ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଛୁରା ମାଡ଼ରେ ଦୁର୍ଦ୍ଦାନ୍ତ ବିକାଶ ମୃତ

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ମହାନ୍ତିପଲି ଗ୍ରାମର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ହତ୍ୟା କରାଯାଇଛି।ଦୀପାବଳୀ ଉତ୍ସବ ପାଳନ ଅବସରରେ ମଧ୍ୟଖଣ୍ଡରେ ବାଣ ଫୁଟାଇବା ସମୟରେ ଦୁଇ ଗୋଷ୍ଠୀ ମଧରେ ଗଣ୍ଡଗୋଳ ହୋଇଥିଲା। ଏହା ଉଗ୍ରରୂପ ନେବା ପରେ କିଛି ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଳରାମପ୍ରସାଦ ସରନାଳ ନିକଟରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଲେ ରୁବି (୨୨)। ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବଳରାମପ୍ରସାଦ ସରନାଳ ନିକଟକରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ପାଇଁ ଅସୁରକ୍ଷିତ ପାଲଟିଛନ୍ତି ବନ୍ୟଜନ୍ତୁ; ସଡକ ଦୁର୍ଘଟଣାରେ ମାଛୁଆ ବିଲେଇର ମୃତ୍ୟୁ

ଦଶପଲ୍ଲା: ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ବିଭିନ୍ନ ସମୟରେ ରାଜପଥ ଉପରେ ଦୁର୍ଘଟଣାରେ ଗୋଟିଏ ପରେ ଗୋଟିଏ ବନ୍ୟପ୍ରାଣୀଙ୍କ ଜୀବନ ଚାଲିଯାଉଛି। ଶନିବାର-ରବିବାର ରାତିରେ ସ୍ଥାନୀୟ କୁଆଁରିଆ ଠାରେ ଅଜଣା ଗାଡି ଧକ୍କାରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

୫ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ୫ଟି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବ୍ଲକ ଅଧିନସ୍ଥ ସିଙ୍ଘାପଡା ପଞ୍ଚାୟତରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ବଳଭଦ୍ରପ୍ରସାଦ ପଞ୍ଚାୟତରେ ସମାପ୍ତ ହୋଇଥିଲା। ବ୍ଲକ ବିଜେଡି ସଭାପତି…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ଜଙ୍ଗଲରେ ବାଘ ଆତଙ୍କ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳର ସାକେଣୀ ସେକ୍ସନ ଅଧୀନସ୍ଥ ତେଣ୍ତାବାଡ଼ି ପଞ୍ଚାୟତର ପୁରୁଣା ପୋଇବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ବାଘଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ୩ଟି ବାଘ ଗାଁ ନିକଟକୁ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ବିବାଦରୁ କଙ୍ଗାରୁ କୋର୍ଟ: ୫ ବର୍ଷ ହେଲା ଗାଁରୁ ବାସନ୍ଦ ପରିବାର

ଦଶପଲ୍ଲା : ଜମିବାଡ଼ି ବିବାଦ ନେଇ ଦୀର୍ଘ ୫ ବର୍ଷ ହେଲା ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଗାଁରୁ ନିଆଁ, ପାଣି, ଦୋକାନ ବନ୍ଦ କରାଯିବା ସହ ସଂପୃକ୍ତ ପରିବାର ସହ କେହି କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ କରାଯାଇଛି ହୁଇପ୍ ଜାରି। ଏପରିକି ଏବେ ଯେଉଁ ଜମିକୁ ନେଇ ବିବାଦ…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥା ଘେରରେ ନୟାଗଡ଼ ଜିଲ୍ଲାର ଏକମାତ୍ର ବନ ଉନ୍ନୟନ ନିଗମ

ଦଶପଲ୍ଲା : ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲାର ଏକମାତ୍ର ବନ ଉନ୍ନୟନ ନିଗମ। ଖାଲି ଦଶପଲ୍ଲା ବନାଞ୍ଚଳ ନୁହେଁ, ଜିଲ୍ଲାର ସମସ୍ତ ୭ଟି ବନାଞ୍ଚଳ ମଧ୍ୟରୁ ପ୍ରତିବର୍ଷ ଜଙ୍ଗଲଜାତ ଦ୍ରବ୍ୟ ତଥା କାଠ, ପଟାଠାରୁ ଆରମ୍ଭ କରି ରହିଥିବା କାଜୁ ଜଙ୍ଗଲରୁ ସରକାର କୋଟିକୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦଶହରାରେ କାଳ ହେଲା କାଳେଶ୍ବର: ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା; ବ୍ୟାଙ୍କ ମ୍ୟାନେଜର ମୃତ, ୩ଗୁରୁତର

ଦଶପଲ୍ଲା: ଦଶହରାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିବାରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କଲ୍ୟାଣୀ ପଣ୍ଡା। ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଥିଲେ। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଗାଁ’ରେ ଶୁଭୁନି ଆଉ ହମ୍ବାରଡ଼ି: ଦେଖିବାକୁ ମିଳୁନି ଗାଈଗୋଠ

ରାଜସୁନାଖଳା: ଗାଁ ଦାଣ୍ଡରେ ଶହଶହ ଗାଈ ବାଛୁରୀ ହମ୍ବାରଡ଼ି ଶବ୍ଦ କରି ଗାଈଗୋଠରୁ ଫେରିବା ଆଉ ଏବେ ଦେଖିବାକୁ ମିଳୁନାହିଁ। ଅତୀତରେ ଗାଈ ମାଲିକମାନେ ଗାଈଙ୍କୁ ଗାଈଆଳଙ୍କ ଦ୍ୱାରା ଠିକ୍‌ ଦିନ ୯ଟାରୁ ଘାସ, ଡାଳପତ୍ର ଇତ୍ୟାଦି ଚରିବା ପାଇଁ ଗୋଠକୁ ପଠାଉଥିଲେ। ଗାଈ ବାଛୁରୀ ଚରିବା ପରେ ଗାଈଆଳ…
ଅଧିକ ଖବର ଦେଖନ୍ତୁ...

ଗାଁକୁ ଗାଁ ଡେଉଁଛି ଡେଙ୍ଗୁ, ଜନସାଧାରଣ ଆତଙ୍କିତ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଡେଙ୍ଗୁ ସଂକ୍ରମଣ ହେଉଥିବା ଗ୍ରାମଗୁଡ଼ିକରେ ଜନସାଧାରଣ ଅତଙ୍କିତ ଅବସ୍ଥାରେ ଥିବା ବେଳେ ଏହାକୁ ରୋକିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...