ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ପାଇଁ ମତଦାନ ସମୟ ନିର୍ଘଣ୍ଟ ପ୍ରକାଶ

ଭୁବନେଶ୍ବର: ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରରେ ନଜରବନ୍ଦୀ ଥିବା ୨୦ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର, ମଜୁରୀ ମାଗିଲେ ଖାଉଥିଲେ ମାଡ଼

ନବରଙ୍ଗପୁର: ନଜରବନ୍ଦୀରେ ଥିବା ୨୦ ଜଣ ନିର୍ଯାତିତ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରର ପେଦାପଡିରୁ ଉଦ୍ଧାର କରିଛି ପ୍ରଶାସନ। ଏହି ଶ୍ରମିକମାନଙ୍କୁ ମଜୁରୀ ମାଗିଲେ ମିଳୁଥିଲା ମାଡ଼। ଏବେ ବି ଫସିରହିଛନ୍ତି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୧୪ ଜଣ ଶ୍ରମିକ। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଭୁଜବଳଙ୍କ ପ୍ରାର୍ଥିତ୍ବକୁ କଂଗ୍ରେସରେ ବିରୋଧ, ପଦବିରୁ ଇସ୍ତଫା ଦେଲେ ନେତା

ନବରଙ୍ଗପୁର: ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାପରେ ଦଳ ଭିତରେ ବିରୋଧର ସ୍ବର ତେଜିଛି। ଅସନ୍ତୁଷ୍ଟ ଗୋଷ୍ଠୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଭୁଜବଳ ମାଝୀ ପରିବାରବାଦ ରାଜନୀତିକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବେ ବାପା ଓ ଝିଅ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଜନୀତିରେ ପ୍ରଥମ ତଥା ବିରଳ ଘଟଣା। ନବରଙ୍ଗପୁର ଜିଲ୍ଲାର ସମସ୍ତ ୪ଟି ଯାକ ବିଧାନସଭା ଆସନରେ କଂଗ୍ରେସ ନୂଆମୁହଁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାପା ଏବଂ ଝିଅ ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଛନ୍ତି। ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ସଂସଦୀୟ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟ ଭାଈଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୪ ବାପ-ପୁଅ 

ରାଇଘର: ପୈତୃକ ଜମି ଭାଗବଣ୍ଟାକୁ ନେଇ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ବଚସା ହୋଇଛି। ଶେଷରେ ୪ ଜଣ ବାପ-ପୁଅ ମିଶି ସଂପର୍କୀୟ ଭାଇଙ୍କୁ ରାସ୍ତାରେ ଗୋଡେଇ ଗୋଡଇ ପିଟିବା ସହ ନିସ୍ତୁକ ମାଡ଼ ମାରିଛନ୍ତି।ଏହିି ଘଟଣାର ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ନର୍ସରି ଛାତ୍ରକୁ ନିସ୍ତୁକ ମାଡ଼ ମାରିଲେ ଘରୋଇ ବିଦ୍ୟାଳୟର ଶିକ୍ଷକ, ଅଭିଯୁକ୍ତ ଗିରଫ

ରାଇଘର: ଶିକ୍ଷା ଅନୁଷ୍ଠାନକୁ ଦଣ୍ଡ ମୁକ୍ତ ଅଂଚଳ ଭାବେ ସରକାର ଘୋଷଣା କରିଥିବା ବେଳେ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷକ ୫ ବର୍ଷ ବୟସର ଶିଶୁକୁ ନିସ୍ତୁକ ମାଡ଼ ମାରିବା ଘଟଣା ପଦାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରାଣ୍ଡିସ୍ଥିତ ସହିଦ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ବୈଠକ

ଭୁବନେଶ୍ବର: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ନାଗାଗୁଡ଼ାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଂଚାୟତ ଅନ୍ତର୍ଗତ ନାଗାଗୁଡ଼ା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଝରିଗାଁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ପ୍ରକାରେ…
ଅଧିକ ଖବର ଦେଖନ୍ତୁ...

ଉମରକୋଟରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଉମରକୋଟ: ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି ସେ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ। ଏକ ଚା’ ଦୋକାନରେ ବସି ବିଜେପି କର୍ମୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ଜୀବନ

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି. ଈଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର ରାଓ…
ଅଧିକ ଖବର ଦେଖନ୍ତୁ...