କଟକ: ଜଗତପୁର ଶିଳ୍ପାଞ୍ଚଳରେ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର

0 11

କଟକ: ଗତକାଲି ରାତିରେ କଟକ ଜିଲ୍ଲା ଜଗତପୁର ଶିଳ୍ପାଞ୍ଚଳରେ ଥିବା କ୍ରସବୋର୍ଡର୍ ଇଣ୍ଡଷ୍ଟ୍ରିଜ୍‌ରେ ଏକ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ହେଉଛନ୍ତି ଚୌଦ୍ୱାର ଥାନା ମଙ୍ଗରାଜପୁର ଗ୍ରାମର ଅଜୟ ସାହୁ(୪୨ ବର୍ଷ)। ଗୁରୁତର ଅବସ୍ଥାରେ ଅଜୟଙ୍କୁ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

10 − two =