ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ପରକୀୟା ପ୍ରୀତି ପାଇଁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ବାମୀ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚଳାନପଡା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଯୁଧିଷ୍ଠିର ବାରିକ (୩୩) ଗ୍ରାମର ଜଣେ ଜୈନିକ ମହିଳାଙ୍କ ସହିତ ଅନୈତିକ…
ଅଧିକ ଖବର ଦେଖନ୍ତୁ...

ଜମିବାଡିକୁ ନେଇ ବଡ ଭାଇକୁ ହତ୍ୟା ଘଟଣା: ଦୁଇ ଭାଇଙ୍କୁ ଆଜୀବନ କରାଦଣ୍ତାଦେଶ

ନୂଆପଡ଼ା: ଖଡ଼ିଆଳ ଥାନା ନେହେନା ଗାଁରେ ଜମିବାଡିକୁ ନେଇ ବଡଭାଇଙ୍କୁ ହତ୍ୟା ଘଟଣାରେ ଆଜି ଅଭିଯୁକ୍ତ ଦୁଇ ଭାଇଙ୍କୁ ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ଆଜୀବନ କାରାଦଣ୍ତାଦେଶ ରାୟ ଦେଇଛନ୍ତି। ଖଡ଼ିଆଳ ଥାନା ନେହେନା ଗାଁର ବଡଭାଇ ଗୌତମ ଟାହାଣି (୪୫) ମଝିଆ ଭାଇ ନରୋତ୍ତମ ଟାହାଣି(୪୨) ଓ ସାନ ଭାଇ…
ଅଧିକ ଖବର ଦେଖନ୍ତୁ...

ଜୀବିତ ବୃଦ୍ଧାଙ୍କୁ ମୃତ ଘୋଷଣା! ୧୪ ମାସ ହେଲା ଭତ୍ତା ବନ୍ଦ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ସାନମହେଶ୍ବର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଜଣେ ଜୀବିତ ବିଧବା ବୃଦ୍ଧାଙ୍କୁ ମୃତ ଘୋଷଣା କରିବା ସହ ୧୪ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରି ଦିଆଯାଇଥିବାରୁ ବୃଦ୍ଧା ଜଣକ ବହୁ ଦୁଃଖ ଭୋଗୁଥିବା ପ୍ରକାଶ କରିଛନ୍ତି। ସୂଚନା…
ଅଧିକ ଖବର ଦେଖନ୍ତୁ...

୩୪ ଦାଦନ ଶ୍ରମିକ ଉଦ୍ଧାର,  ଡ୍ରାଇଭର ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ପୁଲିସ୍ ୩୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଖରିଆର ରୋଡ଼ ଜୋଙ୍କ ଥାନା ଡୁମେରଡିହି ଛକ ଦେଇ କିଛି ଦାଦନ ଶ୍ରମିକ ଟ୍ରେନ୍‌ ଯୋଗେ ଯିବା ପାଇଁ ଏକ ଗାଡ଼ିରେ ଯାଉଥିଲେ। ଏନେଇ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ଚୋରା ଚାଲାଣ ରୋକିବ ସ୍ବତନ୍ତ୍ର ଟିମ୍‌

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପ୍ରାଙ୍ଗଣରେ ଖରିଫ ଧାନ ସଂଗ୍ରହ ବୁଧବାର ଆରମ୍ଭ ହୋଇଛି। ଆର୍‌ଏମ୍‌ସି ସମ୍ପାଦକ ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବେ ଯୋଗ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରବାସୀଙ୍କୁ ନବୀନବାବୁ ଭକୁଆ ବନାଉଛନ୍ତି: ଚେଲ୍ଲା କୁମାର

ନୂଆପଡ଼ା : ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଯାହାକିଛି ବିକାଶ ହୋଇଛି, ସେସବୁ କଂଗ୍ରେସ ସରକାର ସମୟରେ ହୋଇଛି। ପଦ୍ମପୁର‌ରେ ସ୍କୁଲ, କଲେଜ ଓ ଜଳସେଚନ ବ୍ୟବସ୍ଥା କଂଗ୍ରେସ ଶାସନ ସମୟରେ କରାଯାଇଥିଲା। କଂଗ୍ରେସ ଶାସନ ପରେ ବିଜେପି ଓ ବିଜେଡି ସରକାର ଏହି ନିର୍ବାଚନମଣ୍ଡଳୀର କିଛି ବି ବିକାଶ…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ବୁଲୁଛି ଭାଲୁ: ଆତଙ୍କିତ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ସଦର ବ୍ଳକର ଗୋଡଫୁଲା ଗାଁଦାଣ୍ଡରେ ବୁଲୁଛି ଜଙ୍ଗଲି ଭାଲୁ। ଆଜି ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଆସି ଗାଁ ଦାଣ୍ଡରେ ରହିଯାଇଛି। ଏବେ ଗାଁ ଲୋକେ ଭାଲୁ ଭୟରେ ଆତଙ୍କିତ ହୋଇ ପଡ଼ିଛନ୍ତି। ଆଜି ଭୋରରୁ ସାଲିହା ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଗୋଡଫୁଲା ଗାଁକୁ ଚାଲି…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ

ନୂଆପଡ଼ା/ସିନାପାଲି/ବୋଡ଼େନ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପକ୍ଷରୁ ୮ ଦଫା ଦାବି ନେଇ ସିନାପାଲି ଆଇସିଡିଏସ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ସଂଘ ସଭାପତି ପ୍ରେମବଲ୍ଲରୀ ହରପାଲଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ସହର…
ଅଧିକ ଖବର ଦେଖନ୍ତୁ...

୧୯ ଦାଦନ ଶ୍ରମିକ ଉଦ୍ଧାର

ବଙ୍ଗୋମୁଣ୍ତା: ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ୧୯ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ବଙ୍ଗୋମୁଣ୍ଡା ପୁଲିସ ଉଦ୍ଧାର କରିଛି। ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଏହି ଶ୍ରମିକମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୮ଜଣ ମହିଳା ରହିଛନ୍ତି। ସେମାନଙ୍କ ସହିତ ୬ ଜଣ ଶିଶୁ…
ଅଧିକ ଖବର ଦେଖନ୍ତୁ...

୨୮ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ; ଫରେଷ୍ଟର, ଗାର୍ଡ ଗିରଫ

ନୂଆପଡ଼ା/ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କୋପିଆ ଫରେଷ୍ଟ ବିଟ୍‌ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫରେଷ୍ଟର ପୂର୍ଣ୍ଣଚନ୍ଦୟ ନାୟକ (୪୮) ଓ ଫରେଷ୍ଟଗାର୍ଡ ସବନମ ଫିରଦୋଷ (୩୪) ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସ‌ାରେ, ଖଡ଼ିଆଳ…
ଅଧିକ ଖବର ଦେଖନ୍ତୁ...