ଅନୁସନ୍ଧାନ କରୁଥିବା ବର୍ଗ
ମୟୂରଭଞ୍ଜ
ରାଜ୍ୟରେ ୨ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନରେ ଜେଏମ୍ଏମ୍ ଦଳ ପ୍ରାର୍ଥୀ ଦେବ
ରାଇରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିଥିବାବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳ ବିଶୋଇଠାରେ ରାଜ୍ୟ ଜେଏମ୍ଏମ ଦଳର ସଭାନେତ୍ରୀ ଅଞ୍ଜନୀ ସୋରେନ ମାଣ୍ଡିଙ୍କ ଆହ୍ୱାନ କ୍ରମେ ଏକ ଜରୁରୀକାଳୀନ ବୈଠକ ଦଳ କାର୍ଯ୍ୟଳୟରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷକୁ ନଷ୍ଟ କଲା ପ୍ରଶାସନ
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୁଲିସ୍। କରଞ୍ଜିଆ ଏସଡିପିଓଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢ଼ଉ ପରେ ଏହି ସଫଳତା ମିଳିଛି। ଜୋଜଗୋଡା ଅଞ୍ଚଳରେ ୪ ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୮ ହଜାର ଅଫିମ ଗଛକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗରେ ମନରେଗା ଦୁର୍ନୀତିର ଗନ୍ଧ
ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗର ମନରେଗା କାର୍ଯ୍ୟରେ ମହାଦୁର୍ନୀତିର ଗନ୍ଧ ବାରି ହେଉଥିବାର ସାଧାରଣରେ ଆଲୋଚନା ହେଉଛି | ଉକ୍ତ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ
ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୩ ଗ୍ରାମବାସୀ ପାନୀୟ ଜଳପାଇଁ ଡହଳବିକଳ: ଖରା ହେଲେ ସ୍ୱଚ୍ଛ ପାଣି ନଚେତ୍ ଚୁଆ ପାଣି ପିଇ ଜୀବନ ବିତାଇଥାନ୍ତି
ଋାଇରଙ୍ଗପୁର: ଜଳ ହିଁ ଜୀବନ। ଗ୍ରାମାଂଚଳରେ ଏହାର ସୁବନେ୍ଦାବସ୍ତ ନିମନ୍ତେ ସରକାର ସ୍ୱତନ୍ତ୍ର ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଗଠନ କରିଛନ୍ତି। ମାତ୍ର ବିଭାଗର ଦାୟିତ୍ୱହୀନ କାର୍ଯ୍ୟକଳାପ ପାଇଁ ଗ୍ରାମବାସୀ ପାଣି ପାଇଁ ତହଳ ବିକଳ ହେଉଥିବାର ଅଭିଯୋଗ ହୋଇଥାଏ। ଏହାର ଏକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦେଶର ପ୍ରଭାବଶାଳୀ ମହିଳାଙ୍କ ତାଲିକା: ସ୍ଥାନ ପାଇଲେ ମୟୂରଭଞ୍ଜର ଝିଅ, ବୋହୂ
ବେତନଟୀ: ପ୍ରତିଷ୍ଠିତ ବାଣିଜ୍ୟିକ ପତ୍ରିକା ‘ବିଜନେସ୍ ୱାଲ୍ଡ’ ପକ୍ଷରୁ ନିକଟରେ ପ୍ରକାଶିତ ହୋଇଛି ଭାରତର ୫ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକା। ଏହି ତାଲିକାରେ ମହାମହିମ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଓ ବେତନଟୀର ବୋହୂ ପୁନମ ଗୁପ୍ତା ସ୍ଥାନ ପାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରେଳଧାରଣାରେ ରିଲ୍ସ ସୁଟିଂରୁ ପ୍ରାଣ ହରାଇଥିଲେ ଛାତ୍ର: ଶବ ଉପରେ ପୁଣି ଚଢ଼ିଗଲା ଟ୍ରେନ୍
କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜ୍ୟୋତି ଶିଳ୍ପ ତାଲିମ୍ କେନ୍ଦ୍ର ପଛପଟ ଦେଇଥିବା ଯାଇଥିବା ରେଳଧାରଣାରୁ ଜଣେ ଛାତ୍ରଙ୍କର ମୃତଦେହ ମିଳିଥିବା ବେଳେ ଆଜି ତାଙ୍କ ପରିଚୟ ସ୍ପଷ୍ଟ କରିଛି ପୁଲିସ। ମୃତକ ହେଲେ ଝାରପୋଖରିଆ ଥାନା ବାଉଁଶଦା ଗ୍ରାମର ସୁଦର୍ଶନ ମହାନ୍ତଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ନେଇ ରାସ୍ତାରେ ସାମ୍ବାଦିକ
ମାଲକାନଗିରି: ସରକାର ସମସ୍ତଙ୍କୁ ଦେଲେ ,କିନ୍ତୁ ସାମ୍ବାଦିକଙ୍କ କଥା ଭୁଲିଗଲେ ବୋଲି ଆଜି ଏମୟୁଜେର ସଭାପତି ଦେବ ପ୍ରସାଦ ଦାସ ଆୟୋଜିତ ସାମ୍ବାଦିକଙ୍କ ସଭାରେ ଦାବି ଉଠାଇଥିଲେ।ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ଦାବି ନେଇ ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ଶତାଧିକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୨୧ ୱାରେଣ୍ଟି ଗିରଫ
ବେତନଟୀ ସଦର: ମୟୁରଭଞ୍ଜ ଏସପିଙ୍କ ନିର୍ଦେଶକ୍ରମେ ତଥା ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ପ୍ରତକ୍ଷ ତତ୍ୱାବଧାନରେ ନିର୍ବାଚନ ପୂର୍ବରୁ ବେତନଟୀ ଓ ବୈଶିଙ୍ଗା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଇ ୨୧ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭୂତଳ ଜଳସ୍ତର ଅସ୍ବାଭାବିକ ହ୍ରାସ: ରେଡ୍ ଜୋନ୍ମୁହଁା ‘ମୟୂରଭଞ୍ଜ’
ବାରିପଦା: ମୟୂରଭଞ୍ଜରେ ଭୂତଳ ଜଳସ୍ତର ଅସ୍ବାଭାବିକ ଭାବେ ହ୍ରାସ ପାଉଛି। ଗତ କିଛିବର୍ଷ ହେଲା ସ୍ବଳ୍ପ ବୃଷ୍ଟିପାତ ସହ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏମିତି ସ୍ଥିତି ଉପୁଜିଥିବା କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଦେଇଛି। ୨୦୨୦-୨୧ ଓ ୨୦୨୧-୨୨ ମସିହା ତଥ୍ୟ ଅନୁଯାୟୀ; ୪ରୁ ୫ ମିଟର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...