ସୁନ୍ଦରଗଡ଼: ପଥରରେ ଛେଚି ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ଼: ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତେନ୍ତୁଳିପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ସହଦେବ ସା(୪୫ ବର୍ଷ) ନାମକ ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଚେଛି କେହି ଦୁର୍ବୃତ୍ତ ହତ୍ୟା କରିଛି। ହେମଗିରି ଥାନା କନିକା ଗାଁର ଶ୍ରୀ ସା ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ଓ ଗତକାଲି ରାତିରେ ସେ ମଦ ପିଇବା ପାଇର୍ଁ ତେନ୍ତୁଳିଆ ପଡ଼ା ଆସିଥିବା ବେଳେ ସେଠାରେ ତାଙ୍କ ଅନ୍ୟ କେତେକ ଜଣକ ସହିତ ଝଗଡ଼ା ହୋଇଥିଲା। ଏହି ଝଗଡ଼ାରୁ ତାଙ୍କୁ ହତ୍ୟା କରାଯାଇଥିିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର