ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ସବୁ କ୍ଷେତ୍ରରେ ଅବହେଳିତ ଓଡ଼ଗାଁ ବ୍ଲକ୍‌ର ଆଦିବାସୀ ଗାଁ ନେପାଳ

ଓଡ଼ଗାଁ : ମା’କୁ ସମ୍ମାନ ଗାଁକୁ କାମ- ଏହି ସ୍ଲୋଗାନ ଦେଇ ସରକାର ବିକାଶର ଡିଣ୍ତିମ ପିଟୁଛନ୍ତି। ନିର୍ବାଚନ ସମୟ ଆସିଲେ ନେତା, କୁଜି ନେତାମାନଙ୍କ ସୁଅ ଗାଁକୁ ଛୁଟିଥାଏ। ବଡ଼ ବଡ଼ ପ୍ରତିଶ୍ରୁତି ଦେଇଯାଆନ୍ତି। ମାତ୍ର ଭୋଟ୍‌ ହାତେଇବା ପରେ ଆଉ କାହାର ଦେଖାମିଳେନି। ଏମିତି ଏକ ଆଦିବାସୀ ଗାଁ…
ଅଧିକ ଖବର ଦେଖନ୍ତୁ...

ଜମିପଟ୍ଟା ପାଇଁ ଦୁଇବର୍ଷ ଅପେକ୍ଷା:ପ୍ରତିଦିନ ନିରାଶ ହୋଇ ଫେରିବାକୁ ପଡ଼ୁଛି

ନୂଆଗାଁ: ନୂଆଗାଁରେ ଜମିଜମା ପଟ୍ଟା ପାଇଁ ହିତାଧିକାରୀମାନେ ତହସିଲକୁ ଧାଇଁ ଧାଇଁ ନୟାନ୍ତ ହେଉଥିଲେ ମଧ୍ୟ ପଟ୍ଟା ପାଇବାରୁ ବଂଚିତ ହୋଇଛନ୍ତି। ତହସିଲ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ମାସେ କି ଦୁଇମାସ ନୁହେଁ ଦୁଇ ବର୍ଷ ଧରି ତହସିଲ୍‌କୁ ଆସି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ପାଇଁ ବନ୍ଧକ ହେଲେ ଅସୁସ୍ଥ ଶାଶୁ ଶ୍ୱଶୁର!

ନୟାଗଡ଼ : ସ୍ୱାମୀ ପାଇଁ ବନ୍ଧକ ହେଲେ ଶାଶୁ ଶ୍ୱଶୁର । ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ରଣପୁର ଥାନା ଡିହଗାଁରେ । ମାମଲା ହାଇକୋର୍ଟରେ ପହଂଚିବାପରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୁଲିସ ଶାଶୁ ଶ୍ୱଶୁରଙ୍କୁ ଉଦ୍ଧାର କରିଛି । ଏବେ ରଣପୁର ହସ୍ପିଟାଲରେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା: ଦୁର୍ଘଟଣାଗ୍ରସ୍ତ ଅହତଙ୍କୁ ଡାକ୍ତରଖାନାକୁ ଆଣିବାକୁ ଗଲାବେଳେ ଟ୍ରକ୍‌ – ଆମ୍ବୁଲାନ୍ସର ଧକ୍କା, ୩…

ଦଶପଲ୍ଲା:ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କୁଆଁରିଆ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ନି‌ଖୋଜ ଛାତ୍ର ମୃତ : ୯ ଦିନ ପରେ ମିଳିଲା ଗଳିତ ଶବ, ଶବ ଉଦ୍ଧାର ପାଇଁ ପୁଲିସ୍‌ ନାକେଦମ୍

ନୟାଗଡ଼ : ଗତ ୧୨ ତାରିଖରୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ‌ଫେରିନଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ଗଳିତ ଶବ ଆଜି ଉଦ୍ଧାର ହୋଇଛି। ଶବ ଉଦ୍ଧାର କରିବାକୁ ଯାଇ ପୁଲିସ୍‌ ନାକେଦମ୍ ହୋଇଛି। ନୟାଗଡ଼ ଟାଉନ ଥାନା ମୁଥାଗାଡ଼ିଆ ପଞ୍ଚାୟତ ଅଧୀନ କରଡ଼ାବଣି ସାହିରେ ଏଭଳି ଘଟଣା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ନୂଆଗାଁ: ଗତକାଲି ସଂଧ୍ୟାରେ ନୂଆଗାଁ ଥାନା ମୃଦାଙ୍ଗ ଛକ ନିକଟରେ ଏକ ବୋଲେରୋ ଦୁର୍ଘଟଣାରେ ୩ ଜଣ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ତିନି ଜଣକ ମଧ୍ୟରୁ ଆଜି ଜଣକର କଟକ ବଡ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି। ଘଟଣାରୁ ପ୍ରକାଶ, ନୟାଗଡ଼…
ଅଧିକ ଖବର ଦେଖନ୍ତୁ...

ଯୁବକର ବର୍ବରକାଣ୍ଡ : ୨ ଜଣଙ୍କୁ ମାରିଦେଲା

ଓଡ଼ଗାଁ/ନୟାଗଡ଼ : ବର୍ଷ ଆରମ୍ଭରୁ ନୟାଗଡ଼ ଜିଲ୍ଲାରେ ବୀଭତ୍ସ କାଣ୍ଡ। ଜଣେ ଯୁବକ ଅତି ନୃଶଂସ ଭାବେ କାଠ ଫାଳିଆରେ ବାଡେଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ବେଳେ ୯ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏମିତିକି ଜଣେ ଗର୍ଭବତୀ ମହିଳା ଏବଂ ଓଡ଼ଗାଁ ଥାନା ଆଇଆଇସି ମଧ୍ୟ ଏହି ଯୁବକର ଆକ୍ରୋଶରୁ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ପାଗଳର ଠେଙ୍ଗା, ପଥର ମାଡ଼ରେ ୨ ମୃତ, ୫ ଆହତ,ଲୋକଙ୍କ ରାସ୍ତା ଅବରୋଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଠେଙ୍ଗା ଓ ପଥର ମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଓଡ଼ଗାଁ ଥାନା ଅଧିକାରୀଙ୍କ ସମେତ ମୋଟ୍‌ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା: ଦୋକାନ ଉପରେ ଚଢ଼ିଗଲା ପର୍ଯ୍ୟଟକ ବସ, ୧୦ ଆହତ

ପର୍ଯ୍ୟଟକ ବସଦଶପଲ୍ଲା: ବଲାଙ୍ଗୀର ଜିଲ୍ଲା ଲୁଇସିଂହାରୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ପର୍ଯ୍ୟଟକମାନଙ୍କ ବସ୍‌ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ନିକଟରେ ଭାରସାମ୍ୟ ହରାଇ ଏକ ରାସ୍ତାକଡ଼ କେବିନ୍‌ ଦୋକାନ ଉପରେ ମାଡ଼ିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ଡଙ୍ଗା ବୁଡ଼ିଲା ପରେ ବି ଚେତା ପଶୁନି : କଣ୍ଟିଲୋରେ ବିପଦସଂକୁଳ ନୌକା ବିହାର

ନୟାଗଡ଼ : ଗତ ତିନି ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ‌ବେଳେ ୧୦ ନିରୀହ ଜୀବନ ଅକାଳରେ ଝଡ଼ି ପଡ଼ିଥିଲା। କିଛି ଦିନ ତ‌ଳେ ଚିଲିକା ପୁଣି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଡଙ୍ଗା ବୁଡ଼ି ହେଉଛି। ଡଙ୍ଗା ବୁଡ଼ି ପରେ ପରେ…
ଅଧିକ ଖବର ଦେଖନ୍ତୁ...