ବେଗୁନିଆ: ଟ୍ରେନ୍‌ରେ କଟି ଯୁବକ ମୃତ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ସଦର ଥାନା ଅନ୍ତର୍ଗତ ଭିଁପୁର ଗ୍ରାମ ନିକଟସ୍ଥ ଖୋର୍ଦ୍ଧା- ବଲାଙ୍ଗୀର ରେଲେଓ୍ଵ ଲାଇନସର ଓଭର ବି୍ରଜ୍‌ ନିକଟରେ ଟେନ୍‌ରେ କଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ବୋଲଗଡ଼ ସହସିଲ ଛକର ଜୟକୃଷ୍ଣ ମହାପାତ୍ର(୪୩ ବର୍ଷ)। ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର