ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ହାଇୱ। ଧକ୍କାରେ ଯୁବକ ମୃତ: ଫତେଗଡ଼-ଖଣ୍ଡପଡ଼ା ରାସ୍ତା ଟାୟାର ଜାଳି ଅବରୋଧ

ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ପଶ୍ଚିମ ପଟେ ରାତି ବାରଟା ସମୟରେ ହାଇୱ। ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଫତେଗଡ଼-ଖଣ୍ଡପଡ଼ାକୁ ସଂଯୋଗ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି (ଶୁକ୍ରବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ, ବାହରିଚ, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଢ଼ଉ: ବାପ-ପୁଅ, ଝିଅ-ଜ୍ବାଇଁଙ୍କ ସମେତ ୫ ଶିକାରୀ ଗିରଫ

ନୟାଗଡ଼/ଗଣିଆ: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ପକ୍ଷରୁ ନୟାଗଡ଼ ଓ ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ୫ଜଣଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କ ଘର ବୌଦ୍ଧ ଜିଲ୍ଲା‌ରେ ହୋଇଥିବା ବେଳେ ୩ ଜଣଙ୍କୁ ନୟାଗଡ଼ ଗଣିଆର ଛାମୁଣ୍ଡିଆ ବନାଞ୍ଚଳ ଓ ୨ ଜଣଙ୍କୁ ବୌଦ୍ଧ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ନିମ୍ନ ଚାପ-ରେଖା ଆଜି (ମଙ୍ଗଳବାର) ତା’ର ସାଧାରଣ ଅବସ୍ଥାନ ଠାରୁ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ଖସୁଛି ନଦୀ ଜଳସ୍ତର: ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲା ଜିଲ୍ଲା ପ୍ରଶାସନ

ନୟାଗଡ଼/ ଗଣିଆ/ କଣ୍ଟିଲୋ: ଦୁଇ ଦିନ ଧରି ଲଗାଣ ବର୍ଷ ପାଇଁ ରାଜ୍ୟର ବିଭିନ୍ନ ନଦୀ‌ରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲାର ମହାନଦୀ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପାଣି ମାଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଆଜି ଧୀରେ ଧୀରେ ପରିସ୍ଥିତି ସୁଧୁରୁଥିବା,…
ଅଧିକ ଖବର ଦେଖନ୍ତୁ...

ଦିନ ୩ଟାରେ ମୁଣ୍ଡଳୀରେ ପ୍ରବାହିତ ହେବ ସର୍ବାଧିକ ବନ୍ୟାଜଳ

ଭୁବନେଶ୍ୱର: ମହାନଦୀ ସିଷ୍ଟମରେ ମଧ୍ୟମଧରଣର ବନ୍ୟା ଦେଖାଦେଇଛି | ଲଗାଣ ବର୍ଷା ଯୋଗୁଁ ମହାନଦୀର ଶାଖା ନଦୀରେ ପାଣି ବଢ଼ିଥିବାବେଳେ ମହାନଦୀରେ ମଧ୍ୟ ପାଣି ବଢିଛି | ଦିନ ୧ଟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ବୋହିଥିବାବେଳେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି…
ଅଧିକ ଖବର ଦେଖନ୍ତୁ...

ଭୁଷୁଡିଲା ସେତୁ, କୋସକାରୁ ଆଡକଟାକୁ ଯାତାୟତ ବନ୍ଦ

ଖଣ୍ଡପଡ଼ା: ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନ କୋସକାରୁ ଆଡକଟାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାର କୁମ୍ଭାରପଡାରେ ଥିବା କୁଆଁରିଆ ସେତୁ ଭୁଷୁଡିପଡିଥିବା ସୂଚନା ମିଳିଛି। ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ କୁଆଁରିଆ ନଦୀରେ ବନ୍ୟା ସ୍ଥିତି ଉପୁଜିବା ସହ କୁମ୍ଭାରପଡା ନିକଟରେ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ଅତିରିକ୍ତ ତହସିଲଦାର, ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ନୟାଗଡ଼/ଗଣିଆ : ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ମାଲିକଙ୍କଠାରୁ ଲାଞ୍ଚ ‌‌ନେବା ନୟାଗଡ଼ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା (ଓଆର୍‌ଏସ୍)ଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ବାଲିଭର୍ତ୍ତି ହାଇୱାର ସମସ୍ତ କାଗଜପତ୍ର ଠିକ୍‌ ଥିବା, ବାଲି ପରିବହନ ନିମନ୍ତେ ୱାଇ-ଫର୍ମ ଥିବା…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏକ ଯୌତୁକଜନିତ ବଧୂହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ, ଜରିମାନା କରାଯାଇଛି। ଜିଲ୍ଲା ଜଜ୍‌ ଆନନ୍ଦ ନାରାୟଣ ମହାରଣା ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୨୧ ମେ ମାସରେ ଝୁମୁରୀ ସାହୁ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସୋରଡ଼ା ଗ୍ରାମରେ ଦୁଇ ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ସୋରଡ଼ା ଗ୍ରାମର ବାବୁ ନାୟକଙ୍କ ପୁଅ ରାକେଶ ନାୟକ (୫) ଏବଂ ଓଡ଼ଗାଁ ବ୍ଲକ୍‌ ଆରଡ଼ା ଗ୍ରାମର ମହେଶ…
ଅଧିକ ଖବର ଦେଖନ୍ତୁ...