ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ବେଆଇନ ବିକ୍ରୟ କେନ୍ଦ୍ରରେ ଚଢ଼ଉ: ୬୬ କ୍ୱିଣ୍ଟାଲ ବିହନ, ୧୯ କ୍ୱିଣ୍ଟାଲ ସାର  ଜବତ

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା କୃଷି ବିଭାଗ ସିନାପାଲି ବ୍ଲକ ବରଗାଁଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରି ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରିଛି। ପ୍ରକାଶ ଯେ, ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରର ପରିଚାଳକ ରାଜେନ୍ଦ୍ର ସାଙ୍କ ନାମରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ବିକ୍ରୟ କେନ୍ଦ୍ରରେ ଚଢ଼ଉ; ବିହନ ୬୬, ସାର ୧୯ କ୍ୱିଣ୍ଟାଲ ଜବତ

ନୂଆପଡ଼ା: ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରି ବେଆଇନ ବିକ୍ରି କରାଯାଉଥିବା ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ କୁମାର…
ଅଧିକ ଖବର ଦେଖନ୍ତୁ...

ବ୍ଲକ୍‌ ଅଫିସ ଆଗରେ ଦଳିତ ଅଧିକାର ମଞ୍ଚ କର୍ମକର୍ତ୍ତାଙ୍କ ଧାରଣା

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଗଣ୍ଡାମେର ପଞ୍ଚାୟତ ଲର୍କି ଗ୍ରାମବାସୀଙ୍କ ୪ ମାସର ପିଡିଏସ୍‌ ଚାଉଳ ଘଟଣାରେ ସୋମବାର ଗ୍ରାମବାସୀଙ୍କ ସହ ଦଳିତ ଅଧିକାରୀ ମଞ୍ଚର କର୍ମକର୍ତ୍ତା ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ବିଡିଓ ଧାରଣାସ୍ଥଳରେ ପହଞ୍ଚି ଆସନ୍ତା ୫…
ଅଧିକ ଖବର ଦେଖନ୍ତୁ...

ଗାଁମୁହାଁ ହେଉଛି ଭାଲୁ, ଲୋକେ ଭୟଭୀତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଗୋଡାଲ ପଞ୍ଚାୟତ ଅନ୍ତର୍ଗତ ଖଲନା ଗ୍ରାମରେ ଗତ ରବିବାର ରାତିରେ ଭାଲୁ ବୁଲୁଥିବା ଦେଖାଯାଇଛି। ରାତି ପ୍ରାୟ ସାଢେ ୧୦ ଟା ବେଳେ ଖଲନା ଗ୍ରାମ ମୁଖ୍ୟ ରାସ୍ତା ଉପରେ ଭାଲୁ ବୁଲୁଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକ ସାମନାସାମ୍‌ନି…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ଯୁବକ ମୃତ

ନୂଆପଡ଼ା: ନୂଆପଡ଼ା ଥାନା ସାହିପଲା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯୁବକ ଝାଞ୍ଜିମୁଣ୍ଡା ଗ୍ରାମ ହୀରାଲାଲ ମାଝୀ (୨୮) ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆଜି ଅପରାହ୍ନରେ ବିଜୁ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପୂର୍ବରୁ ତୋଳାଳିଙ୍କୁ ପ୍ରାପ୍ୟ ଦିଆଯାଉ

ନୂଆପଡ଼ା: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ରୋଡ୍‌ ରେଞ୍ଜ କମିଟିର ବୈଠକ କୁଳିଆବନ୍ଧା ଫଡ଼ି ଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂପାଦକ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ କେନ୍ଦୁପତ୍ର…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନଦେବାରୁ ୨ ଯୁବକଙ୍କୁ ମାଡ଼: ଜଣେ ମୃତ, ଜଣେ ଗୁରୁତର

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଗଣ୍ଡାମେର ଛକ ନିକଟରେ ଗତକାଲି ରାତିରେ ସାମାନ୍ୟ କଥାକୁ ନେଇ ୨ ଜଣ ଯୁବକଙ୍କୁ ମାଡ଼ ମରାଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ କୋମନା ଥାନା କାଣ୍ଡେତରା ଗ୍ରାମର ନିରନ ବଗର୍ତ୍ତୀ (୩୦) ଓ…
ଅଧିକ ଖବର ଦେଖନ୍ତୁ...

ଅଘୋଷିତ ବିଦ୍ୟୁତକାଟ୍‌ ପ୍ରତିବାଦରେ ବିଜେପିର ଘେରାଉ

କୋମନା: ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ନୂଆପଡ଼ା ଜିଲ୍ଲା କୋମନା ପୁରୁଣା ବ୍ଲକ୍‌ ଛକ ପାଖରୁ ଏକ ଶୋଭାଯାତ୍ରା ବାହାରି ବିଭାଗୀୟ କନିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଶୁଣିଲାନି ପ୍ରଶାସନ, ଚାନ୍ଦା କରି ରାସ୍ତା ମରାମତି କଲେ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମର ବରପଦରପଡ଼ାରୁ ୩୫୩ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ରହିଥିଲା। ବର୍ଷା ମାସରେ ରାସ୍ତାରେ ସାଇକଲ, ବାଇକ୍‌ ସହ ଚାଲିକି ଯିବା ମଧ୍ୟ ସମ୍ଭବ ହେଉନଥିଲା। ଗୁରୁତର ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚହଲା କାମର ମଜୁରି ମିଳିଲାନି: ମୃତ୍ତିକା ସଂରକ୍ଷଣ ଅଫିସ୍‌ ଘେରିଲେ ହିତାଧିକାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ହୋଇଥିବା ଜଳ ବିଭାଜିକା ପ୍ରକଳ୍ପର ଚହଲା କାର୍ଯ୍ୟ କରି ମଜୁରି ପାଇନଥିବା ଅଭିଯୋଗ କରି ଖଡ଼ିଆଳ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଆଜି ଘେରାଉ କରିଥିଲେ। ଶୁକ୍ରବାର ଦଳିତ ଅଧିକାର ମଞ୍ଚ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...