ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ବନ ବିଭାଗ ପକ୍ଷରୁ ବାଘ ଛାଲ ଓ ବନ୍ୟଜନ୍ତୁ ଅବଶେଷ ଜବତ, ୩ ଅଭିଯୁକ୍ତ ଗିରଫ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଏବଂ ଛତିଶଗଡ଼ ଅନ୍ତର୍ଗତ ଇନ୍ଦଗାଓଁ ବନ ବିଭାଗ ପକ୍ଷରୁ ଆଜି ମିଳିତ ଚଢାଉ କରି ଏକ କଲରା ପତରିଆ ବାଘ ଛାଲ , ହରିଣ ସିଙ୍ଘ ଓ କିଛି ବନ୍ୟଜନ୍ତୁ ଅବଶେଷ ସହିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାପଡିଛି | ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ଉମରକୋଟରେ ଆରମ୍ଭ ହେଲା ପାଇରୋଲାଇଜର ପ୍ଲାଣ୍ଟ

ଉମରକୋଟ : ଏଲ୍‌ପିଜି, ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ତେଲ ଓ ରନ୍ଧନ କୋଇଲା ଉତ୍ପାଦନ କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍‌। ଦେଶର ପ୍ରଥମ ମୋବାଇଲ ପାଇରୋଲାଇଜର ପ୍ଲାଣ୍ଟ୍‌ ସ୍ଥାନୀୟ କୃଷି ବିଭାଗ ଫାର୍ମରେ ଆଜି ଉଦ୍‌ଘାଟିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

୫ଟି- ହୋର୍ଡିଂ ଦେଖି ରାଗିଗଲେ କେନ୍ଦ୍ରମନ୍ତ୍ରୀ, ତାଗିଦ୍‌ ପରେ ହଟାଇଦେଲେ ସିଡିଏମ୍‌ଓ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅକ୍ସିଜେନ୍‌ ପ୍ଲାଣ୍ଟ ବାହାରେ ୫-ଟି ହୋର୍ଡିଂ ଦେଖିବାପରେ ରାଗି ଯାଇଥିଲେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବିଭାଗ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ତୁରନ୍ତ ଏହାକୁ ହଟାଇବାକୁ ତାଗିଦ୍‌ କରିଥିଲେ। ଏହାପରେ ସିଡିଏମ୍‌ଓ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ବଜାରର ଗୋଟିଏ ଭିଡିଓ ବିଳମ୍ବିତ ରାତିର ଭୟଙ୍କର ସତକୁ ଉଜାଗର କରିଛି। ଜଣେ ମାନସିକ ଦିବ୍ୟାଙ୍ଗ ସହ ଦୁଷ୍କର୍ମ ଭଳି ପାଶବିକ ଅତ୍ୟାଚାର ହୋଇଛି। ଥରେ ନୁହଁ ବାରମ୍ବାର ଦିବ୍ୟାଙ୍ଗ ସହ ଏକାଧିକ ମଦ୍ୟପ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଦୁଇ ଦିନ ତଳର…
ଅଧିକ ଖବର ଦେଖନ୍ତୁ...

ବାଇକ ଧକ୍କାରେ ଜଣେ ମୃତ, ଦୁଇ ଆହତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଣୁଆ ଗୁଡ଼ା ନର୍ସରୀ ନିକଟରେ ଆଜି ଦିନ ୧୨ଟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ବାଣୁଆଗୁଡା ଗ୍ରାମର ରାଜି ଗୌଡ଼ (୩୦) ବୋଲି ଜଣା ପଡିଛି। ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମଣପୁର ଗ୍ରାମକୁ ଜାଳିଦେଲେ! ଲକ୍ଷାଧିକ ଟଙ୍କାର ସାମଗ୍ରୀ ଛାରଖାର

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ନାକଟିସିମୋଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। କେହି ଜାଣିଶୁଣି ସଂପୂର୍ଣ୍ଣ ଗାଁରେ ନିଆଁ ଲଗାଇ ଦେଇଥିବା ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି। ନକ୍ସଲ ନା କେହି ଦୁର୍ବୃତ୍ତ…
ଅଧିକ ଖବର ଦେଖନ୍ତୁ...

ଚୋରି କରି‌ ନେଇ ଯାଇଥିଲେ ‌‌‌ଚୋର, ୧୭ ବାଇକ୍‌ ଉଦ୍ଧାର କଲା ପୁଲିସ୍‌, ୪ ଅଭିଯୁକ୍ତ ଗିରଫ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପୁଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରିରେ ସଂପୃକ୍ତ ଥିବା ୪ ଆସାମୀକୁ ପୁଲିସ ଗିରଫ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ୧୭ଟି ଚୋରା ବାଇକ୍ ପୁଲିସ ଜବତ କରାଯାଇଛି। ୪ ଆସାମୀ ହେଲେ ଡ଼ାବୁଗାଁ ଥାନା ସଦର ଡଙ୍ଗରିଗୁଡ଼ାର…
ଅଧିକ ଖବର ଦେଖନ୍ତୁ...

ଉମରକୋଟ ସରକାରୀ ତାଲିମ ଶିଳ୍ପ କେନ୍ଦ୍ର: ପଙ୍ଖାରେ ଝୁଲିପଡ଼ିଲେ ସହକାରୀ ପ୍ରଶିକ୍ଷିକା, ୫ ବର୍ଷରେ ଜୀବନ ହାରିଲେଣି ୩ ଜଣ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଥିବା ସରକାରୀ ତାଲିମ ଶିଳ୍ପ କେନ୍ଦ୍ରରେ ପୁଣି ଜଣେ କର୍ମଚାରୀ ଜୀବନ ହାରିଛନ୍ତି। ଏଠାରେ କାର୍ଯ୍ୟରତ ସହକାରୀ ପ୍ରଶିକ୍ଷିକା ଜୟଲକ୍ଷ୍ମୀ ହେମ୍ବ୍ରମ୍‌ (୪୨)ଙ୍କ ଲାଇବ୍ରେରୀ ରୁମରେ ପଙ୍ଖାରେ ଝୁଲିପଡ଼ିଛନ୍ତି। ଏଥି ସହିତ ବିଗତ ୫ ବର୍ଷରେ ଏହି…
ଅଧିକ ଖବର ଦେଖନ୍ତୁ...

ଛୁରାମାଡ କରି ମୋବାଇଲ ଲୁଟିଲେ, ଗୁରୁତର ଯୁବକଙ୍କୁ କୋରାପୁଟ ସ୍ଥାନାନ୍ତରିତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗି ସଲପା-ଅଣ୍ଟାସର ରାସ୍ତାର ପଣ୍ଡାଗୁଡା ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ମୋବାଇଲ ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦିଗି ଗ୍ରାମର ତ୍ରିନାଥ ମହାନ୍ତି ଅନ୍ୟ ଜଣେ ସାଙ୍ଗ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟ ଭାଇ ହାତରେ ଗଲା ଯୁବକଙ୍କ ଜୀବନ, ଅଭିଯୁକ୍ତ ଥାନାରେ ଅଟକ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ପୋଡାପଲା ଗ୍ରାମରେ ସମ୍ପର୍କୀୟ ଭାଇ ହାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଖାତିଗୁଡା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗଙ୍ଗାଧର ଜାନି ତାଙ୍କ ସ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...