅନୁଯାୟୀ ପ୍ରଶାନ୍ତ କୁଣ୍ଡୁ ନିଜ ପତ୍ନୀର କିଡନୀ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ପରେ ଜେଲରେ ସଜା କାଟୁଛନ୍ତି।ତେବେ ଆଜି…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଅଞ୍ଚଳର ବିକାଶ କେବଳ କାଗଜ କଲମରେ, ସମୟସୀମା ସରିଥିଲେ ମଧ୍ୟ ସରୁନି ରାସ୍ତା କାମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜୋରସୋରରେ ଜାଲିଛି ରାସ୍ତା କାମ। ଗ୍ରାମକୁ ଗ୍ରାମ ଓ ସହର ସହ ଯୋଡିବା ପାଇଁ ଚାଲିଛି ସ୍ଵାଭିମାନ ଅଞ୍ଚଳରେ ରାସ୍ତା କାର୍ଯ୍ୟ। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠଇକାଦାରଙ୍କ ଅଣଦେଖା ପାଇଁ ଅଭାବ ଅସୁବିଧାରେ ଦିନ କାଟୁଛନ୍ତି ୨ ଗୋଟି ପଞ୍ଚାୟତର ପାଖାପାଖି…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ପ୍ରଭାବ: ପୌର ପରିଷଦରେ ଦୁର୍ନୀତି ସୀମା ଲଙ୍ଘିଛି, ଜିଲ୍ଲା କଂଗ୍ରେସର ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି: ମାଲକାନଗିରି ପୌର ପରିଷଦରେ ମୁକ୍ତା ପ୍ରକଳ୍ପ ହଜିଯାଇଥିବା ନେଇ ଖବର ପ୍ରକାଶ ପରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କଂଗ୍ରେସ ପାର୍ଟି ତରଫରୁ ପୌର ପରିଷଦରେ ହେଉଥିବା ଦୁର୍ନୀତିକୁ ନେଇ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ। ମାଲକାନଗିରି ପୌର ପରିଷଦରେ ଦୁର୍ନୀତି ସୀମା…
ଅଧିକ ଖବର ଦେଖନ୍ତୁ...

ଏଠି ବିଜୁଳି ସ୍ବପ୍ନ: ଚିତ୍ରକୋଣ୍ଡା ବ୍ଲକର ୪୭ ଗାଁରେ ଡିବିରି ଭରସା

ମାଲକାନଗିରି: ବିକାଶ ନେଇ ୨୩ ବର୍ଷର ରାଜ୍ୟ ସରକାର ବଡ଼ ବାହାସ୍ପୋଟ ମାରୁଥିଲା ବେଳେ ମାଲକାନଗିରି ଜିଲ୍ଲାର ବ୍ଲକର ୪୭ଟି ଗାଁରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏହିଗାଁ ଗୁଡ଼ିକରେ ଲୋକେ ଡିବିର ନିଆଁକୁ ରାତିରେ ଆଲୋକର ମାଧ୍ୟମ କରିଥାନ୍ତି। ଡିବିରିରେ ଖାଆନ୍ତି ଓ ପିଲାମାନେ…
ଅଧିକ ଖବର ଦେଖନ୍ତୁ...

ଦେଢମାସ ହେଲା କର୍ମୀଙ୍କ ଆନ୍ଦୋଳନ: ଖୋଲୁନି ଜିଲ୍ଲାର ଅର୍ଦ୍ଧାଧିକ ଅଙ୍ଗନବାଡି କେନ୍ଦ୍ର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ୨୧ ତାରିଖ ଠାରୁ ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ଦାବି ନେଇ ନିଜ ନିଜ ବ୍ଲକର ଆସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଲ ଓଡିଶା ଅଙ୍ଗନବାଡି ୱାକର୍ସ ସଂଘ…
ଅଧିକ ଖବର ଦେଖନ୍ତୁ...

ବଦାନ୍ୟତା: ଦୁର୍ଗମ ଅଂଚଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ଓଡ଼ିଶାର ଏହି ଏସ୍‌ପି

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସଭାଗୃହରେ ଆଜି ବଡଦିନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଏକ ଭିନ୍ନ ଧରଣର ଥିଲା। ଏସପି ନିତିଶ ବାଧୱାନୀ ମାଲକାନଗିରି ସଦର ମହକୁମାରେ ଥିବା ଆଓମା ଗୁରୁକୂଳରେ ରହି ପାଠ ପଢୁଥିବା ଅନାଥ…
ଅଧିକ ଖବର ଦେଖନ୍ତୁ...

ଇଭିଏମ ମେସିନ ସୁରକ୍ଷାରେ ଥିବା ଯବାନଙ୍କ ଗୁଳିରେ ସାଥୀ ଯବାନ ମୃତ, ଅଭିଯୁକ୍ତ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯବାନ ଅନ୍ୟ ଜଣେ ସାଥୀ ଯବାନଙ୍କୁ କୌଣସି ଏକ କଥା କଟାକଟିକୁ ନେଇ ଗୁଳି ମାରି ହତ୍ୟା କରିଛି। ଆଜି ସକାଳ ୮ଟା ବେଳେ ଏଭଳି ଘଟଣା ଘଟିଛି କାଂକେର ଜିଲ୍ଲା ସଦର ମହକୁମାରେ ଥିବା ପିଜି କଲେଜରେ।ଉପନିର୍ବାଚନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା: ରୋଷେୟାଙ୍କ ମୃତ୍ୟୁକୁ ନେଇ ସନ୍ଦେହ, ଥାନାରେ ଏତଲା 

ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଘରୋଇ ରୋଷେୟାଙ୍କ ଅଚାନକ ମୃତ୍ୟୁକୁ ନେଇ ସଂଦେହ ସୃଷ୍ଟି ହୋଇଛି।୨୦୧୯-୨୦ ମସିହାରୁ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ସଂତୋଷ ପାଣିଗ୍ରାହୀଙ୍କ ଗତ କିଛି ଦିନ ତଳେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...