ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ବିଦ୍ୟୁତ ଚାଲିଯିବାରୁ ବନ୍ଦ ହୋଇଗଲା ବିଦ୍ୟୁତ ଚାଳିତ ଅକ୍ସିଜେନ, ରୋଗୀର ମୃତ୍ୟୁ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର କାମଵାଡା ଗ୍ରାମର ରାମା ମାଡକାମୀ (୪୦) ନାମକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଡାକ୍ତରଖାନା ପକ୍ଷରୁ ଉତ୍ତମ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଥିଲା। ନିଃଶ୍ବାସ ନେବାର କଷ୍ଟ ଅନୁଭବ…
ଅଧିକ ଖବର ଦେଖନ୍ତୁ...

ବାଇକ ଚୋରି ଘଟଣାରେ ଜଣେ ଗିରଫ, ୩ ବାଇକ ଜବତ

ମାଲକାନଗିରି: ମାଲକାନଗିରିର ବିଭିନ୍ନ ସ୍ଥାନରେ ତିନି ତିନୋଟି ବାଇକ ଲଗାତାର ଚୋରି ହୋଇଥିଲା। ଏନେଇ ମାଲକାନଗିରି ପୁଲିସ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ତିନୋଟି ବାଇକକୁ ମଧ୍ୟ ଉଦ୍ଧାର କରିଛି। ଏମଭି-୯…
ଅଧିକ ଖବର ଦେଖନ୍ତୁ...

କଏଦୀଙ୍କୁ ନିଶାଦ୍ରବ୍ୟ ଯୋଗାଉଥିବା ମହିଳା ୱାର୍ଡର ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପକାରାଗାରର ମହିଳା ୱାର୍ଡର ରୀତା ମାଣ୍ଡିଆକୁ ଜେଲ ସୁପରିଟେଣ୍ଡେଣ୍ଟ ସଂଜୟ କୁମାର ବର୍ମା ନିଲମ୍ବିତ କରିଛନ୍ତି। ମହିଳା ୱାର୍ଡର ରୀତା କଏଦୀମାନଙ୍କୁ ନିୟମିତ ନିଶାଦ୍ରବ୍ୟ ଯୋଗାଇ ଆସୁଥିଲେ।ଲଗାତାର କଏଦୀମାନଙ୍କୁ କିଏ ନିଶାଦ୍ରବ୍ୟ ଯୋଗାଉଛି ସେନେଇ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ ଏବଂ ବିଏସଏଫ ଯବାନ ସିକସୋଡ ଥାନା ଅଂଚଳର କଡମେ,କଠୋରୀ ନିକଟସ୍ଥ ଜଂଗଲରେ ସର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ଆମକୁ ଜାଗା ବଦଳରେ ଜାଗା ଦିଆଯାଉ ଦାବି କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମାଡକାପଦର ପଞ୍ଚାୟତର ଝିମିରିଗୁଡା ଗ୍ରାମର ୧୦ ପରିବାର ଏବେ ବିସ୍ଥାପିତ ହେବାକୁ ଯାଉଛନ୍ତି। ଝିମିରିଗୁଡାରେ ବାସ କରୁଥିବା ଲକ୍ଷ୍ମଣ ଶିଶା, ଦେବ ଶିଶା, ଭୀମ ଶିଶା, କୁଶ ଖିଲ, ସନୁ ଖିଲ, ଲବ ଖିଲ, ପଦୁ ଖରା, ଜଗନ୍ନାଥ ଖରା, ସନିଆ…
ଅଧିକ ଖବର ଦେଖନ୍ତୁ...

ପୁସପାଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା; ୮୦ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ

ମାଲକାନଗିରି: ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି ଜିଲ୍ଲାରେ ଶିକ୍ଷାର ବ୍ୟବସ୍ଥା କିପରି ରହିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଜିଲ୍ଲା ଏବଂ ବ୍ଲକ ସଦର ମହକୁମାକୁ ଛାଡିଦେଲେ ଅନ୍ୟ ଦୁର୍ଗମ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ଶିକ୍ଷକ ଥିଲେ ସ୍କୁଲ ନଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସିମେଣ୍ଟ କାରଖାନାକୁ ବିରୋଧ କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକ ଏବଂ ପଡିଆ ବ୍ଲକର ସୀମାନ୍ତ ଅଞ୍ଚଳରେ ଏକ ସିମେଣ୍ଟ କାରଖାନା ହେବାକୁ ଯାଉଥିବା ବେଳେ ମାଓବାଦୀ ତରଫରୁ ଏନେଇ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ଗତ କିଛିଦିନ ତଳେ ମାଲକାନଗିରି ପୁଲିସ କୋତାମାଟେରୁ ଗ୍ରାମରୁ ୫ ଜଣକୁ ଉଠାଇ ଆଣିବା ପରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏଡିଜି, ବିଏସଏଫ୍‌ ଆଇଜିଙ୍କ ମାଲକାନଗିରି ଗସ୍ତ: ମାଓ ଦମନ ନେଇ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପୁଲିସ ଗୁଇନ୍ଦା ବିଭାଗର ଏଡିଜି ସଞ୍ଜିବ ପଣ୍ଡାଙ୍କ ସମେତ ବିଏସଏଫ୍‌ ଆଇଜି ଡି.କେ.ଶର୍ମା, ଏସଆଇଡବ୍ଲୁର ଡିଆଇଜି ଅନିରୁଦ୍ଧ ସିଂ। ପ୍ରଥମେ ସ୍ବାଭିମାନ ଅଂଚଳ ଗସ୍ତ କରିବା ପରେ ଏମଭି-୩ ସ୍ଥିତ ବିଏସଏଫ୍‌ କ୍ୟାମ୍ପରେ ଓହ୍ଲାଇବା ପରେ ଏକ ରୁଦ୍ଧଦ୍ବାର…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ମାଓ ସମଗ୍ରୀ ଜବତ କଲେ ବିଏସଏଫ ଓ ଡିଭିଏଫ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓବାଦୀକୁ ଦମନ କରିବାରେ ପୁଲିସ ଏକ ପ୍ରକାର ସଫଳ ମିଳିଥିବା ବେଳେ ଏବେ ପୁଣି ମାଓବାଦୀଙ୍କ ବିସ୍ଫୋରକ, ବନ୍ଧୁକ ସମେତ ଦୈନନ୍ଦିନ ସାମଗ୍ରୀ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ନୀତିଶ ୱାଧୱାନୀଙ୍କ ନିର୍ଦେଶକ୍ରମରେ ଏସଓଜି ଏବଂ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ପୁଣି ଅଜଣା ରୋଗ; ଗୁଣିଆ କରୁଛି ଚିକିତ୍ସା, ୨ ମୃତ 

ମାଲକାନଗିରି: ହଟିପାରୁନି ଅନ୍ଧବିଶ୍ବାସ। ଆସ୍ଥା ଭାଜନ ହୋଇପାରୁନି ଚିକିତ୍ସା ବିଭାଗ। କାୟା ମେଲାଇ ଚାଲିଛନ୍ତି ଗୁଣିଆ। ଗୁରୁତର ରୋଗୀଙ୍କୁ ନିଜ ଘରେ ରଖି କରୁଛନ୍ତି ଚିକିତ୍ସା। ସତେ ଯେମିତି ଗୁଣିଆ କଠୋରୀ ପରିଣତ ହୋଇଯାଇଛି ଗୁଣିଆର ଆଇସିୟୁ। ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି…
ଅଧିକ ଖବର ଦେଖନ୍ତୁ...