ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

୯୫ର ରାଜ୍‌: ୧୧୪ରେ ବି ଗୋରୁ ଗାଈ ସେବା କରୁଛନ୍ତି ନାଗରାମ

ଦଶପଲ୍ଲା : ବର୍ତ୍ତମାନ ଆମେ ଖାଉଥିବା ରାସାୟନିକ ସାରରେ ପ୍ରସ୍ତୁତ ଖାଦ୍ୟ ଅଳ୍ପାୟୁର ମୁଖ୍ୟ କାରଣ। ଦୀର୍ଘ ଜୀବନ ବଞ୍ଚି ରହିବା ପାଇଁ କାହାରି ବି ଇଚ୍ଛାଶକ୍ତି ନାହିଁ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଘୁଗୁଡିପଡା ପଞ୍ଚାୟତସ୍ଥିତ କଦଳୀବାରୀଠାରେ ଜଗନ୍ନାଥ ଗୋ-ସେବା ସମିତି…
ଅଧିକ ଖବର ଦେଖନ୍ତୁ...

୧୩ ଫୁଟ ଲମ୍ବ ବିରଳ ଅହିରାଜ ଉଦ୍ଧାର

ରଣପୁର: ୧୩ ପୁଟ ଲମ୍ବର ଏକ ବିରଳ ଅହିରାଜ ସାପ ଉଦ୍ଧାର ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଡ଼ୁବୁରୀଗଡ଼ ଗାଁର ଧରମା ଭୂୟାଁଙ୍କ ଘରୁ ଆଜି ସକାଳୁ ଏକ ବିରଳ ରଙ୍ଗର ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟି ଖାଦ୍ୟ ଅନ୍ବେଷଣ ରେ ଘର ଭିତରକୁ ଫସିଥିବା ସନ୍ଦେହ କରାଯାଇଛି। ଏହି ସାପଟିର…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା

ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ତହସିଲ ତଥା ଚାନ୍ଦପୁର ଥାନା ଅଞ୍ଚଳରେ ଜଣେ ମାଙ୍କଡ଼ା ପଥର ଖଣି ମାଲିକଙ୍କୁ ୨୫ ଲକ୍ଷ ଟଙ୍କା ଚାନ୍ଦା ମାଗିବାନେଇ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ରଣପୁର ବଜ୍ରକୋଟର ଦିଲୀପ କୁମାର ସାମନ୍ତରାୟ, ଓସ୍ତପଡ଼ାର ଦୀପକ କୁମାର ରାଉତରାୟ, ଚମ୍ପାଗଡ଼ର…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା: ୨୪ ଘଣ୍ଟା ତାଲା, ମିଳୁନି ସେବା, କାହା ସ୍ବାର୍ଥରେ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର?

ଦଶପଲ୍ଲା : ଦଶପଲ୍ଲା ଏନ୍ଏସି ଅଧୀନ ୧୬ ନମ୍ବର ୱାର୍ଡ ଖଣ୍ତପଡ଼ାସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିଯୁକ୍ତ ହୋଇଥିବା ମହିଳା ସ୍ବାସ୍ଥ୍ୟକର୍ମୀ ରହୁନଥିବା ଅଭିଯୋଗ ହେଉଛି। ଟିକାକରଣ ଦିନ ସେ ଆସୁଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟକ୍ରମ ଏଠାରେ ହେଉନଥିବା ଅଭିଯୋଗ ହେଉଛି। ପ୍ରାୟ…
ଅଧିକ ଖବର ଦେଖନ୍ତୁ...

କୁଆଁରିଆ କେନାଲର ପୁନରୁଦ୍ଧାର ଦାବି

ଦଶପଲ୍ଲା : ଚାଷ ଓ ଚାଷୀଙ୍କ ବିକାଶ ପ୍ରତି ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ଆଗ୍ରାଧିକାର ଦେଉଛନ୍ତି। ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ କେନାଲ୍ ମାଧ୍ୟମ ସାଜିଥିବା ବେଳେ ବର୍ଷବର୍ଷ ଧରି ପୋତି ହୋଇ ରହିଥିବା ଏକ କେନାଲର୍ ପୁନରୁଦ୍ଧାର ପାଇଁ ଶତାଧିକ ଚାଷୀ ଏବଂ ଗ୍ରାମବାସୀ ଦାବି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଧାୟକଙ୍କୁ ଅଣଦେଖା

ନୟାଗଡ଼ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ପ୍ରମୁଖ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିବା ବେଳେ, ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ବୈଠକକୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ‌ଯୋଜନା କାର୍ଯ୍ୟକାରୀ ନେଇ ରାଜ୍ୟ ସହଯୋଗ କରୁନି: ରେଳ ରାଷ୍ଟ୍ରମନ୍ତ୍ରୀ

ନୟାଗଡ଼ : ଦିନିକିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ତଥା ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜରଦୋଶ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଦର୍ଶନା ଜରଦୋଶ ଗଣମାଧ୍ୟମକୁ କହିଛନ୍ତି ଫସଲବୀମା ଯୋଜନା, କିସାନ୍‌ ସମ୍ମାନ ନିଧି…
ଅଧିକ ଖବର ଦେଖନ୍ତୁ...

ବାରହା ଆକ୍ରମଣରେ ଦୁଇ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ଶରଣକୂଳ ଥାନା ଶିଖରପୁର ଗ୍ରାମର ସୁବାସ ବଡ଼ତିଆ (୬୫) ନିକଟସ୍ଥ କୁସୁମୀ ନଦୀକୁ ଶୈାଚ ପାଇଁ ଯାଇଥିବା ସମୟରେ ବାରହା ଆକ୍ରମଣର ଶିକାର ହୋଇଥିଲେ। ବାରହା ତାଙ୍କୁ ତଳେ ପକାଇ କାମୁଡ଼ିବା ଦ୍ବାରା ସୁବାସ ଚିତ୍କାର କରିବାକୁ ଲାଗିଲେ। ଚିତ୍କାର ଶୁଣି ବାଡ଼ିରୁ ପାଳ ନେବାକୁ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ମୃତ, ତିନି ଆହତ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ପଂଚୁମୁ ପଂଚାୟତ ଦୟଣାଝରୀ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦାଦା–ପୁତୁରାର ମଧ୍ୟରେ ସଂଘର୍ଷ ଘଟି ପୁତୁରାର ମୃତ୍ୟୁ ଘଟିଥିବା ବେଳେ ଦାଦା ସମେତ ଅନ୍ୟ ଦୁଇଜଣ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ବନାଞ୍ଚଳରୁ ଲୋପ ପାଇଯିବ ଅରଗୁଣା

ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳରୁ ଦୈନିକ ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛ କଟାଯିବା ସହ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇଚାଲିଛି। ଏସବୁ ସୁରକ୍ଷା ଦିଗରେ ବନ ବିଭାଗ ଅସହାୟ ହୋଇ ପଡ଼ିଥିବା ବେଳେ ଏବେ ଜଙ୍ଗଲରୁ ଅରଗୁଣା (ଅଡ଼ଙ୍ଗା) ବୃକ୍ଷ ଲୋପ ପାଇବାକୁ ବସିଲାଣି। ଅହରହ ମାଫିଆମାନେ…
ଅଧିକ ଖବର ଦେଖନ୍ତୁ...