ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ମୃତ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଲା ଛତ୍ରିଆପଡ଼ା ଛକ ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଛି। ସୂଚନାନୁସାରେ କୋମନା ଥାନା ବରକୋଡ଼ ଗ୍ରାମର ଶ୍ରୀୟକାନ୍ତ ସାହୁ (୨୭) ଆଜି ଅପରାହ୍ଣ ୫ଟାରେ ବାଇକ୍‌ (ଓଡି୧୭ଏଚ୍‌-୪୭୪୬)ରେ ଭେଲା ଆଡକୁ ଆସୁଥିବା ବେଳେ ବିପରୀତ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡ଼ା/ସିନାପାଲି, ୨୬।୫ (ଇମିସ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ସରଧାପୁର ଗ୍ରାମର ସାବିତ୍ରୀ କଟା (୨୨)ଙ୍କ ଝୁଲନ୍ତା ମୃତଦେହ ଘରୁ ପୁଲିସ୍ ଉଦ୍ଧାର କରିଛି। ଏହି ଘଟଣା ଜାଣିବା ପରେ ମୃତ ମହିଳାଙ୍କ ବାପା ସିନାପାଲି ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବରଗାଁ ମଣ୍ଡି ଉଦ୍‌ଘାଟିତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁରେ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ପ୍ୟାକ୍ସ ସଭାପତି ସତ୍ୟ ମୁଣ୍ଡ, ସମ୍ପାଦକ ଭାଗୀରଥି ପଟେଲଙ୍କ ସମେତ ଅଞ୍ଚଳର ବହୁ ଚାଷୀ ଯୋଗ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନୂଆପଡ଼ା ଗସ୍ତ: ସାଇପଲା, ପତୋରା ଡ୍ୟାମ୍ ବୁଲି ଦେଖିଲେ

ନୂଆପଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ଚତୁର୍ଥଦିନରେ ଟିମ୍ ସଦସ୍ୟମାନେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚି ସାଇପଲା ଡ୍ୟାମ୍‌ ଓ ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଷ୍ଟିସ୍ ଏଏମ୍ ଖାନୱଲିକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍: ସାହିପଲା ଡ୍ୟାମ୍ କଲେ ପରିଦର୍ଶନ

ନୂଆପଡ଼ା: ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍।ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଟ ଏହି  ଟ୍ରିବ୍ୟୁନାଲ ଟିମ ଆଜି  ମହାନଦୀ ଉପର ମୁଣ୍ଡ ରେ ଥିବା ବରଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମାଟି ତଳୁ ଅଧାପୋତା ନବଜାତ ଶିଶୁ ଉଦ୍ଧାର, ତଦନ୍ତ ଜାରି

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ୱାର୍ଡ ନଂ. ୧୧ ସପ୍ତାହିକ ବଜାର କୃଷି ଫାର୍ମ ନିକଟରୁ ସୋମବାର ସକାଳେ ମାଟିରେ ଅଧାପୋତା ଅବସ୍ଥାରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି କପଡ଼ାରେ ଗୁଡ଼ାଇ ମାଟିରେ ମୁହଁ ଦିଶୁଥିବା ଅବସ୍ଥାରେ ପୋତି ଦେଇଥିଲା। ଏପରିକି ଶିଶୁର ନାଭି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତକୁ କଟାକ୍ଷ କଲେ କଂଗ୍ରେସ ଓ ବିଜେପି

ନୂଆପଡ଼ା : ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ନେତାମାନେ କଟାକ୍ଷ କରିଛନ୍ତି। ଏହି ଗସ୍ତକୁ କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ବିରୋଧ କରି ବିଜେଡି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ନୂଆପଡ଼ା ଗସ୍ତ: ୩୦ କଲେଜ ପାଇଁ ୧୪ କୋଟି ଅନୁଦାନ

ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଦିନିକିଆ ନୂଆପଡ଼ା ଗସ୍ତରେ ଆସିଛନ୍ତି। ମାଓପ୍ରବଣ ଅଞ୍ଚଳକୁ ଯାଇ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଏଥିସହିତ, ଜିଲ୍ଲାର ୩୦ଟି କଲେଜ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦୁଇଛୁଆ ସହ ବାଘୁଣୀ ଦେଖାଯିବା ଘଟଣା: ଚିହ୍ନଟ କରିବାକୁ ଲାଗିଲା କ୍ୟା‌ମେରା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟର ଜାମଗାଁସ୍ଥିତ ସିଆର୍‌ପିଏପ୍‌ ଶିବିର ନିକଟରେ ଶନିବାର ରାତିରେ ଦୁଇଛୁଆ ସହ ବାଘୁଣୀ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ, ଭିଜୁଆଲ୍‌ ସ୍ପଷ୍ଟ ନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଓଲଟି ନାବାଳକ ମୃତ, ଚାଳକ ସହ  ୩  ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଆମାନେରା ନିକଟ ଏକ ଜମିରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିରେ ଚାଳକଙ୍କ ୩ ଜଣ ଗୁରୁତର ହୋଇ ନୂଆପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁସାରେ ଆଜି ଏକ ସକାଳେ ଏକ ନୂଆ ଟ୍ରାକ୍ଟର ଧରି ଆମାନେରା ଗ୍ରାମର ୪…
ଅଧିକ ଖବର ଦେଖନ୍ତୁ...