ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ୩ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦରଲିମୁଣ୍ଡା ଗାଁ ନିକଟରେ ମଙ୍ଗଳବାର ରାତ ପ୍ରାୟ ୮ଟା ବେଳେ ଦୁଇଟି ବାଇକ ମଧ୍ୟରେ ମୁହାଁମୁଁହି ଧକ୍କା ହୋଇ ଜଣକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ବରଗଡ଼…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ‘ଜଙ୍ଗଲରାଣୀ’, କାନ୍ଧରେ ଟାଙ୍ଗିଆ ଧରି ଜଙ୍ଗଲ ଜଗୁଛନ୍ତି ହୀରାଦ୍ରି ମାଝୀ

ନୂଆପଡ଼ା : ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୫୦ ବର୍ଷ ଧରି ଜଙ୍ଗଲକୁ ଯୋଗାଇ ଆସୁଛନ୍ତି ସୁରକ୍ଷା। କାନ୍ଧରେ ଟାଙ୍ଗିଆଟିଏ ଧରି ଏ ମୁଣ୍ଡରୁ ସେ ମୁଣ୍ଡ ପଇଁତରା ମାରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେ ହେଉଛନ୍ତି ଜଣେ ଆଦିବାସୀ ମହିଳା। ୬୮ବର୍ଷ ବୟସରେ ପଦାର୍ପଣ କରିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଗର୍ଜିଲା ଏନ୍‌ପିଏସ୍‌ ଶିକ୍ଷକ ସଂଘ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନୂଆପଡ଼ା: ନୂଆପଡ଼ା ବ୍ଲକ୍‌ ନୂତନ ପେନସନ୍‌ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶନିବାର ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ, ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନୂଆପଡ଼ା ବିଇଓଙ୍କ ଜରିଆରେ ଦେଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍ ମୁହାଁମୁହିଁ: ଶିଶୁ ମୃତ, ୩ ଗୁରୁତର

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ୩୫୩ନଂ ଜାତୀୟ ରାଜପଥ ଚକାଡଙ୍ଗରରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଚାରି ବର୍ଷର ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ଖଡ଼ିଆଳ ବ୍ଲକ ଛତା ଗ୍ରାମର ସଚିନ ମାଝୀ ଓ ତାଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଛତିଶଗଡ଼ର ପୁଣି ଦାଦାଗିରି!

ନୂଆପଡ଼ା/ସିନାପାଲି : ପ୍ରଥମେ ପାଣି ତାପରେ ଜମି ଆଉ ଏଥର ରାସ୍ତାକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉପୁଜିଲାଣି ବିବାଦ। ବର୍ତ୍ତମାନ ରାସ୍ତା ନିର୍ମାଣକୁ ଛତିଶଗଡ଼ ପ୍ରଶାସନ ବିରୋଧ କରିବା ପରେ ସୀମାନ୍ତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମାରୁ ପ୍ରାୟ ୧୨…
ଅଧିକ ଖବର ଦେଖନ୍ତୁ...

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଇରା ନିକଟରେ ଏକ ଅଟୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କୋମନା ଥାନା କୋନାବିରା ଗାଁର ଲକ୍ଷ୍ମଣ ମାଝୀ ଓରଫ ବୀର (୩୦ ବର୍ଷ) ଓ ଦରଗାଁର ଅଟୋ ଡ୍ରାଇଭର ଭୋଦେବ ବେହେରା (୩୫)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ କୋନାବିରା ଗାଁର…
ଅଧିକ ଖବର ଦେଖନ୍ତୁ...

ଜଳିଗଲା କିରାନା ଦୋକାନ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଗ୍ରାମର ବଲ୍ଲଭ ମେହେରଙ୍କ କିରାନା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ବଲ୍ଲଭ ଗୁରୁବାର ରାତିରେ ଦୋକାନ ବନ୍ଦ କରି ମାଲପଡ଼ା ସ୍ଥିତ ଘରକୁ ଚାଲି ଯାଇଥିଲେ। ସଟ୍‌ସର୍କିଟ ଯୋଗୁଁ ପ୍ରଥମେ ଦୋକାନ ଭିତରେ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ରାସ୍ତା ନିର୍ମାଣକୁ ବିରୋଧ କଲା ଛତିଶଗଡ଼, ରାସ୍ତାଟି କାହାର ?

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଂଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଛତିଶଗଡ଼ ପ୍ରଶାସନ ଉକ୍ତ ରାସ୍ତା ନିର୍ମାଣକୁ ବନ୍ଦ କରିବା ପରେ ବିବାଦ ମୁଣ୍ଡ ଟେକିଛି। ସିନାପାଲି ସଦର ମହକୁମାରୁ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

୫ ଦିନ ହେଲା ନିଶାନି ଓ ରାଣୀଡୁଙ୍ଗୁରି ଜଙ୍ଗଲରେ ନିଆଁ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଓ ଲଖନା ରେଞ୍ଜ ନିକଟ ନିଶାନି ଓ ରାଣୀଡୁଙ୍ଗୁରି ଜଙ୍ଗଲରେ ୫ ଦିନ ହେଲା ନିଆଁ ଲାଗିଛି। ବହୁ ମୂଲ୍ୟବାନ ଗଛ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଜଙ୍ଗଲକୁ ଲାଗି ରହିଥିବା କିଛି ଚାଷୀଙ୍କ ପାଳଗଦା ମଧ୍ୟ ପୋଡ଼ି ଯାଇଛି। ଗ୍ରାମବାସୀ ନିଆଁ ଲିଭାଇବା କାର୍ଯ୍ୟ ଜାରି…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୫ ଶ୍ରମିକ, ଉଦ୍ଧାର କରିବାକୁ ଭିଡିଓ ବାର୍ତ୍ତା ଜାରି

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ନିର୍ଯାତନା ଦିଆଯାଉଥିବା କହିଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘାଟମାଲ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...