ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ବିଲୁଆପଡ଼ା ପାହାଡ଼ରେ ବିଦ୍ୟୁତ୍ ଫାଶରେ ଦନ୍ତା ଶିକାର: ଦାନ୍ତ କାଟିନେଲେ

ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ନଈବଣିଆ ହାତୀମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଦନ୍ତାହାତୀ ଶିକାର ହୋଇଛି। ଦୀର୍ଘ ପ୍ରାୟ ୮ ବର୍ଷ ପରେ ଦେଖିବାକୁ ମିଳିଛି ହାତୀ ଶିକାରର ପୁନରାବୃତ୍ତି। ଶିକାରୀମାନେ ବିଦ୍ୟୁତ୍ ଫାଶରେ ଏକ ବଡ଼ ଦନ୍ତାକୁ ଶିକାର କରି ଦାନ୍ତ…
ଅଧିକ ଖବର ଦେଖନ୍ତୁ...

ବନ କର୍ମଚାରୀଙ୍କୁ ବିଦ୍ୟୁତ୍ ଫାଶ ଡର: ଜଙ୍ଗଲରେ ଶିକାରୀ ବିଛାଉଛନ୍ତି ତାର

ନୟାଗଡ଼: ଘଞ୍ଚ ଜଙ୍ଗଲରେ ଏବେ ସାଂଘାତିକ ପରିସ୍ଥିତି। ଶିକାରୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯିବାକୁ ଡରୁଛନ୍ତି। ଗଛରୁ ଗଛ ସାଧାରଣ ଆଖିକୁ ନ ଦେଖାଯିବା ଭଳି ତାର ଗୁଡ଼ାଇ ଶିକାରୀ ବିଦ୍ୟୁତ୍ ଫାଶ ବସାଇ ଛୋଟଛୋଟ ଜନ୍ତୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗିରିଗୋବର୍ଦ୍ଧନ ପାହାଡ଼ରେ ଶ୍ରୀରାମ ମନ୍ଦିର

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ଫତେଗଡ଼ ଗ୍ରାମ ନିକଟ ଗିରି ଗୋବର୍ଦ୍ଧନ ପାହାଡ଼ରେ ପ୍ରଭୁ ଶ୍ରୀରାମଙ୍କର ନବନିର୍ମିତ ମନ୍ଦିରରେ ଠାକୁରଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଅଯୋଧ୍ୟାରେ ଭବ୍ୟ ମନ୍ଦିରର ଉଦ୍‌ଘାଟନ ଦିବସରେ ଏଠାରେ ମଧ୍ୟ ନବର୍ନିମିତ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା: ୭୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ ବେଦପାଠରେ ଗୁଞ୍ଜରିତ…
ଅଧିକ ଖବର ଦେଖନ୍ତୁ...

ଆଜି ପ୍ରାଣପ୍ରତିଷ୍ଠା ଉତ୍ସବ: ୧୬ଶହ ଫୁଟ୍‌ ପାହାଡ଼ ଉପରେ ଶ୍ରୀରାମ ମନ୍ଦିର, ମନ୍ଦିର ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ପଞ୍ଚାୟତ ଅଧୀନ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀରାମ ମନ୍ଦିର। ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜିଲ୍ଲାର ବଛା ବଛା କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିବା ବେଳେ ମାଇଲ ମାଇଲ ଦୂରରୁ ପ୍ରଭୁଙ୍କ ମନ୍ଦିର ଦୃଶ୍ୟମାନ ହେଉଛି। ଏହି ମନ୍ଦିର…
ଅଧିକ ଖବର ଦେଖନ୍ତୁ...

୨ ମାସ ହେଲା ଜିଲ୍ଲାରେ ଛତୁଆ ଯୋଗାଣ ବନ୍ଦ: ଗାଁଗାଁରେ ଶିଶୁ ଓ ଗର୍ଭବତୀ ପୁଷ୍ଟିଯୁକ୍ତ ଖାଦ୍ୟରୁ ବଞ୍ଚିତ

ଦଶପଲ୍ଲା: ଗହମ ଯୋଗାଣ ବନ୍ଦ ହେତୁ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଗତ ୨ ମାସ ହେଲା ବନ୍ଦ ହୋଇପଡ଼ିଛି ଛତୁଆ ଯୋଗାଣ। ରାଜ୍ୟରୁ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳମତି ଶିଶୁ, ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କୁ ପ୍ରତିମାସରେ ପୁଷ୍ଟିଯୁକ୍ତ ଛତୁଆ,…
ଅଧିକ ଖବର ଦେଖନ୍ତୁ...

ତନଖି ଫାଟକ ଉଠିଯିବା ପରେ କାଠମାଫିଆ ସକ୍ରିୟ: ଧ୍ବଂସ କରିଦେବେ ଦଶପଲ୍ଲା ଜଙ୍ଗଲ

ଦଶପଲ୍ଲା: ଘଞ୍ଚ ଜଙ୍ଗଲର ଛାତି ଉପରେ ରାଜ୍ କରୁଛନ୍ତି ମାଫିଆ। ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛକାଟି ଜଙ୍ଗଲର ସବୁଜ ବନାନୀକୁ ଧ୍ବସ୍ତବିଧ୍ବସ୍ତ କରୁଛନ୍ତି। ହେଲେ ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ବା ବାଧାବିଘ୍ନ ନାହିଁ। ଆବଶ୍ୟକ ବନ କର୍ମଚାରୀ ଅଭାବ ସାଙ୍ଗକୁ ରାଜପଥ ଉପରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲ‌ରେ କରିତ୍‌କର୍ମା ଏମ୍‌ଭିଆଇ: କେବଳ ରାଜଧାନୀରେ ୩୧ ପ୍ଲଟ୍‌, ୧୦ ବେନାମୀ

ନୟାଗଡ଼: ବର୍ଷ ଆରମ୍ଭରୁ ଭିଜିଲାନ୍‌ସ ଜାଲରେ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା। ଶ୍ରୀ ବେହେରା ବେଶ୍‌ ଚତୁରତାର ସହିତ ବେନାମୀ ସ୍ଥାବର, ଅସ୍ଥାବର ସମ୍ପତ୍ତି ବଢ଼ାଇ ସଭିଁଙ୍କ ଆଖିରେ ଧୂଳି ଦେବାକୁ ଯାଇ ଫସିଛନ୍ତି। ପ୍ରାୟ ଏକ ବର୍ଷ ହେବ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ: ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା। ଆଜି ସକାଳୁ ତାଙ୍କ ଭୁବନେଶ୍ବରରେ ଥିବା ଭଡ଼ାଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ। ୫ଜଣିଆ ଟିମ୍…
ଅଧିକ ଖବର ଦେଖନ୍ତୁ...

ସରକାରୀ ଯୋଜନାର ବିକଳ ଚିତ୍ର: ରାସ୍ତା ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ

ଦଶପଲ୍ଲା: କିଟିକିଟି ଅନ୍ଧାର ରାତି। ତାହାରି ମଧ୍ୟରେ ପ୍ରସବ ବେଦନା। ଗାଁକୁ ଯାତାୟତ ପାଇଁ ରାସ୍ତା ନଥିବାରୁ ପଶି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଭାରାକରି ୧୦ କିମି ରାସ୍ତା ଆଣିବା ପରେ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପରେ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...