ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି: ଅମର ଶତପଥୀ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ ମିଳିବା ପରେ ସେଠାକାର ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ: ସମୁଦ୍ରରେ ବୁଡ଼ି ଜଣେ  ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀରେ।ଡାଇମଣ୍ଡ ହୋଟେଲ ସମ୍ମୁଖ ସମୁଦ୍ରରେ ଭାସୁଥିଲା ଉକ୍ତ ଯୁବକଙ୍କ ମୃତଦେହ। ତେବେ ଏଯାଏ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି: ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁର: ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ପଛର କାରଣ କହିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ସେ କହିଛନ୍ତି, ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଛି। ବିଧାୟିକା ଥିବା ବେଳେ ସମ୍ବଲପୁରରେ ବହୁତ…
ଅଧିକ ଖବର ଦେଖନ୍ତୁ...

ଓଆରଏଚଡିସି ଦୁର୍ନୀତି ମାମଲା: ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଓଡ଼ିଶା ଭିଜିଲାନ୍ସକୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ହାଇକୋର୍ଟ ରାୟକୁ…
ଅଧିକ ଖବର ଦେଖନ୍ତୁ...

କାତାରରେ ବଡ଼ଚଣା ଯୁବକଙ୍କ ମୃତ୍ୟୁ, ଶବ ଫେରାଇ ଆଣିବାକୁ ନିବେଦନ

ଚଣ୍ଡିଖୋଲ: କାତାରର ରାଜଧାନୀ ଦୋହାଠାରେ ଏକ କମ୍ପାନିରେ ଆଇଟିଆଇ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ପଞ୍ଚାୟତ ଦେକୁଡି ଗ୍ରାମର କରୁଣାମୟ ରାଉତରାୟ (୪୫) ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ପରିବାର ଲୋକଙ୍କ ସୂଚନା ମୁତାବକ ଗତକାଲି ସେ ନିଜ ବସାଘରୁ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ତିନି ଭାଇଙ୍କୁ ଗ୍ରାମରୁ ବାସନ୍ଦ

ରାଇଘର: ଭାରତ ସ୍ବାଧୀନତାର ୭୬ ବର୍ଷ ପରେ ବି ଗୁଣିଗାରେଡ଼ିର ଅନ୍ଧବିଶ୍ୱାସକୁ ନେଇ କିଛି ଗ୍ରାମବାସୀ ତିନି ଭାଇକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଗ୍ରାମରୁ ବାସନ୍ଦ କରିବା ଭଳି ଘଟଣା ଉମରକୋଟ ଓ ରାଇଘର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଉଭୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ

ସମ୍ବଲପୁର: ସମ୍ବଲପୁରରେ ବିଜେଡିକୁ ବଡ଼ ଝଟକା ଦେଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ ଦୁଇଦିନ ତଳେ ରାତି ଡିଉଟିରେ ଯାଇଥିବା ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ ଏସ୍କାଭେଟର ବା ଲୋଡ଼ରରେ ଜାହାଜର ହାଚ ଭିତରେ କାର୍ଯ୍ୟ କରୁଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲ୍ୟାସରା-ଷଣ୍ଢମରା ରାସ୍ତାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ବାଲ୍ୟାସରା ଗାଁର ଗଣେଶ ନାହାକ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ତେଲକୋଇ ବ୍ଲକ୍‌ରେ ଧାରଣା

ତେଲକୋଇ: ଗାଁରେ ଅଛି ଦୁଇଟି ନଳକୂପ। ଗୋଟିଏ ସମ୍ପୂର୍ଣ୍ଣ ଖରାପ। ଅନ୍ୟ ନଳକୂପରୁ ବାହାରୁଥିବା ପାଣି ବ୍ୟବହାରଯୋଗ୍ୟ ନୁହେଁ। ‘ବସୁଧା’ ଯୋଜନାରେ ପାଇପ୍‌ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିଲା। ତିନିମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣି…
ଅଧିକ ଖବର ଦେଖନ୍ତୁ...