ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ରାସ୍ତା ତଳକୁ ଖସି ପଡ଼ିବାରୁ ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ସୌଭାଗ୍ୟବଶତଃ ସାଂସଦଙ୍କ ସମେତ ତାଙ୍କ ଡ୍ରାଇଭର ଓ ପିଏସ୍‌ଓ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ବାହାରି ରାୟପୁରରେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ପୁତୁରାର ଏକୋଶିଆରେ ଯୋଗ ଦେବାକୁ ଯାଉଥିଲେ ଦାଦା, ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଝରିଗାଁ: ପୁତୁରାର ଏକୋଶିଆରେ ଯୋଗ ଦେବାକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ଦାଦାଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମୀ ଜମଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ନକୁଳ ଗୌଡ଼ (୩୭)। ସୂଚନା ପ୍ରକାରେ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ରମେଶ ମାଝୀ

ନବରଙ୍ଗପୁର: ବିଳମ୍ବିତ ରାତିରେ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେଅଳ୍ପକେ ବର୍ତ୍ତିଯାଇଛନ୍ତି ରମେଶ ମାଝୀ। ସେ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ଦୁଇଟା ସମୟରେ ନବରଙ୍ଗପୁର ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ରାୟପୁର…
ଅଧିକ ଖବର ଦେଖନ୍ତୁ...

ବୁଲେଟ୍‌ ସୋ’ରୁମ୍ ନାମରେ ନବରଂଗପୁରରୁ ୨୭ ଲକ୍ଷ ଟଙ୍କା ଠକିଥିଲେ ୨ ବିହାରୀ ଯୁବକ, ବେଙ୍ଗାଲୁରୁରୁ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ବୁଲେଟ୍‌ ସୋ’ ରୁମ୍ ନାରେ ୨୭ ଲକ୍ଷ ଟଙ୍କା ଠକି ଥିବା ୨ ଜଣ ବିହାରୀ ଯୁବକଙ୍କୁ  ଉମରକୋଟ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ହବିଉର ରହେମାନ୍‌ (୩୨) ଓ ମହମ୍ମଦ ମସରୁଲ ଆଲ୍ଲମ (୨୫)। ଉମରକୋଟ…
ଅଧିକ ଖବର ଦେଖନ୍ତୁ...

ବି‌ଜେଡିରେ ବଢ଼ୁଛି ସସ୍‌ପେନସ୍: ନବରଙ୍ଗପୁରରୁ ରମେଶ ନା ପ୍ରଦୀପ?

ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ର‌ରେ ବିଜେଡିର ସାଂସଦ ପ୍ରାର୍ଥୀକୁ ନେଇ ସସପେନସ୍ ବଢ଼ିବାରେ ଲାଗିଛି। ରମେଶ ନା ପ୍ରଦୀପ ମାଝି କାହାକୁ ଦଳ ପ୍ରାର୍ଥୀ କରିବ, ତାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡି…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର-ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ରଖହରି ବାଘ (୪୮)। ଗୁରୁତର ଜଣକ ହେଲେ କ୍ଷୀରସିନ୍ଧୁ…
ଅଧିକ ଖବର ଦେଖନ୍ତୁ...

‘ଏସ୍‌ବିଆଇ’ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲା ପୁଲିସ; ୫ ଅନ୍ତରାଜ୍ୟ ଲୁଟେରା ଗିରଫ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଲୁଟ୍‌ ଘଟଣାରେ ପୁଲିସ ୫ ଅନ୍ତରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା,…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଏଟିଏମରୁ ଲୁଟ୍‌, ନିଆଁ ଲାଗି ପୋଡ଼ିଗଲା ଟଙ୍କା‌

ନବରଙ୍ଗପୁର: ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏକ ଏସ୍‌ବିଆଇ ଏଟିଏମରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତ ଏଟିଏମ୍‌ ମେସିନକୁ କଟର୍‌ରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି। କଟର ରେ କାଟିଥିବାରୁ ଏଟିଏମ୍‌ରେ ନିଆଁ ଲାଗି ଥିବା ବେଳେ ଖବର…
ଅଧିକ ଖବର ଦେଖନ୍ତୁ...

କୋକେଇରେ ୨୦ କିମି ବୁହାହେଲା ଶବ: ଶବ ନେବାକୁ ମିଳିଲାନି ପ୍ରଶାସନ, ରାଜନେତାଙ୍କ ସହଯୋଗ

ନବରଙ୍ଗପୁର: ଗରିବ ବୋଲି ପତ୍ନୀଙ୍କ ଶବ ନିଜ ଗାଁକୁ ନେବାକୁ ଅସୁବିଧାରେ ପଡ଼ିଲେ। ପ୍ରଶାସନ କିମ୍ବା ରାଜନେତାଙ୍କୁ ଗୁହାରି ସତ୍ତ୍ବେ ସହଯୋଗ‌ର ହାତ ବଢ଼ିଲା ନାହିଁ। ଶେଷରେ ସଂପର୍କୀୟଙ୍କ ସହାୟତାରେ ୨୦କିଲୋମିଟର କୋକେଇ କାନ୍ଧେଇ ନିଜ ଗାଁକୁ ଚାଲି ଚାଲି ଗଲେ। ନବରଙ୍ଗପୁର ଜିଲ୍ଲାର ଏହି ଦାନ…
ଅଧିକ ଖବର ଦେଖନ୍ତୁ...

ପୁଣି କାଉଡ଼ୋଲା ଅଞ୍ଚଳରେ ଚଢାଉ: ୧୦ ହଜାରରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧନରା ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଚାଷ ଉପରେ କୁନ୍ଦେଇ ପୁଲିସ ଚଢାଉ କରି ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ ନଷ୍ଟ କରିବାର କିଛି ଦିନ ବିତି ଯାଇଥିବା ବେଳେ ଆଜି ପୁଣି ଥରେ ଧୁଙ୍ଗିଆଡିହୀ…
ଅଧିକ ଖବର ଦେଖନ୍ତୁ...