ମଦକୋଠି ଉଚ୍ଛେଦ ଦାବିରେ ଥାନା ଘେରାଉ

ଗୋଲାମୁଣ୍ଡା/ଦଶପୁର: ମଦକୋଠି ଉଚ୍ଛେଦ ଦାବିରେ ଗୋଲାମୁଣ୍ଡା ଥାନା ମାନଝରୀ ଗ୍ରାମର ଜନସାଧାରଣ ବୁଧବାର ଥାନା ଘେରାଉ କରିଥିଲେ। ପୂର୍ବରୁ ଅନେକ ଅଭିିଯୋଗ ସତ୍ତ୍ୱେ ଅବକାରୀ ବିଭାଗ ଓ ପୁଲିସ କୌଣସି ପଦକ୍ଷେପ ନ ନେବାରୁ ସେମାନେ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଥାନା ଅଧିକାରୀ ଉଲ୍ଲାସ ମାଝୀ ନିଶ୍ଚୟ ମଦକୋଠି ଉଚ୍ଛେଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର