ନବରଙ୍ଗପୁର : ପିକ୍ ଅପ ଓ ବାଇକ ମୁହାଁ ମୁହିଁ ଧକ୍କା, ଦମ୍ପତ୍ତି ମୃତ

0

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ମୂଖ୍ୟ ରାସ୍ତାର ସରଗୁଲି ଠାରେ ପିକ୍ ଅପ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା  ସ୍ବାମୀ ଓ ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଉମରକୋଟ ବ୍ଲକ ର ସୁକିଗାଁ ଗ୍ରାମର ଦେବସିଂ ଲୋହରା(୫୫) ଓ ତାଙ୍କ ସ୍ତ୍ରୀ ସରାମଣୀ ଲୋହରା(୪୮) ଉଭୟେ ନିଜ ବାଇକ ଯୋଗେ ଦେଉଳପାରା ରୁ ଉମରକୋଟ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.