ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ଜାମବଣୀ-ନାଉପଡ଼ାରେ ଚଡ଼କ ପର୍ବ ପାଳିତ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ନିକଟସ୍ଥ ଜାମବଣୀ-ନାଉପଡାଠାରେ ଥିବା ବାବା ଝାଡ଼େଶ୍ୱର ଓ ବାବା ତାଳେଶ୍ୱର ଶୈବପୀଠରେ ମହାଆଡମ୍ବର ସହକାରେ ଚଡ଼କ ପର୍ବ ପାଳିତ ହୋଇଯାଇଛି। ଏହି ପର୍ବ ଦୁଇଦିନ ଧରି ପାଳିତ ହୋଇଥିବା ବେଳେ, ଏଥିରେ ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଡାଲା ତଳେ ଚାପି ହୋଇଗଲେ ଗର୍ଭବତୀ ମହିଳା, ବର୍ତ୍ତିଗଲା ୫ ବର୍ଷୀୟ ପୁଅ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମପଞ୍ଚାୟତର ମୁଳାପାଳ ଗ୍ରାମରେ ଶନିବାର ଦିନ ଟ୍ରାକ୍ଟର ଓଲଟି ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମହିଳାଙ୍କ ୫ ବର୍ଷ ବୟସର ନାବାଳକ ପୁଅ ବର୍ତ୍ତି ଯାଇଛି। ମୃତ ମହିଳା ହେଲେ ଯମୁନା ସଏ (୨୫)।…
ଅଧିକ ଖବର ଦେଖନ୍ତୁ...

କିଏ ହେବେ ରାଇରଙ୍ଗପୁରରୁ ଜେଏମଏମର ବିଧାନସଭା ପ୍ରାର୍ଥୀ!

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବିଜେପି, ଜେଏମଏମ ଓ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେତିକି ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ସୁପର୍‌ଷ୍ଟାର୍‌ଙ୍କୁ ଟକ୍କର ଦେବାକୁ ଯୋଜନା: ନବୀନ ନିବାସରେ ସିନେ ତାରକା‌

ଭୁବନେଶ୍ବର: ଓଲିଉଡ୍‌ର ଚାରି ବଡ଼ ଚେହେରା ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଉଗାରୁଛନ୍ତି। ସେମାନଙ୍କୁ କାଉଣ୍ଟର୍‌ କରିବାକୁ ବିଜେଡି ବଡ଼ ଯୋଜନା ପ୍ରସ୍ତୁତ କରିଛି। ଓଲିଉଡ୍‌ର ଆଉ କିଛି ଜଣାଶୁଣା କଳାକାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ଦଳ। ନବୀନ ନିବାସରେ ଆଜି ହଠାତ ବହୁ…
ଅଧିକ ଖବର ଦେଖନ୍ତୁ...

ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ରାମଚନ୍ଦ୍ର କିମ୍ବା ଜଲେନ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ରାଇସେନ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି, ଜେଏମଏମ୍ କିମ୍ବା କଂଗ୍ରେସ ଦଳ କାହାକୁ ବି ପ୍ରାର୍ଥୀ ଘୋଷଣା ବର୍ତମାନ ସୁଦ୍ଧା କରିନାହିଁ। ଏଠାରେ ଦଳ ବିଜେପିର ପୂର୍ବତନ ବିଧାୟକ ନବଚରଣ…
ଅଧିକ ଖବର ଦେଖନ୍ତୁ...

ଗୋବିନ୍ଦରାୟପୁର ଓ ଯୁଗପୁରା ମସଜିଦ୍‌ରେ ନମାଜ ପାଠ ସହ ପାଳନ ହେଲା ଇଦ୍ ଉଲ୍ ଫିତର

ବେତନଟୀସଦର: ଆଜି ଏପ୍ରିଲ୍ ୧୧ ତାରିଖରେ ଓଡ଼ିଶାରେ ପାଳିତ ହେଉଛି ଇଦ୍ ଉଲ୍ ଫିତର୍। ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ଆଜି ବୁଧବାର ପାଳନ ହେଲାନାହିଁ ଇଦ। ଯାହାଫଳରେ ରମଜାନ ମାସର ୩୦ ଦିନ ଅର୍ଥାତ୍ ଆଜି ଏପ୍ରିଲ ୧୧ ତାରିଖ ଗୁରୁବାର ଦିନ ସାରା ଓଡ଼ିଶାରେ ମୁସଲମାନ ଭାଇଭଉଣୀମାନେ ଇଦ୍ ପାଳନ…
ଅଧିକ ଖବର ଦେଖନ୍ତୁ...

ଅଜଣା ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର, ପୁଲିସର ଛାନଭିନ୍‌ ଜାରି

ବେତନଟୀସଦର: ଅଜଣା ବ୍ୟକ୍ତିର କ୍ଷତାକ୍ତ ଶବ ଉଦ୍ଧାର। ବୈଶିଙ୍ଗା ଥାନା ଅଧୀନ ଦଲଦଲି ଗ୍ରାମ ଉପକଣ୍ଠ ଧାନ ବିଲରୁ ଜଣେ ଅଜଣା ଯୁବକଙ୍କ କ୍ଷତାକୁ ଶବ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ଦଲଦଲି ଗ୍ରାମର ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ବ୍ୟାପିଲାଣି ଯକ୍ଷ୍ମା: ୫ ବର୍ଷରେ ଚିହ୍ନଟ ହେଲେଣି ୧୮,୯୫୪

ବାରିପଦା: ସମସ୍ତ ପଦକ୍ଷେପ ସତ୍ତ୍ବେ ମୟୂରଭଞ୍ଜ ଜିଲ୍ଲାରେ କାୟାବିସ୍ତାର କରି ଚାଲିଛି ଯକ୍ଷ୍ମା। ସାମାଜିକ ବାସନ୍ଦ ଭୟରେ କେତେକ ରୋଗ ଲୁଚାଉଛନ୍ତି ତ ଆଉ କେତେକ ନିୟମିତ ଔଷଧ ସେବନ କରୁନଥିବାରୁ ରୋଗ ନିୟନ୍ତ୍ରଣ ହୋଇପାରୁନି। ସଚେତନତା ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୬ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଜେଏମ୍‌ଏମ୍, ଶଙ୍ଖ ଛାଡ଼ି ଧନୁତୀର ଧରିଲେ ଶତାଧିକ କର୍ମୀ

ରାଇରଙ୍ଗପୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ଚଳିତ ବିଧାନସଭା ନିର୍ବାଚନରେ ୧୬ଟି ଆସନରେ ପ୍ରାର୍ଥୀ ଦେବ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣ ମଣ୍ଡପଠାରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗଙ୍କ ସଭାପତିତ୍ୱରେ ଆ‌ୟୋଜିତ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଏହି…
ଅଧିକ ଖବର ଦେଖନ୍ତୁ...

ଶୁଖିଲା ପଡ଼ିଛି ସୋନ ଓ କାଳ ନଦୀଶଯ୍ୟା: ଦାୟରେ ଚାଷୀଙ୍କ ଜୀବନଜୀବିକା

କପ୍ତିପଦା: ସୋନ ଓ କାଳ ନଦୀରେ ଦୁଇଟି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଯାହାଦ୍ବାରା ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଅଧୀନ ଏକାଧିକ ବ୍ଲକ୍‌ର ହଜାର ହଜାର ଚାଷୀ ଉପକୃତ ହୁଅନ୍ତି। ହେଲେ ଏହି ଦୁଇନଦୀ ଏବେ ସତ୍ତା ହରାଇବାକୁ ବସିଲେଣି। କିଛି ଗଣ୍ଡକୁ ଛାଡ଼ିଦେଲେ ପୂରା ନଦୀ ଶୁଖିଯାଉଛି।…
ଅଧିକ ଖବର ଦେଖନ୍ତୁ...