ଢେଙ୍କାନାଳ:ନଦୀରେ ବୁଡ଼ି ଜଣେ ମୃତ

0 97

ଢେଙ୍କାନାଳ: ଆଜି ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ମନ୍ଦାର ଚିତଳପୁର ଗ୍ରାମର ହୃଷିକେଶ ରାଉତ(୭୫ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଖବରପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜି ଶ୍ରୀ ରାଉତଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.