ଅନୁସନ୍ଧାନ କରୁଥିବା ବର୍ଗ
ମୟୂରଭଞ୍ଜ
ପୁଣି ଥରେ ସନାତନଙ୍କ ଉପରେ ଭରସା ରଖିଲା ବିଜେପି: ଟିକେଟ୍ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ
ବେତନଟୀସଦର: ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୧୧୨ଟି ଆସନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନିଜର ୨୨ଜଣ ସିଟିଂ ବିଧାୟକଙ୍କ ମଧ୍ୟରୁ ୧୭ଜଣଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବାଲେଶ୍ୱର ସାଂସଦୀୟ କ୍ଷେତ୍ର ଅଧୀନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଡକାୟତି ପାଇଁ ଯୋଜନା କରୁଥିଲେ; ୩ ଅଭିଯୁକ୍ତ ଗିରଫ, ଅନ୍ୟ ୩ ଜଣ ଚମ୍ପଟ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୁଲିସକୁ ମିଳିଲା ବଡ ସଫଳତା। ଡକାୟତି ଯୋଜନା ବେଳେ ମାଡିବସି ତିନିଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ୩ ଜଣ ଚମ୍ପଟ ମାରିଛନ୍ତି। ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ସଢେଇକଳା-ଖରସୁଆଁ ଜିଲ୍ଲା ଆଦିତ୍ୟପୁର ଥାନା ଅର୍ନ୍ତଗତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପିଆଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଦ୍ୱାରାଶୁଣୀ ଘାଟିରେ ଦୁର୍ଘଟଣା। ପିଆଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର। ଟ୍ରକଟି ନାସିକରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଏଥିରେ ନିଆଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବଡ଼ସାହି ନିର୍ବାଚନମଣ୍ଡଳୀର ପାଣିପାଗ ସରଗରମ: ଗଣେଶ୍ବରଙ୍କ ବିରୋଧରେ ପୁଣି ମେଳି
ବାରିପଦା/ବେତନଟୀ: ପ୍ରାର୍ଥୀ ଘୋଷଣା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଗଣେଶ୍ବର ପାତ୍ରଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମୀ। ଗଣେଶ୍ବରଙ୍କ ବିରୋଧୀ ଆଜି ଏକଜୁଟ୍ ହୋଇ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବେତନଟୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
ରାଇରଙ୍ଗପୁର: ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସାଂସଦ ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନାମରେ ମୋହର ମାରିଛନ୍ତି। ଏହାକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ରାଜନୀତି ପାଣିପାଗ ସରଗରମ ହୋଇପଡିଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
‘ଏନ୍ଆରଏଚ୍ଏମ୍’ର ଓପିଡି ଓ ଆଇପିଡି ନିର୍ମାଣ କାର୍ଯ୍ୟ କେବେ ସରିବ?
ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ର ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅନତି ଦୂରରେ ଥିବା ଅପେରା ପଡିଆ ନିକଟରେ ଏନ ଆର ଏଚ ଏମ ବିଭାଗ ତଦାରଖରେ ନିର୍ମାଣଧୀନ ନୂତନ ଓପିଡି ଆଇପିଡି କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଛି। ସୂଚନା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସୁରକ୍ଷା ବଳୟ ଭାଙ୍ଗି ଶିମିଳିପାଳରେ ଅଖଣ୍ଡ ଶିକାର: ଦଳବଳ ସହ ବନ୍ଧୁକ ଧରି ପଶିଲେ
ବାରିପଦା/ଉଦଳା-୧: ଶିମିଳିପାଳର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଗୋଟିଏ ରାତିରେ ପାଦରେ ଦଳିଦେଲେ ଶିକାରୀ। ବନ ବିଭାଗ ଓ ସଶସ୍ତ୍ର ପୁଲିସ ପହରାକୁ ଫୁ’ କରି ଦେଶୀ ବନ୍ଧୁକ, ଧନୁତୀର, ବର୍ଚ୍ଛା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଦଳବଳ ସହ ଖାଲି ଅଭୟାରଣ୍ୟରେ ପଶିଲେନି, ଅଖଣ୍ଡ ଶିକାର ବି କଲେ। ଖବର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ହୋ ଜାତିର ପ୍ରାଥିଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି
ରାଇରଙ୍ଗପୁର: ଆଦିବାସୀ ହୋ ଭାଷାର ସମ୍ବିଧାନିକ ମାନ୍ୟତା ଦାବିରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସର୍ବ ଭାରତୀୟ ସ୍ତରରେ ଆନ୍ଦୋଳନ ସହିତ ଦାବି ହୋଇ ଆସୁଛି। ଓଡ଼ିଶାରେ ହୋ ଭାଷାକୁ ଦ୍ଵିତୀୟ ରାଜଭାଷାର ମାନ୍ୟତା ପାଇଁ ମଧ୍ୟ ଦାବି ହେଉଛି। ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ହୋ ଭାଷାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମୟୂରଭଂଜ ଜିଲ୍ଲାରେ ହୁ ହୁ ହୋଇ ବୃଦ୍ଧି ପାଉଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା
ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଓ ପାଂଚପୀଢ଼ ଉପଖଣ୍ଡ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ। ଉକ୍ତ ଦୁଇ ଉପଖଣ୍ଡର ଟିବି (ଯକ୍ଷ୍ମା) ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଖଣି ଖାଦାନ ଅଂଚଳରେ ଅଧିକ ସଂକ୍ୟାରେ ରୋଗୀ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମୟୂରଭଂଜ ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ସ୍ବାଗତ କଲେ କର୍ମୀ, ସମର୍ଥକ
ରାଇରଙ୍ଗପୁର/ତିରିଂ: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ପାଇଁ ଦଳ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନାମରେ ମୋହର ମାରିଛି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ତିରିଂ ବ୍ଲକର ବିଭିନ୍ନ ଅଞ୍ଚଳକୁ ଶୁକ୍ରବାର ନବ ଚରଣ ମାଝୀଙ୍କ ପ୍ରଥମ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...