ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ପୋଖରୀରେ ବୁଡ଼ି ଅଜା ନାତି ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଖର୍ସେଲ ପଂଚାୟତ ଅନ୍ତର୍ଗତ ରେବଡି ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ଅଜା କପୁରଚନ୍ଦ ପୁଞ୍ଜି (୬୦) ଓ ନାତି ବବଲୁ (୪) ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟାରେ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା। ବୁଡ଼ିଯାଇ ଛାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଭାଲୁ ଆକ୍ରମଣରେ ୮ ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆପଡା: ବୋର୍ଡେନ ଅଞ୍ଚଳରେ ରବିବାର ଭାଲୁ ଆକ୍ରମଣରେ ୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲକୁ ଯାଇଥିବା କମଳ ଲୋଚନ ମାଝୀ(୩୦), ମଙ୍ଗଲ ମାଝୀ (୫୫), ପଦ୍ମନ ମାଝୀ (୪୫), ପବିତ୍ର ମାଝୀ (୭୦), ହେରମ୍ବ ମାଝୀ (୩୫), ନିଳାମ୍ବର ହଂସ (୩୦), ରାଧାକାନ୍ତ ବାଗ(୫୦) ଓ ଅକାଳୁ ମାଝୀ (୭୦)…
ଅଧିକ ଖବର ଦେଖନ୍ତୁ...

ଏନ୍‌ଏସି ଇଓଙ୍କୁ ହତ୍ୟା ଧମକ, ୨ ଗିରଫ

ନୂଆପଡ଼ା: ନୂଆପଡ଼ା ଏନଏସି ଇଓ ଦେବେନ୍ଦ୍ର ନାଥଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ନିର୍ମଳ ରାଉତ (୩୯) ଓ ହିତେଶ ସାହୁ (୨୩)ଙ୍କୁ ଗିରଫ କରିଛି। ଗୁରୁବାର ନିର୍ମଳ ଓ ହିତେଶ ଏନ୍‌ଏସି ଅଫିସ୍‌କୁ ଯାଇ ଇଓ ଶ୍ରୀ ମହାରଣା ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ନେଇ…
ଅଧିକ ଖବର ଦେଖନ୍ତୁ...

କଟକରେ ପୁଲିସ-ଓକିଲ ମୁହାଁମୁହିଁ ପ୍ରସଙ୍ଗ:କେସିଙ୍ଗା ଓ ଖଡ଼ିଆଳ ଓକିଲ ସଂଘର ଧାରଣା

କେସିଙ୍ଗା: କଟକରେ ପୁଲିସ୍‌ ଓ ଓକିଲଙ୍କ ମୁହାଁମୁହିଁ ପ୍ରସଙ୍ଗଙ୍କୁ ନେଇ କେସିଙ୍ଗା ଜେଏମଏଫସି କୋର୍ଟକୁ କେସିଙ୍ଗା ଓକିଲ ସଙ୍ଘ ବନ୍ଦ କରି ଧାରଣା ଦେଇଥିଲା। ସଭାପତି ଦେବେନ୍ଦ୍ର ଭୁଜବଲଙ୍କ ତତ୍ତ୍ୱାବଧାନରେ ଓକିଲ ସଙ୍ଘର ଚିତ୍ତରଞ୍ଜନ ଭୋଇ, ପ୍ରକାଶ ଦାସ, ଗୋଲକ ପଟ୍ଟନାୟକ, ସମ୍ପାଦକ ଯୁଗଲ…
ଅଧିକ ଖବର ଦେଖନ୍ତୁ...

ଖଟିଆରେ ବୁହାହେଲେ ରୋଗୀ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଲିଟିଗୁଡା ପଞ୍ଚାୟତର ମକରଦମପଡ଼ାକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଗାଁକୁ ଚାରିଚକିଆ କି ଦୁଇଚକିଆ ଯାନ ଯିବା ପାଇଁ ବିଶେଷ ଅସୁବିଧା ହେଉଛି। ରୋଗୀମାନଙ୍କୁ ଖଟିଆରେ ବୋହି ଲିଟିଗୁଡ଼ା ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡୁଛି। ଗୁରୁବାର ଦିନ…
ଅଧିକ ଖବର ଦେଖନ୍ତୁ...

୨ ମାସର ଶିଶୁକୁ ଚେଙ୍କ

ଖଡିଆଳ: ବୋଡେନ ବ୍ଲକ ଧରଣୀମାଲ ଗ୍ରାମର ରୂପସିଂ କଟା ଓ ତାଙ୍କ ସ୍ତ୍ରୀ ମନ୍ଦରା କଟାଙ୍କ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଛି। ଶିଶୁଟିର ପେଟ ଫୁଲିଥିବାରୁ କଳାଶିରା ହୋଇଛି ଓ ଲୁହା ଚେଙ୍କ ଦେବାକୁ ଗ୍ରାମବାସୀ ଏହି ଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ବାପା ଓ ମା’ ୨ ମାସର ଶିଶୁକୁ ଲୁହା…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଜୋଙ୍କ ନଦୀର ପୋଲ ଉପରେ ୩ ଫୁଟ୍‌ର ପାଣି, ବାଇକ ସହିତ ନଦୀରେ ଶ୍ୱଶୁର ,ଜ୍ୱାଇଁ ନିଖୋଜ

ନୂଆପଡ଼ା: ଗତ କାଲି ଠାରୁ ସମଗ୍ର ନୂଆପଡ଼ା ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷାରେ ଜୋଙ୍କ ନଦୀରେ ବନ୍ୟା ଆସିଛି। ଏପରିକି ଜୋଙ୍କ ନଦୀର ସାରାବଙ୍ଗ ନିକଟସ୍ଥ ପୋଲ ଉପରେ ୩ ଫୁଟ୍‌ର ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି। ତେବେ ପୋଲ ପାର ହେଉଥିବା ବେଳେ ଏହି ପ୍ରଖର ସ୍ରୋତରେ ଭାସିଯାଇ…
ଅଧିକ ଖବର ଦେଖନ୍ତୁ...

ମଦଭାଟି ଉଚ୍ଛେଦ ଦାବିରେ ମହିଳାଙ୍କ ଧାରଣା

ନୂଆପଡ଼ା: ଜିଲ୍ଲା ସଦର ମହକୁମା ନିକଟ ସାରାବଙ୍ଗ ପଞ୍ଚାୟତର ସଦର ଠାରେ ଥିବା ଦେଶୀ ମଦ ଭାଟିକୁ ଉଚ୍ଛେଦ କରିବା ଦାବିରେ ଲାଞ୍ଜିମାର, ଭଇଁଷମୁଣ୍ଡି, ମାଉଳିଭଟା, ରାଟାପାଲି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମଦଭାଟି ସମ୍ମୁଖରେ ଧାରଣା ଦେଇଥିଲେ। ଅପରାହ୍ନରେ ନୂଆପଡା ଥାନାରେ ଆନ୍ଦୋଳନକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଓ ଶିବିର ଠାବ, ବିପୁଳ ସାମଗ୍ରୀ ଜବତ

ନୂଆପଡ଼ା : ଓଡ଼ିଶା ଏବଂ ଛତିଶଗଡ ସୀମାନ୍ତ ସିନାପାଲି ଥାନା କନ୍ଦେନଝରନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୋମବାର ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନମାନେ କମ୍ବିଂ କରୁଥିବା ସମୟରେ ଏକ ମାଓ ଶିବିର ଠାବ କରିଥିବା ନୂଆପଡ଼ା ଏସ୍‌ପି ସ୍ମିତ ପି. ପରମାର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ମାଓ ଶିବିରରୁ ଅନେକ ମାଓ ସାମଗ୍ରୀ ଉଦ୍ଧାର, ଆତ୍ମସମର୍ପଣ କଲେ ଯୁବ ମାଓବାଦୀ

ନୂଆପଡ଼ା: ପୁଲିସକୁ ସଫଳତା ମିଳିଛି। ନୂଆପଡା ଜିଲ୍ଲାରେ ସୋମବାର ଏକ ମାଓ ଶିବିର ଠାବ ହୋଇଥିବା ବେଳେ ମଙ୍ଗଳବାର ଜଣେ ଯୁବ ମାଓବାଦୀ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ପୂର୍ଣ୍ଣଚନ୍ଦ୍ର ମାଝୀ ଆଜି ଆତ୍ମସମର୍ପଣ କରିଥିବା ଆରକ୍ଷୀ ଅଧିକ୍ଷକ…
ଅଧିକ ଖବର ଦେଖନ୍ତୁ...