ଖୋର୍ଦ୍ଧା: ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବାଙ୍କୀ ରାସ୍ତାର ନିଆଲ ଛକ ଠାରେ ଗୁରୁବାର ଏକ ଟ୍ରକ ସହ ଟିଭିଏସ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଲୋକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛିନ୍ତି। ଦୁଇ ଜଣ ଗୁରୁତରଙ୍କୁ ଖୋର୍ଦ୍ଧା ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି। ଖୋର୍ଧା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତହେଦ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଛନ୍ତି। ସେହିପରି ପୁଲିସ ୨ ଗାଡି ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର