ପାରଳାଖେମୁଣ୍ଡି: ଭୁବନେଶ୍ୱରରୁ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତକୁ ବନ୍ଧୁମାନଙ୍କ ସହ ପିକନିକ ପାଇଁ ଆସିଥିବା ବେଳେ ହୃଦଘାତରେ ରବିବାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର ରମାକାନ୍ତ ସାହୁ (୪୦)। ଶରୀରରେ ଆକସ୍ମିକ ପକ୍ଷାଘାତ ଯୋଗୁ ସେ ହଠାତ ଅଚେତ ହୋଇଯିବାରୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
ସାଙ୍ଗମାନଙ୍କ ସହ ପିକ୍ନିକ୍ ପାଇଁ ଯାଇଥିଲେ, ହୃଦ୍ଘାତରେ ମୃତ୍ୟୁ
/sambad/media/post_attachments/wp-content/uploads/2019/11/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)