ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ସରକାରୀ ଯୋଜନାର ବିକଳ ଚିତ୍ର: ରାସ୍ତା ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ

ଦଶପଲ୍ଲା: କିଟିକିଟି ଅନ୍ଧାର ରାତି। ତାହାରି ମଧ୍ୟରେ ପ୍ରସବ ବେଦନା। ଗାଁକୁ ଯାତାୟତ ପାଇଁ ରାସ୍ତା ନଥିବାରୁ ପଶି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଭାରାକରି ୧୦ କିମି ରାସ୍ତା ଆଣିବା ପରେ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପରେ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ସାକାର ହେଲା ୭୮ ବର୍ଷର ସ୍ବପ୍ନ: ଦଶପଲ୍ଲାକୁ ଗଡ଼ିଲା ରେଳ

ଦଶପଲ୍ଲା: ଦଶପଲ୍ଲାବାସୀଙ୍କ ଆଜି ଦୀର୍ଘ ୭୮ ବର୍ଷର ସ୍ବପ୍ନ ସାକାର ହୋଇଛି। ନୂଆଗାଁ ରୋଡ୍‌ରୁ ଦଶପଲ୍ଲାକୁ ରେଳ ସଂଯୋଗ ହେବା ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଉପାଦେ ଆଗକୁ ବଢ଼ିଛି। କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ଦଶପଲ୍ଲାକୁ ଗଡ଼ିବ ରେଳ

ଭୁବନେଶ୍ବର/ଦଶପଲ୍ଲା: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି ଆସନ୍ତା ୫ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତି ପୂରଣ କଲେ ବିଜେପି ଜାତୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର: ମୃତ ଚାଷୀଙ୍କ ଧାନକ୍ଷେତରେ ବୋରୱେଲ…

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ  ଓସ୍ତପଡା ଗାଁର  ବହୁଚର୍ଚ୍ଚିତ ଚାଷୀ ଆତ୍ମହତ୍ୟା  ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲାବେଳେ ମୃତକ ଚାଷୀ ପରିବାରକୁ ଟିକେ ଆଶ୍ବସ୍ତି ମିଳିଥିବା ଦେଖିବାକୁ ମିଳିଛି। ଉକ୍ତ ଚାଷୀ ପରିବାରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚାଷ ନିମନ୍ତେ ବୋରୱେଲ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ଦର୍ଶନ ‌ଲାଗି ଯାଉଥିବା ବେଳେ ଶାଳଗଛରେ ପିଟିହେଲା କାର୍: ୨ ଯୁବକ ଗୁରୁତର

ଦଶପଲ୍ଲା: ଗଛରେ ପିଟିହେଲା କାର୍। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଏହାଫଳରେ ୨ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲରେ। ସୂଚନା ଅନୁଯାୟୀ, ଆଜି ଭୋରୁ ଛତିଶିଗଡ଼ ରାଜ୍ୟ କୁରୁପ ଜିଲ୍ଲାର ୪ଜଣ ଯୁବକ ପୁରୀ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର

ନୟାଗଡ: ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର । ନଷ୍ଟ ହୋଇଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି । ନୟାଗଡ଼ ଭାପୁର ବ୍ଲକ ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୮ଟି ପରିବାରର ୧୩ ବଖରା ଘର ଜଳିଯାଇଛି । ଶୀତ ରାତିରେ ଲୋକେ ଘରେ ଶୋଇଥିବାବେଳେ ଏଭଳି ଅଘଟଣ…
ଅଧିକ ଖବର ଦେଖନ୍ତୁ...

ଓଡ଼ଗାଁରେ ମାତିଛନ୍ତି ୧୩ ଟିକିଆ ହାତୀପଲ

ଓଡ଼ଗାଁ: ୧୫ ଦିନ ଧରି ଓଡ଼ଗାଁ ଅଞ୍ଚଳରେ ହାତୀପଲ ଉତ୍ପାତ ଆରମ୍ଭ କରିଛନ୍ତି। ଗଞ୍ଜାମ ସୀମାନ୍ତରୁ ଆସିଥିବା ୧୩ ଟିକିଆ ହାତୀପଲ ବିଭିନ୍ନ ପଞ୍ଚାୟତରେ ପଶି ଚାଷୀଙ୍କ ଧାନ ଫସଲ ଉଜାଡ଼ି ଦେଇଛନ୍ତି। ୧୫ ଦିନ ମଧ୍ୟରେ ଦେଢ଼ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦ ଏକର ଫସଲ ନଷ୍ଟ ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼/ଦଶପଲ୍ଲା: ଦଶପଲ୍ଲା ଥାନା ଅଞ୍ଚଳ‌ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ, ଅପହରଣ ମାମଲାର ଦଣ୍ଡାଦେଶ ଆଜି ନୟାଗଡ଼ ପକ୍ସୋ କୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦଶପଲ୍ଲା ଅଞ୍ଚଳର ଅଜୟ କୁମାର ନାୟକକୁ ପକ୍ସୋ ଆଇନ ଧାରା-୬ ରେ ୨୫ ବର୍ଷ ସଶ୍ରମ…
ଅଧିକ ଖବର ଦେଖନ୍ତୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ,ଜଣେ ଗୁରୁତର

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ବିଳମ୍ବିତ ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି | ଏକ ଟ୍ରଲର ପଛରେ ଯାତ୍ରୀବାହି ଟ୍ରାଭେଲର ଧକ୍କା ଦେଇଛି | ଏହି ଦୁର୍ଘଟଣାରେ ଜଣଙ୍କର ମୂତ୍ୟୁ ହୋଇଥିବାବେଳେ,…
ଅଧିକ ଖବର ଦେଖନ୍ତୁ...

ରାଜପଥ ପାଲଟିଛି ଚାଷୀଙ୍କ ଧାନଖଳା: ନଡ଼ା ଜାଳି ପରିବେଶ ପ୍ରଦୂଷଣ

ଦଶପଲ୍ଲା: ଚାଷୀ ଜମିରୁ ଧାନକାଟି ନିଜ ବାଡ଼ି ବା ଖଳାକୁ ନେବା ପରିବର୍ତ୍ତେ ରାଜପଥ ଉପରେ ଗଦାଇ ରଖୁଛନ୍ତି। ରାଜପଥକୁ ମଡ଼ାଇ ଏସବୁ ଧାନ ଗଦାଇ ରଖା ଯାଉଥିବା ବେଳେ ଯାତାୟାତ ସମୟରେ ନାନା ସମସ୍ୟା ଉପୁଜୁଛି। ରାତିର ଅନ୍ଧାରରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଖାଲି ସେତିକି ନୁହେଁ, ସେସବୁ ଧାନକୁ…
ଅଧିକ ଖବର ଦେଖନ୍ତୁ...