ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ମଦ ମହାଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ବିଜେପି ତରଫରୁ ବିକ୍ଷୋଭ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ରାଜ୍ୟରେ ମଦ ମହାଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ କରାଯାଇଥିଲା। ଆୟକର ବିଭାଗ ପ୍ରାୟ ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କା, ବ୍ୟାଙ୍କ ଲକରରୁ ସୁନା ଇଟା, ଗହଣା, ଜମିଜମା…
ଅଧିକ ଖବର ଦେଖନ୍ତୁ...

ବ୍ୟବସ୍ଥାରେ ବିଡ଼ମ୍ବନା: ପାଇଖାନାରେ ସ୍ବାମୀଙ୍କ ସହ ରହୁଛନ୍ତି ୱାର୍ଡସଭ୍ୟ

ଉଦଳା-୧: ସେ ଜଣେ ଜନପ୍ରତିନିଧି। ତଥାପି ସରକାରୀ ସହାୟତାରୁ ବଞ୍ଚିତ। ଘର ନଥିବାରୁ ୱାର୍ଡସଭ୍ୟ ସ୍ତ୍ରୀ ସ୍ବାମୀଙ୍କ ସହ ଏବେ ସରକରୀ ପାଇଖାନାରେ ଦିନ କାଟୁଛନ୍ତି। ଏପରି ବିଡ଼ମ୍ବିତ ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରୁ। ସୂଚନା ଅନୁସାରେ; ଉଦଳା ବ୍ଲକ୍‌ ବଡ଼ଖମଣ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରରେ ବୃଦ୍ଧାଶ୍ରମ ଉଦଘାଟିତ: ପ୍ରଥମ ଦିନରେ ୯ ଜଣ ବୃଦ୍ଧବୃଦ୍ଧାଙ୍କୁ ସାହାରା ମିଳିଲା

ରାଇରଙ୍ଗପୁର: ରାଇରଙ୍ଗପୁର ପୌର ପରିଷଦର ପୁରୁଣାଘାଟି ୮ ନମ୍ବର ଓ୍ବାର୍ଡରେ ଜରାନିଵାସ କେନ୍ଦ୍ର ହେଲ୍ପ ଏଜର ଇଣ୍ଡିଆ,ନିଉ ଦିଲ୍ଲୀ ତରଫରୁ ଆଜୀମ ପ୍ରେମଜୀ ଫାଉଣ୍ଡେସନ ଏବଂ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଆରଡିଏସି ମିଳିତ ଆନୁକୂଲ୍ୟରେ ରାଜ୍ୟ ବିଜୁ ଶକ୍ତି ବିଭାଗର…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନର ବିଚିତ୍ର ବ୍ୟବସ୍ଥା: ଟୋକନ୍‌ ଆସିନି, ଖୋଲିଦେଲେ ମଣ୍ଡି

ବାରିପଦା: ଧାନ ଅମଳ ବେଳକୁ ଅଦିନିଆ ବର୍ଷା। ବିଲରେ ପାଚିଲା ଧାନ ଗଜା ‌ହେଲାଣି। ଓଦା ଧାନ ବି ଶୁଖି ନାହିଁ। ଫଳରେ ମୟୂରଭଞ୍ଜର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଯାହା ଧାନ ଅମଳ ହେବ, ତାକୁ ମଣ୍ଡିରେ ବିକ୍ରି କରିବାକୁ ସେମାନେ ଆଶା ବାନ୍ଧିଛନ୍ତି। ଧାନ ସଂଗ୍ରହ ପାଇଁ ପ୍ରଶାସନ ବି…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଭିତରେ ବସ୍ତାବସ୍ତା ପିଡିଏସ୍‌ ଚାଉଳ

ଉଦଳା/ଉଦଳା-୧: ଜଙ୍ଗଲ ଭିତରୁ ମିଳିଲା କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ପିଡିଏସ୍‌ ଚାଉଳ। ମୟୂରଭଞ୍ଜ ଜିଲ୍ଲା ଉଦଳାର ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ତେବେ ଖାଉଟିଙ୍କୁ ବଣ୍ଟାଯିବା ଲାଗି ଉଦ୍ଦିଷ୍ଟ ଥିବା ବସ୍ତା ବସ୍ତା ଚାଉଳ ଜଙ୍ଗଲ ଭିତରକୁ…
ଅଧିକ ଖବର ଦେଖନ୍ତୁ...

ନବୀକରଣ ପରେ ବି ଶୁଖିଲା ଓ ଅପରିଷ୍କାର; କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ଜଳାଶୟ ଆବର୍ଜନାରେ ହୋଇଛି ପରିପୂର୍ଣ୍ଣ

ରାଇରଙ୍ଗପୁର: ପୂର୍ବରୁ ଗାଁ ଏବଂ ସହରର ଜଳାଶୟ ଗୁଡିକ ଯୋଗୁଁ ଜଳ ସମସ୍ୟାରୁ ମୁକ୍ତି ମିଳୁଥିଲା। ବର୍ତ୍ତମାନ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର ଅଧିକାଂଶ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କିଛି ଜଳାଶୟ ପୁନଃରୁଦ୍ଧାର ଆଳରେ ଶୁଖିଲା ଓ ଅପରିଷ୍କାର ଅବସ୍ଥାରେ ରହିଛି।…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରରେ ସେବାସ୍ତମ୍ଭର ବାର୍ଷିକ ସମ୍ମିଳନୀ ଆୟୋଜିତ 

ରାଇରଙ୍ଗପୁର: ଅଖିଳ ଭାରତୀୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ‘ସେବାସ୍ତମ୍ବ’ ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁରର ବାର୍ଷିକ ସମ୍ମିଳନୀ ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡ଼ାକ ବଙ୍ଗଳାରେ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ ଚାଉଳ: ସନ୍ଦେହରେ ଦୁଇ ଅଟକ

ଉଦଳା: ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ରାସନର କେମିତି ଅପବ୍ୟବହାର ହେଉଛି ତାହା ଏବେ ଜଙ୍ଗଲ ଭିତରେ ପଡ଼ିଥିବା ପିଡିଏସ ଚାଉଳ ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୁବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ ପଡ଼ିଥିବାର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସ୍ମାରକପତ୍ର ଦେଲେ କ୍ରିୟାନୁଷ୍ଠାନ କମିଟିର ୧୮ଜଣିଆ ପ୍ରତିନିଧି ମଣ୍ଡଳୀ

ରାଇରଙ୍ଗପୁର: ଦୀର୍ଘ ଦିନର ଦାବି ଓ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ତରଫରୁ ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲା ଗଠନ ନେଇ ସବୁଜ ସଙ୍କେତ ମିଳିବା ପରେ ରାଇରଙ୍ଗପୁର ଜିଲା କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶେଷ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି। ଗତ ୫ତାରିଖରେ ସ୍ଥାନୀୟ ପିସିଏମ କ୍ଲବ…
ଅଧିକ ଖବର ଦେଖନ୍ତୁ...

ଏକଲବ୍ୟ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ

ରାଇରଙ୍ଗପୁର/ବାସିଙ୍ଗି: ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ କାଦୁଆଣିସ୍ଥ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ ପରିସରରେ ଦୁଇ ଦିନ ଧରି ୪ର୍ଥ ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠତ ହୋଇଯାଇଛି। ଚତୁର୍ଥ ଆନ୍ତଃ ଇଏମ୍ ଅର୍ ଏସ ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...