ନାବାଳିକା ଅପହରଣ, ଥାନାରେ ଅଭିଯୋଗ

ଖଡ଼ିଆଳ:  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗ୍ରାମର ସନ୍ଦୀପ ମହାନ୍ତି (୨୨) ଜଣେ ନାବାଳିକାକୁ ଗତ ୫ ତାରିଖ ରାତିରେ ଅପହରଣ କରି ନେଇଥିବା‌ ନେଇ ପରିବାର ଲୋକେ ଖଡ଼ିଆଳ ଥାନା‌ରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପତ୍ତା ମିଳି ନଥିବା ଆଇଆଇସି କୈଳାସ ଚନ୍ଦ୍ର ‌ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର