ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର…
ଅଧିକ ଖବର ଦେଖନ୍ତୁ...

୩ ହଜାରରୁ ଊର୍ଦ୍ଧ୍ବ ଶବ ସତ୍କାର କଲେଣି ‘ଲକ୍ଷ୍ମୀ’

ବାରିପଦା: ସାଧାରଣତଃ ମହିଳାମାନେ ଶ୍ମଶାନକୁ ଯାଆନ୍ତିନି କି ଶବସତ୍କାର କାର୍ଯ୍ୟରେ ସାମିଲ ହୁଅନ୍ତିନି ବୋଲି ଋଢ଼ିବାଦୀଙ୍କ ମଧ୍ୟ‌ରେ ବିଶ୍ବାସ ରହିଛି। ହେଲେ ଏହି ଚିରାଚରିତ ଧାରାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ହାତୀକୋଟ ଗ୍ରାମର ଶିବୁ ମୁଖୀଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳର ସୁରକ୍ଷା ନେଇ ଅଭିଯାନ ଆରମ୍ଭ 

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ତଥା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗୋଡା ଗ୍ରାମରେ ବନ କର୍ମଚାରୀ ଓ ଗୋରୁମହିଷାଣୀ ଥାନା ଅଧିକାରୀ ଦେବାଶିଷ ଶତପଥୀଙ୍କ ମିଳିତ ଉଦ୍ୟମରେ ଶିମିଳିପାଳ ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ବୀର ସହିଦ ରଘୁନାଥ ମାହାତ ଦେଶ କରମ ପରବ ଅନୁଷ୍ଠିତ

ରାଇରଙ୍ଗପୁର: ରାଇରଙ୍ଗପୁର ନିକଟସ୍ଥ ଦୁବୁଲାବେଡ଼ା ବୀର ସହିଦ ରଘୁନାଥ ମାହାତ ଦେଶ କରମ ପରବ ଆଖଡ଼ାରେ ପଞ୍ଚମ ବାର୍ଷିକ ଦେଶ କରମ ପରବ ବାମନଘାଟିରେ ସାତଦିନ ଧରି ଧୁମ୍‌ଧାମରେ ପାଳନ କରାଯାଇଛି। ସ୍ଥାନୀୟ ଖଡଖାଇ ନଦୀର ବୀର ସହିଦ ମୁଚିରାମ ମହାନ୍ତ କରମ ଘାଟରୁ ଜାୱା ବାଲି ଉଠାଇ…
ଅଧିକ ଖବର ଦେଖନ୍ତୁ...

ବଜାରରେ ଆଣ୍ଠୁଏ ପାଣି; ଜନସାଧାରଣ ହନ୍ତସନ୍ତ, ବଜାରର ୯୦ ପ୍ରତିଶତ ଅଞ୍ଚଳରେ ଡ୍ରେନ୍ ଜାମ୍

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ସବୁଠାରୁ ବଡ ହାଟ ହେଉଛି ଗୋରୁମହିଷାଣୀ ହାଟ। ଉକ୍ତ ହାଟ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ହୁଏ। ଏହି ହାଟରେ ପନିପରିବା, ଡ୍ରେସ୍, ଲୁହା ସାମଗ୍ରୀ, ବାଉଁଶ ତିଆରି ସାମଗ୍ରୀ, ମାଟି ହାଣ୍ଡି, ଛେଳି, କୁକୁଡା ସମେତ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା ଝାଡ଼ଖଣ୍ଡର କାର୍‌, ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ

ବେତନଟୀ ସଦର: ଝାଡ଼ଖଣ୍ଡର ଏକ ଦ୍ରୁତଗାମୀ କାର୍‌ (ଧଳା ରଙ୍ଗର ୱାଗନର) ଧକ୍କାରେ ଗତ ୧୨ ତାରିଖ ଦିନ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଗଡିଆ ଛକ ନିକଟରେ ଗୁରୁତର ହୋଇଥିବା ୨ ସ୍କୁଲ ଛାତ୍ରୀଙ୍କ ମଧ୍ୟରୁ ବୁଧବାର ରାତି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ବାଇକ୍‌ ଆରୋହୀ ଦଂପତିଙ୍କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦୁଆରଶୁଣୀ ଘାଟିରେ ଗୁରୁବାର ଅପରାହ୍‌ଣରେ ଦୁର୍ଘଟଣା ଘଟିଛି। ଟ୍ରକ୍‌ ସହିତ ବାଇକ୍‌ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ମାନେହେଲେ ବିଶୋଇ ବ୍ଲକ ଦେଉଳସାହିର ରବିନାରାୟଣ ଦାଶ (୪୮) ଓ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମିଆଁମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ତ୍ୱରାନ୍ଵିତ ହେଉଛି। ତେବେ, ଓଡ଼ିଶା ଉପରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ନଥିଲେ ସୁଦ୍ଧା ରାଜ୍ୟ ଉପରେ ମୌସୁମୀର ପ୍ରଭାବ ଦୁର୍ବଳ ଅବସ୍ଥାରେ ରହିଛି। ଅନ୍ୟପଟେ ବାୟୁମଣ୍ଡଳର ୧.୫ କିମି ଉଚ୍ଚତାରେ ଏକ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରରେ ଧୁମ୍‌ଧାମ୍‌ରେ କରମ ପରବ ପାଳିତ

ରାଇରଙ୍ଗପୁର: ପ୍ରକୃତି ପ୍ରତି ସମର୍ପିତ ଏବଂ ଭାଇ ଭଉଣୀଙ୍କ ଅତୁଟ ପ୍ରେମର ପର୍ବ "କରମ ପରବ" ରାଇରଙ୍ଗପୁର କଲେଜଛକ ସନ୍ନିକଟ ନୂଆଗାଁ ମୌଜାର ୨୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଇରଙ୍ଗପୁର ଦେଶକରମ ଆଖଡ଼ାରେ ବଡ଼ ଧୂମ୍ ଧାମରେ ପାଳିତ ହୋଇଯାଇଛି । ଓଡିଶା କୁଡୁମି ସମାଜ, ରାଇରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...