ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ନୟାଗଡ଼ରୁ ଛାତ୍ରଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ

ନୟାଗଡ଼: ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ପଶ୍ଚିମବଙ୍ଗ ପୁଲିସ ନୟାଗଡ଼ର ଜଣେ ଡିପ୍ଲୋମା ଛାତ୍ରଙ୍କୁ ଉଠାଇ ନେଇଛି। ଦୁଇଦିନ ଧରି ପଶ୍ଚିମବଙ୍ଗ ପୁଲିସ ଏଠାରେ ଡେରା ପକାଇ ଉକ୍ତ ଛାତ୍ରଙ୍କୁ ଖୋଜାଖୋଜି କରି ଧରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରି ହେପାଜତକୁ…
ଅଧିକ ଖବର ଦେଖନ୍ତୁ...

କାର୍ ଧକ୍କାରେ ଯୁବକ ଗୁରୁତର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳିଆ ଛକ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ କାର ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ଦାସ। ତାଙ୍କ ଘର ସୁବଳିଆ ଗାଁରେ। ବସନ୍ତ ଆଜି ସକାଳେ ନିଜ ବିଲରୁ ବିଲାତି ବାଇଗଣ ତୋଳି ନୟାଗଡ଼ ବଜାରକୁ…
ଅଧିକ ଖବର ଦେଖନ୍ତୁ...

ମହାନଦୀ: ଅନ୍ୟ ଏକ ନାଁ ଓଡ଼ିଶାର ମରୁଭୂମି!

କଣ୍ଟିଲୋ: କୁହାଯାଏ ନଦୀର ମଧ୍ୟ ଜୀବନ ଥାଏ। କିନ୍ତୁ ମହାନଦୀର ସାମ୍ପ୍ରତିକ ସ୍ଥିତି ଦେଖିଲେ ଲାଗେ ଯେ କିଛି ବର୍ଷ ମଧ୍ୟରେ ହୁଏତ ମରୂଭୂମି ପାଲଟିଯିବ ଓଡ଼ିଶାର ଜୀବନରେଖା ପାଲଟିଥିବା ଚିରସ୍ରୋତା ମହାନଦୀ। ବିଗତ ୧୫ରୁ ୨୦ ବର୍ଷ ମଧ୍ୟରେ କ୍ରମାଗତ ଭାବେ ମହାନଦୀ ଗର୍ଭରେ ଜଳପ୍ରବାହ ହ୍ରାସ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ତାତି, ହ୍ରାସ ପାଉଛି କୁଆଁରିଆ ଜଳସ୍ତର: ମାର୍ଚ୍ଚରେ ଅଛି ୨୮ ପ୍ରତିଶତ ପାଣି

ଦଶପଲ୍ଲା: ତାତି ବଢ଼ିବା ସାଙ୍ଗକୁ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି କୁଆଁରିଆ ଜଳଭଣ୍ତାରର ଜଳସ୍ତର। ଯାହାକି ବର୍ତ୍ତମାନ ଜଳ ଭଣ୍ତାରରେ ମାତ୍ର ୨୮ ପ୍ରତିଶତ ପାଣି ଥିବା ଜଳସମ୍ପଦ ବିଭାଗ ଏସ୍‌ଡିଓ ସୁମିତ୍ କୁମାର ଜେନା କହିଛନ୍ତି। ମାର୍ଚ୍ଚରେ ଜଳଭଣ୍ତାରର ଏଭଳି ସ୍ଥିତି ଉପରେ ନଜର ପକାଇଲେ…
ଅଧିକ ଖବର ଦେଖନ୍ତୁ...

୫ ପଞ୍ଚାୟତ ପାଇଁ ପାଲଟିଥାନ୍ତା ଜୀବନରେଖା: ଘୋଷଣାରେ ରହିଗଲା ଗୁଣ୍ଠୁଣିରେ ଆନିକଟ ନିର୍ମାଣ

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ଗୁଣ୍ଠୁଣି ପଞ୍ଚାୟତ ଅଧୀନ ଡାହୁକା ନଦୀରେ ଆନିକଟ ନିର୍ମାଣ ପ୍ରକଳ୍ପ ଫାଇଲ ତଳେ ଅଟକିଥିବା ବେଳେ ୫ ପଞ୍ଚାୟତର ଶତାଧିକ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣ୍ଠୁଣି ଗ୍ରାମ…
ଅଧିକ ଖବର ଦେଖନ୍ତୁ...

କାହା ସ୍ବାର୍ଥରେ ମାର୍କେଟ କଂପ୍ଲେକ୍ସ ବିଲ୍ଡିଂ? ନିର୍ମାଣ ପରେ ଥଇଥାନ ହେଉନାହାନ୍ତି ବ୍ୟବସାୟୀ

ଦଶପଲ୍ଲା: ବର୍ଷବର୍ଷ ଧରି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଅନେକ ବ୍ୟବସାୟୀ ଏବେ ବାରଦୁଆର ଘୂରି ବୁଲୁଛନ୍ତି। କିଛି ମାସ ମଧ୍ୟରେ ବିଲ୍ଡିଂ ନିର୍ମାଣ କରି ଥଇଥାନ କରିବା ପାଇଁ ଏନ୍ଏସି ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରତିଶ୍ରୁତି ମିଳିଥିଲା। ସେହି ଅନୁଯାୟୀ ପ୍ରାୟ ୧୫ ଜଣ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରକୁ ମାଡ଼ିଗଲେଣି ଉଠାଦୋକାନୀ: ନଷ୍ଟ ହେଉଛି ଶ୍ରୀରଘୁନାଥଙ୍କ କ୍ଷେତ୍ର

ଓଡ଼ଗାଁ: ଓଡ଼ଗାଁ ଏନ୍ଏସିରେ ଉଠାଦୋକାନୀ ଦିନକୁ ଦିନ କାୟା ମେଲାଇବାରେ ଲାଗିଛନ୍ତି। ଧୀରେ ଧୀରେ ରାସ୍ତା ଉପରକୁ କବ୍‌ଜା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଦୋକାନୀ ଶ୍ରୀରଘୁନାଥଙ୍କ କ୍ଷେତ୍ରକୁ ନଷ୍ଟ କରିବାକୁ ବସିଛନ୍ତି। ଫଳରେ ରାସ୍ତାରେ ଯାଉଥିବା ଦ୍ରୁତଗାମୀ ବସ୍‌, ଟ୍ରକ୍…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ୪ ହଜାର ୨ ଶହ ହେକ୍ଟରରୁ ତୋଳାଯିବ: ୧୫ ଶହ କ୍ବିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ

ଦଶପଲ୍ଲା: ପାଗ ଅନୁକୂଳ ହେଉଥିବା ବର୍ଷମାନଙ୍କରେ ଭଲ କେନ୍ଦୁପତ୍ର ସଂଗ୍ରହ ହୋଇଥାଏ। ମାତ୍ର ଯେଉଁ ବର୍ଷ କାଳବୈଶାଖୀ ପ୍ରଭାବରେ ଝଡ଼ିବର୍ଷା ସାଙ୍ଗକୁ କୁଆପଥର ବର୍ଷା ହେଉଛି ସେହିବର୍ଷ ପତ୍ର ସଂଗ୍ରହରେ ବାଧକ ସୃଷ୍ଟି ହେଉଛି। କିନ୍ତୁ ଚଳିତବର୍ଷ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ରହିଛି ପାଗ…
ଅଧିକ ଖବର ଦେଖନ୍ତୁ...

ଶିମିଳିସାହିଠାରୁ ବାଲଣ୍ତା ଆର୍‌ଡି ରାସ୍ତା ନିର୍ମାଣ: ଅବଧିର ବର୍ଷେ ପରେ ବି ୭୦ ପ୍ରତିଶତ ବାକି

ନୂଆଗାଁ: ନୂଆଗାଁ ବ୍ଲକ୍‌ ଜାକେଡ଼ା ପଞ୍ଚାୟତରୁ ପାରାଢିପି ପଞ୍ଚାୟତକୁ ରାସ୍ତା ସଂଯୋଗୀକରଣ ପାଇଁ ୨୦୨୨ ଏପ୍ରିଲ ମାସରେ ଜନସାଧାରଣଙ୍କୁ ନେତା ଓ ପ୍ରଶାସନ ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଠିକାସଂସ୍ଥାକୁ ୧…
ଅଧିକ ଖବର ଦେଖନ୍ତୁ...

ତାତି ବଢ଼ାଉଛି ଇଟାଭାଟି: ଧୂଆଁରେ ଅତିଷ୍ଠ ସାଧାରଣ ଜନତା

ଖଣ୍ଡପଡ଼ା: ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଇଟାଭାଟି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ବେଆଇନ ଇଟାଭାଟି ଯୋଗୁ କିଛିଦିନ ହେବ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଜନବସତି, ରାସ୍ତାକଡ଼, ନଇପଠା, ଗୋଚର ଜମି, ଜଙ୍ଗଲ ଜମିରେ ପ୍ରତ୍ୟେକ ସ୍ଥାନରେ ଏଭଳି ମାଳମାଳ ବେଆଇନ…
ଅଧିକ ଖବର ଦେଖନ୍ତୁ...