ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ନୂଆପଡ଼ା ଅପର ଜୋଙ୍କ ପାଣି ବିବାଦ: ଗଛପକାଇ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

ନୂଆପଡ଼ା: ନୂଆପଡ଼ା ବ୍ଲକ ପତୋରା ଅପର ଜୋଙ୍କ ପାଣି ଆବଣ୍ଟନ ବିବାଦ ତେଜିବାରେ ଲାଗିଛି। ଉପରମୁଣ୍ଡର ଚାଷୀ ଜିରୋଠାରୁ ପାଣି ଦେବାକୁ ଦାବି କରି ଆଜିକୁ ୧୧ଦିନ ହେଲା ପତୋରା ଡ୍ୟାମରେ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ତଳମୁଣ୍ଡକୁ ପାଣି ଛାଡ଼ିବାରେ ବିଳମ୍ବ କରୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ରାଜପଥ ଅବରୋଧ ପରେ ୧୪ ଭିତରେ ପାଣି ଦେବାକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ

ନୂଆପଡ଼ା: ନୂଆପଡା ବ୍ଳକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ ତେଜିବାରେ ଲାଗିଛି । ଏ ନେଇ ଆଜି ସକାଳୁ ତଳମୁଣ୍ଡ ଚାଷୀ ରବିଚାଷ ପାଣି ପାଇଁ ଜାତୀୟ ରାଜପଥ ୩୫୩କୁ ସିଲଦା ଛକରେ ଅବରୋଧ କରିଥିଲେ। ଚାଷୀଙ୍କ ରାସ୍ତା ଅବରୋଧ ପରେ ଆସନ୍ତା ୧୪ ତାରିଖ ଭିତରେ ତଳ ମୁଣ୍ଡକୁ ପାଣି ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

୧୩ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ସହ ୨ ଗିରଫ

ନୂଆପଡ଼ା: ନୂଆପଡ଼ା ପୁଲିସ ଗତକାଲି ରାତିରେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୨ ଦାଦନ ସର୍ଦ୍ଦାର ଓ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି। ସୂଚନାନୁସାରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କୁଶପାଲି ଗ୍ରାମର ଦାଦନ ସର୍ଦ୍ଦାର ତନୁର୍ଯ୍ୟ ମେହେର (୩୦) ଲାଠୋର ଷ୍ଟେସନ୍‌ରୁ ଶ୍ରମିକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

୬ ଜୁଆଡ଼ି ଗିରଫ, ୨୦  ହଜାର ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ ଜୋଙ୍କ ପୁଲିସ ଗତକାଲି ରାତିରେ ଠେଲକୋବେଡ଼ା ଗ୍ରାମ‌େର ଚାଲିଥିବା ଏକ ଜୁଆଆଡା ଉପରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ୨୦ ହଜାର ଟଙ୍କା ଓ ୩ଟି ବାଇକ୍‌ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକା ଠେଲକୋବେଡ଼ା ଗ୍ରାମରେ ଜୁଆ ଖେଳ ହେଉଥିବା କୌଣସି…
ଅଧିକ ଖବର ଦେଖନ୍ତୁ...

ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି ଅଭିଯୋଗ: ସନ୍ଦେହରେ ଯୁବକ ଅଟକ

ନୂଆପଡ଼ା: ନୂଆପଡ଼ା ମନ୍ଦିରପଡ଼ାସ୍ଥିତ ଦୁର୍ଗା ମନ୍ଦିରରୁ ମା ଦୁର୍ଗାଙ୍କ ରୁପାର ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ଛନାଭିନ ଆରମ୍ଭ କରିଛି। ଗତକାଲି ସନ୍ଧ୍ୟାରେ ଦୁର୍ଗା ମନ୍ଦିରରେ ନୀତିକାନ୍ତି ଅନୁସାରେ ପୂଜକ ଆରତୀ ସହ ପୂଜାର୍ଚ୍ଚନା…
ଅଧିକ ଖବର ଦେଖନ୍ତୁ...

୧୨ ଲକ୍ଷ ଟଙ୍କାର ଗହଣା ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆପଡା: ନୂଆପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାରାବଙ୍ଗ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଦୁର୍ବୃତ୍ତମାନେ ସୁନାବ୍ୟାଗ୍‌ ଝାମ୍ପିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସାରାବଙ୍ଗ ଗାଁର ଅର୍ଦ୍ଧେଶ ଦୀକ୍ଷିତ ଘର ସମ୍ମୁଖରେ ଏକ ଗହଣା ଦୋକାନ ଦେଇଛନ୍ତି। ସବୁଦିନ ଭଳି ଆଜି…
ଅଧିକ ଖବର ଦେଖନ୍ତୁ...

ଲାଲଗଡ଼ରେ ହସୁଛି ଲାଲ୍‌ଫଳ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଲାଲଗଡ଼ ଭାବେ ବେଶ୍ ପରିଚିତ। ହେଲେ ଏହି ଲାଲଗଡ଼ ଜିଲ୍ଲା ପ୍ରଶାସନ ଓ ସୁନାବେଡ଼ାବାସୀଙ୍କ ଉଦ୍ୟମ ଯୋଗୁଁ ବର୍ତ୍ତମାନ ଲାଲଫଳ ପାଇଁ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ଜୈବିକ ପ୍ରଣାଳୀରେ ହସୁଛି ଷ୍ଟ୍ରବେରି ଚାଷ। ଚଳିତ ବର୍ଷ ପ୍ରଥମ କରି ପାଇଲଟ…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ ରିପୋର୍ଟ ଯୋଗୁଁ ଧାନ ବିକ୍ରିରୁ ବ‌ଞ୍ଚିତ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ତରାବନ୍ଧ ଗାଁରେ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଓ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲୁ)ଙ୍କ ଭୁଲ ରିପୋର୍ଟ ଯୋଗୁଁ ଚାଷୀ ଧାନ ବିକ୍ରିରୁ ବ‌ଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାରେ ବଢ଼ୁଛି ଧାନ ସଂଗ୍ରହ ସମସ୍ୟା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ ସମସ୍ୟା ଲାଗି ରହିଛି। ମଣ୍ଡିକୁ ମିଲର୍ସ ଯାଉନଥିବାରୁ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ଫଳର ଚାଷୀମାନେ ଆଜିକୁ ୧୫ ଦିନ ହେବ ମଣ୍ଡିରେ ଧାନକୁ ଜଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଚୁପ୍ ବସିଛନ୍ତି। ଚାଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ତେଜୁଛି ଅଙ୍ଗନବାଡ଼ି କର୍ମୀ, ସହାୟିକା ଆନ୍ଦୋଳନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାସ୍ତରୀୟ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ୮ ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ଦିନ ହେଲା ଦାବି ନେଇ ଆନ୍ଦୋଳନ ଚଲାଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ…
ଅଧିକ ଖବର ଦେଖନ୍ତୁ...