ମାଲକାନଗିରି: ସୁକମାରେ ପୁଲିସ- ନକ୍ସଲ ଗୁଳିମିନିମୟରେ କ୍ୟାର୍ଡର ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ୫ ଲକ୍ଷ ପୁରସ୍କାର ଘୋଷିତ କ୍ୟାର୍ଡର ମାଓବାଦୀ ସୋୟମ କାମା ପୁଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି। କୋଟା ଅଞ୍ଚଳରେ ହୋଇଥିବା ପୁଲିସ- ନକ୍ସଲ ଗୁଳି ବିନିମୟ ସମୟରେ ସୋୟମ କାମା ପୁଲିସ ଗୁଳିରେ ନିହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ୫୦ରୁ ଊର୍ଧ୍ୱ ନକ୍ସଲି ଆକ୍ରମଣରେ ଶ୍ରୀ କାମା ସମ୍ପକ୍ତ ଥିଲେ।

ସମ୍ବନ୍ଧିତ ଖବର